Daily Archives

ଟିଟିଲାଗଡ଼ ସିନିଅର୍‌ ସିଟିଜେନ୍‌ ଆସୋସିଏସନ୍‌ର ବନ୍ଧୁ ମିଳନ : ଆଲୋଚନା ସଭା ଓ ପୁସ୍ତକ ଉନ୍ମୋଚନ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବୁଧବାର ସଂଧ୍ୟା ୬ ଘଟିକା ସମୟରେ ଟିଟିଲାଗଡ଼ ସିନିଅର୍‌ ସିଟିଜେନ୍‌ ଏସୋସିଏସନ୍‌ର ସଭାପତି ଡ. ଘନଶ୍ୟାମ ଜୈନଙ୍କ ସଭାପତିତ୍ୱରେ ସ୍ଥାନୀୟ ଜୈନ ଭବନ ପରିସରରେ ଏକ ବନ୍ଧୁ ମିଳନ, ଆଲୋଚନା ସଭା ଏବଂ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।
Read More...

ଶିଶୁ ସୁରକ୍ଷା ସମ୍ପର୍କିତ ତାଲିମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର (ଡୁଡୁକା) ବ୍ଲକ୍ ସମ୍ମୁଖରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଶିଶୁ ସୁରକ୍ଷା ସମ୍ପର୍କିତ ଏକ ତାଲିମ ଅନୁଷ୍ଠିତ ହୋଇଥିଲା । ଉକ୍ତ ତାଲିମ ଶିବିରରେ ବ୍ଲକ୍ ଅଧ୍ୟକ୍ଷା ଗୀତାଞ୍ଜଳି ଦାସ, ବିଡିଓ କୁଲଦୀପ ମହାନ୍ତି ଶୁଭ ଉଦ୍‌ଘାଟନ କରି ଶିଶୁ
Read More...

ଅସହାୟ ଓ ନିର୍ଯ୍ୟାତିତା ନାବାଳିକାଙ୍କୁ ଉଦ୍ଧାର କଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅସହାୟ ଓ ନିର୍ଯ୍ୟାତିତା ନାବାଳିକାଙ୍କୁ ପ୍ରଶାସନ ସାହାଯ୍ୟରେ ଉଦ୍ଧାର କରିଛି ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ । ସୂଚନା ଅନୁଯାୟୀ କିଛି ବର୍ଷ ହେବ ତାଙ୍କର ବାପାଙ୍କ ଦେହାନ୍ତ ହେବା ପରେ ସେ ତାଙ୍କ ମା' ପାଖରେ ରହି ଆସୁଥିଲେ । ହେଲେ କିଛି ବର୍ଷ ହେବ ତାଙ୍କ
Read More...

ପଦ୍ମପୁରକୁ ଜିଲ୍ଲା ଘୋଷଣା ପାଇଁ ମହାମହିମ ରାଜ୍ୟପାଳଙ୍କୁ ଦାବୀପତ୍ର ଦେଲେ ସଚେତନ ନାଗରିକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମହାମହିମ ରାଜ୍ୟପାଳଙ୍କ ବରଗଡ଼ ଜିଲ୍ଲା ପଦ୍ମପୁର ଗସ୍ତ ସମୟରେ ସଚେତନ ନାଗରିକଙ୍କ ତରଫରୁ ସାକ୍ଷତ କରି ସ୍ୱାଗତ ଜଣାଇବା ସହ ପଦ୍ମପୁରର ଦୀର୍ଘ ଦିନର ଦାବୀ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବା ନିମନ୍ତେ ଉପୁଜୁଥିବା ସମସ୍ୟା ବିଷୟରେ ଅବଗତ କରି ଏକ ଦାବୀପତ୍ର
Read More...

ପୁରୀ ଶ୍ରୀମନ୍ଦିରରୁ ଆସିଥିବା ସେବାୟତଙ୍କୁ ଭବ୍ୟ ସ୍ଵାଗତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲର ପ୍ରମୁଖ ପୁଣ୍ୟ କ୍ଷେତ୍ର ହରିଶଙ୍କରଠାରେ ସୁଦୂର ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦ୍‌ଘାଟନ ପାଇଁ ନିମନ୍ତ୍ରଣ ଦେବାକୁ ଆସିଥିବା ସେବାୟତଙ୍କୁ ବୁଧବାର ଭବ୍ୟ ସ୍ଵାଗତ କରାଯାଇଥିଲା । ରାଜ୍ୟର ବିଭିନ୍ନ ପୁଣ୍ୟ
Read More...

ସ୍ୱର୍ଗତ ବାସୁଦେବ ନାୟକଙ୍କ ଶ୍ରଦ୍ଧାଞ୍ଜଳି ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଜଣାଶୁଣା ସମାଜସେବୀ ତଥା ରାଉରକେଲା ଯାଦବ ସମାଜର ଦକ୍ଷ ସଂଗଠକ ସ୍ୱର୍ଗତ ବାସୁଦେବ ନାୟକଙ୍କ ଏକାଦଶାହ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ବିଦ୍ୟାଧର ବାରିକ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ସେକ୍ଟର ୧୪ସ୍ଥିତ ଲକ୍ଷ୍ମୀନାରାୟଣ ମନ୍ଦିର ପ୍ରାଙ୍ଗଣରେ
Read More...

ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଶ୍ରୀମନ୍ଦିରରୁ ମହାପ୍ରସାଦ ଭେଟି ସହ ନିମନ୍ତ୍ରଣ ଆସିଲା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଚଳିତ ନବବର୍ଷ ୨୦୨୪ ଜାନୁଆରୀ ୧୭ ତାରିଖରେ ହେବାକୁ ଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ପ୍ରତିଷ୍ଠାତ୍ସୋବ ଯଥା ରୀତିନୀତିରେ ଯଜ୍ଞାନୁଷ୍ଠାନ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଲୋକର୍ପଣ ଉତ୍ସବ ଅନୁଷ୍ଠିତ ହେବ । ଏଥି
Read More...

ସର୍ବ ଭାରତୀୟ ସ୍କୁଲ ଓ ବରିଷ୍ଠ କରାଟେ ଚାମ୍ପିୟାନସିପ୍‌ : ବଲାଙ୍ଗିରକୁ ୯ ସ୍ୱର୍ଣ୍ଣ, ୮ ରୌପ୍ୟ ଓ ୫ କାଂସ୍ୟ ପଦକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଶାଖାପାଟନମ୍‌ର ସ୍ୱର୍ଣ୍ଣ ଭାରତୀ ଇନଡୋର ଷ୍ଟାଡିୟମଠାରେ ୨୧ତମ ସର୍ବ ଭାରତୀୟ ଅନ୍ତଃ ବିଦ୍ୟାଳୟ ଓ ବରିଷ୍ଠ କରାଟେ ଚମ୍ପିୟାନସିପ୍‌ ୨୦୨୩ ଫେଡେରେସନ କପ୍‌ ଆୟୋଜିତ ହୋଇଯାଇଛି । ଗତ ୨୩ ଓ ୨୪ ଦୁଇ ଦିନ ଧରି ଚାଲିଥିବା ଚାମ୍ପିୟାନସିପ୍‌କୁ ଅଲ୍‌ ଇଣ୍ଡିଆ
Read More...

ନରସିଂହଙ୍କ ନିର୍ବାଚନ ମଣ୍ଡଳୀ ସମୀକ୍ଷା ବୈଠକ

ବିସ୍ଥାପିତ ନ କରି ଜମି ପଟ୍ଟା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଲେ ନରସିଂହଇନ୍ଦିରା ନଗର, ଲକ୍ଷ୍ମୀଯୋର ଓ ମହାରାଣୀ ସାଗର ଅଂଚଳ ଲୋକଙ୍କୁ ଜମିପଟ୍ଟା ପ୍ରଦାନ କରନ୍ତୁସରକାର - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସହର ମଧ୍ୟରେ ଅନେକ ଗରିବ ଜନସାଧାରଣ ଗାଁରୁ ଆସି ଜୀବିକା ନିର୍ବାହ
Read More...

ନୂଆ ଓଡିଶା ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଟାଉନ ବାଳକ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଜିଲ୍ଲାସ୍ତରୀୟ ନୂଆ ଓଡିଶା କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ
Read More...