Daily Archives

ମୟୂରଭଞ୍ଜର କୋଷ୍ଠା ଗ୍ରାମପଞ୍ଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ବିଶ୍ଵେଶ୍ୱର ଟୁଡୁ

ଭୁବନେଶ୍ୱର, (ପିଆଇବି) : ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀ ଆଜି 'ବିକଶିତ ଭାରତ ସଂକଳ୍ପ ଯାତ୍ରା' ର ହିତାଧିକାରୀଙ୍କୁ ଆଭାସୀ ମାଧ୍ୟମରେ ସମ୍ବୋଧନ କରିବା ସହ ସେମାନଙ୍କ ସହ ମତ ବିନିମୟ କରିଛନ୍ତି । ମୟୂରଭଞ୍ଜ ଜିଲ୍ଲା ଶୂଳିଆପଦା ବ୍ଲକ କୋଷ୍ଠା ଗ୍ରାମ ପଞ୍ଚାୟତରେ କାର୍ଯ୍ୟକ୍ରମରେ ଯୋଗ
Read More...

ବଲାଙ୍ଗିରରେ ସରପଞ୍ଚଙ୍କୁ ମାଡ଼ ମାରିବା ଘଟଣା : ସରପଞ୍ଚ ସଂଗଠନ ରାଜ୍ୟ ଶାଖାର ନିନ୍ଦା

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକ ସରପଞ୍ଚ ସଂଘ ସଭାପତି ତଥା ଚଙ୍ଗରିଆ ସରପଞ୍ଚ ସୁଶୀଳ ଗୁରୁ ପୂର୍ତ୍ତ ବିଭାଗ ଏସ୍‌ଡିଓ ସିଦ୍ଧାର୍ଥ ଦାସଙ୍କୁ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଉନ୍ନୟନ କାମ ନିମ୍ନମାନର ଅଭିଯୋଗ କରିବା ପରେ
Read More...

ଗାଁ ଠୁ ସହର ପର୍ଯ୍ୟନ୍ତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ବଢ଼ୁଛି ଜନଭାଗିଦାରୀ

● ଓଡ଼ିଶାରେ ୧ କୋଟିରୁ ଅଧିକ ଲୋକଙ୍କୁ ସାମିଲ କରିବା ଲକ୍ଷ୍ୟ● ପାରମ୍ପରିକ ଢଙ୍ଗରେ ସଂକଳ୍ପ ଯାତ୍ରାର ସଚେତନତା ରଥକୁ ସ୍ୱାଗତ କରୁଛନ୍ତି ଲୋକ● ସରକାରୀ ଯୋଜନାରେ ସାମିଲ ହେଉଛନ୍ତି ଯୋଗ୍ୟ ହିତାଧିକାରୀ ଭୁବନେଶ୍ୱର, (ପିଆଇବି) : ବର୍ତ୍ତମାନ ସୁଦ୍ଧା ୬ କୋଟିରୁ ଅଧିକ ଲୋକଙ୍କ ଅଂଶଗ୍ରହଣ ସହ
Read More...

ଦେଢ଼ଗାଁରେ ଯୁବକଙ୍କୁ ହତ୍ୟା ଘଟଣା : ପ୍ରେମ ପାଇଁ ଦେଢଶୁରଙ୍କୁ ମାରିଦେଲା ଭାଇବୋହୂ, ଆଉ ଜଣେ ଗିରଫ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଅଧିନସ୍ଥ ଦେଢ଼ଗାଁ ଗ୍ରାମରେ ଗତ ୨୧ ତାରିଖ ଗୁରୁବାର ରାତିରେ ଘଟିଥିବା ଜଘନ୍ୟ ହତ୍ୟାକାଣ୍ଡ ଘଟଣାକୁ ନେଇ ଆଗରୁ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ବୁଧବାର ଆଉ ଜଣକୁ ଗୋପାଳ ମହାନନ୍ଦଙ୍କୁ ଗିରଫ
Read More...

କବୟିତ୍ରୀ ଜ୍ୟୋତିରାଣୀ ମିଶ୍ର ପାଇଲେ ରାଜ୍ୟ ସ୍ତରୀୟ ପ୍ରଜ୍ଞାମୟୀ ସମ୍ମାନ -୨୦୨୪

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀ କଟକ, ପୂଜ୍ୟପୂଜା ପରିଷଦ କଟକ, ଅଗ୍ନିସ୍ଫୁଲିଙ୍ଗ ରାଉରକେଲା ଓ ଚିନ୍ମୟ ସାହିତ୍ୟ ସଂସଦ କଟକର ମିଳିତ ଆନୁକୂଲ୍ୟରେ କର୍ମବୀର ଗୌରୀଶଙ୍କର ଟାଉନ୍‌ହଲ୍‌ କଟକଠାରେ ରବିବାର ଅନୁଷ୍ଠିତ ୪୭ତମ ରାଜ୍ୟ ସ୍ତରୀୟ ସାରସ୍ୱତ
Read More...

ଯୁଗ ପ୍ରବର୍ତ୍ତକ ଆର୍ଯ୍ୟ ସମାଜର ସଂସ୍ଥାପକ ମହର୍ଷି ସ୍ଵାମୀ ଦୟାନନ୍ଦ ସରସ୍ୱତୀଙ୍କ ଦ୍ୱିଶତ ତମ ଜୟନ୍ତୀ ଜ୍ଞାନ ଜ୍ୟୋତି…

ବରଗଡ଼, (କେପିଏନ୍‌ଏସ୍‌) : ଯୁଗ ପ୍ରବର୍ତ୍ତକ ଆର୍ଯ୍ୟ ସମାଜର ସଂସ୍ଥାପକ ମହର୍ଷି ସ୍ଵାମୀ ଦୟାନନ୍ଦ ସରସ୍ୱତୀଙ୍କ ଦ୍ୱିଶତ ତମ ଜୟନ୍ତୀ ଜ୍ଞାନ ଜ୍ୟୋତି ପର୍ବ ପାଳନ ଉପଲକ୍ଷେ ପଶ୍ଚିମ ଓଡ଼ିଶା ଆର୍ଯ୍ୟ ସମାଜ ସୌଜନ୍ୟରେ ତ୍ରିଦିବସୀୟ ଗତ ୨୩ ଡିସେମ୍ବରରୁ ଆରମ୍ଭ ହୋଇ ୨୫ ଡିସେମ୍ବରରେ ଉଦ୍‌ଯାପିତ
Read More...

ଟ୍ରକକୁ ପଛରୁ ପିଟିଲା ପିକ୍‌ନିସ୍‌ ବସ୍‌

ଆନନ୍ଦପୁର : କେନ୍ଦୁଝର ୨୦ ନମ୍ବର ଜାତୀୟ ରାଜପଥ ଭାଲୁକୁମା ଛକ ନିକଟରେ ସଡ଼କ ଦୁର୍ଘଟଣା । ଟ୍ରକ ପଛ ପଟେ ପିଟିଲା ଧକ୍କା ଦେଲା ପିକ୍‌ନିକ୍‌ ବସ୍‌ । ଏଥିରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସୁଚନା ଅନୁଯାୟୀ,
Read More...

କବି ଦଶରଥ ସାମଲ ପାଇଲେ ରାଜ୍ୟ ସ୍ତରୀୟ ପ୍ରଜ୍ଞାପ୍ରାଣ ସମ୍ମାନ -୨୦୨୪

ତୁଷୁରା, (କେପିଏନ୍‌ଏସ୍‌) : ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀ କଟକ, ପୂଜ୍ୟପୂଜା ପରିଷଦ କଟକ, ଅଗ୍ନିସ୍ଫୁଲିଙ୍ଗ ରାଉରକେଲା ଓ ଚିନ୍ମୟ ସାହିତ୍ୟ ସଂସଦ କଟକର ମିଳିତ ଆନୁକୂଲ୍ୟରେ କର୍ମବୀର ଗୌରୀଶଙ୍କର ଟାଉନ୍‌ହଲ୍‌ କଟକଠାରେ ରବିବାର ଅନୁଷ୍ଠିତ ୪୭ତମ ରାଜ୍ୟ ସ୍ତରୀୟ ସାରସ୍ୱତ
Read More...

କବି ଗୋପିକୃଷ୍ଣ ପାଣ୍ଡିଆ ପାଇଲେ ରାଜ୍ୟ ସ୍ତରୀୟ ପ୍ରଜ୍ଞାପ୍ରାଣ ସମ୍ମାନ -୨୦୨୪

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀ କଟକ, ପୂଜ୍ୟପୂଜା ପରିଷଦ କଟକ, ଅଗ୍ନିସ୍ଫୁଲିଙ୍ଗ ରାଉରକେଲା ଓ ଚିନ୍ମୟ ସାହିତ୍ୟ ସଂସଦ କଟକର ମିଳିତ ଆନୁକୂଲ୍ୟରେ କର୍ମବୀର ଗୌରୀଶଙ୍କର ଟାଉନ୍‌ହଲ୍‌ କଟକଠାରେ ରବିବାର ଅନୁଷ୍ଠିତ ୪୭ତମ ରାଜ୍ୟ ସ୍ତରୀୟ ସାରସ୍ୱତ
Read More...

ସର୍ବଭାରତୀୟ ବଲାଙ୍ଗିର ଓପନ୍‌ ଚେସ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ୍‌ ସାଇନ୍ସ(କିସ୍‌) ପରିସରରେ ଗତ ୫ଦିନ ଧରି ଚାଲିଥିବା ଦ୍ୱିତୀୟ ସର୍ବଭାରତୀୟ ବଲାଙ୍ଗିର ଓପନ୍‌ ଫିଡେରେଟିଂ ଚେସ୍‌ ପ୍ରତିଯୋଗୀତା ଆଜି ଉଦ୍‌ଯାପିତ ହୋଇଯାଇଛି । ଉଦଦ୍‌ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ
Read More...