Daily Archives

ହରିଶ୍ଚନ୍ଦ୍ର ଯୋଜନା ସହାୟତା ରାଶି ପାଇବାରୁ ବଞ୍ଚିତ ଅନେକ ହିତାଧିକାରୀ : କାର୍ଯ୍ୟରତ ପିଇଓ ଦୋଷ ଦେଉଛନ୍ତି ବ୍ଳକ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶିଶୁଟି ଜନ୍ମ ହେବାଠାରୁ ମୃତ୍ୟୁ ପର୍ଯ୍ୟନ୍ତ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ଅନେକ ଯୋଜନା ପ୍ରସ୍ତୁତ କରି ସମସ୍ତ ଗରିବ ଲୋକଙ୍କୁ ସହାୟତା ରାଶି ପ୍ରଦାନ କରୁଛନ୍ତି । କିନ୍ତୁ କେତେକ ଦାୟିତ୍ୱ ହୀନ ସରକାରୀ ବାବୁମାନଙ୍କ ପାଇଁ ଅନେକ ଗରିବ ଲୋକ ଏହି
Read More...

ହାତୀଙ୍କ ସୁରକ୍ଷା ପାଇଁ ସଚେତନତା ଶୋଭାଯାତ୍ରା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଡିଏଫ୍‌ଓ ନୀତିଶ କୁମାରଙ୍କ ନିର୍ଦ୍ଦେଶ କ୍ରମେ ଲୋଇସିଂହା ବନ ବିଭାଗ ପକ୍ଷରୁ ସ୍ଥାନୀୟ ଫରେଷ୍ଟ ସେକ୍ସନରେ ଗଜରାଜଙ୍କ ସୁରକ୍ଷା ସକାଶେ ଏକ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି । ରେଞ୍ଜ ଅଫିସର ପାଉଲ୍ ହରପାଲଙ୍କ ତତ୍ତ୍ଵାବଧାନରେ ଫରେଷ୍ଟର
Read More...

ଓଡ଼ିଆ ଗଳ୍ପରେ ସାମାଜିକ ବାସ୍ତବତାର ଚିତ୍ର ପ୍ରଚୁର

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜି ଓଡ଼ିଆ ଗଳ୍ପରେ ସାମାଜିକ ବାସ୍ତାବତାର ଚିତ୍ର ପ୍ରଚୁର । ଫକୀର ମୋହନଙ୍କ ରେବତୀଠାରୁ ବର୍ତ୍ତମାନ ସମୟ ଯାଏ ଓଡ଼ିଆ ଗଳ୍ପ ବିଭିନ୍ନ ଧାରା ଦେଇ ଗତି କରିଛି । ବିଭିନ୍ନ ପରୀକ୍ଷା ନିରୀକ୍ଷା ହୋଇଛି ଗଳ୍ପରେ । କିନ୍ତୁ ସବୁବେଳେ ସମାଜର କଥାକୁ
Read More...

ରତ୍ନାକର ବାଗ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ : କୁରସୁଡ଼ ଓ ବଙ୍ଗୋମୁଣ୍ଡା ବିଜୟୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କଜମାର ହଂସ ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଓ ତାଳଭଟା ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ମା' ସାହାଜି ଯୁବକ ସଂଘର ସହଯୋଗରେ ଚାଲିଥିବା ରତ୍ନାକର ବାଗ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଷଷ୍ଠ ଦିବସରେ ପହଞ୍ଚିଛି । ଷଷ୍ଠ ଦିବସରେ ମୁଖ୍ୟ
Read More...

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନ ଅବସରରେ ବଲାଙ୍ଗିର ପ୍ରୋଗ୍ରେସିଭ୍‌ କ୍ଲବ୍‌ ତରଫରୁ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନ ଅବସରରେ ବଲାଙ୍ଗିର ପ୍ରୋଗ୍ରେସିଭ୍‌ କ୍ଲବ୍‌ ତରଫରୁ ବଲାଙ୍ଗିର ଟାଉନ ବାଳକ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଏକଦିବସୀୟ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଅଟଳଜୀଙ୍କ ଜନ୍ମଦିନ
Read More...

ବରପାଲିପଡ଼ାରେ ଅଣସଂକ୍ରାମକ ରୋଗ ଚିହ୍ନଟ ସ୍ୱାସ୍ଥ୍ୟ ଓ ଚକ୍ଷୁ ପରୀକ୍ଷଣ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର କନ୍ଧପାଲିପଡ଼ା (ରାଜେନ୍ଦ୍ର ଯୁବକ ସଂଘ ଦ୍ୱାରା ପରିଚାଳିତ) ତରଫରୁ ଏକ ଅଣସଂକ୍ରାମକ ରୋଗ ଚିହ୍ନଟ ସ୍ୱାସ୍ଥ୍ୟ ଶିବିର ବରପାଲିପଡ଼ା ଭାଗବତ ମନ୍ଦିର ଗୃହଠାରେ ଅନୁଷ୍ଠିତ ହୋଇଥିଲା । ଆଶା, ମହିଳା ସ୍ୱାସ୍ଥ୍ୟ କର୍ମୀ ବ୍ୟତୀତ
Read More...

ବିଜେପି ସାମାଜିକ ଗଣମାଧ୍ୟମ ସଂଯୋଜକ ବୈଠକ : ଚିନ୍ମୟ ପଣ୍ଡା ସମ୍ବର୍ଦ୍ଧିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପାଇକମାଲଠାରେ ଭାରତୀୟ ଜନତା ପାର୍ଟିର ସାମାଜିକ ଗଣମାଧ୍ୟମ ସଂଯୋଜକମାନଙ୍କ ଏକ ବୈଠକ ପଦ୍ମପୁର ନିର୍ବାଚନ ମଣ୍ଡଳୀର ସଂଯୋଜକ ନିଲାଞ୍ଚଳ ଦରୁଆନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ପ୍ରାରମ୍ଭରେ ପଦ୍ମପୁରର ବିଶିଷ୍ଟ ଆଇନଜୀବୀ ଚିନ୍ମୟ
Read More...

ଭେଷଜ ରମ୍ଭାବତୀ ମହାବିଦ୍ୟାଳୟରେ ନୂଆ-ଓ କାର୍ଯ୍ୟକ୍ରମ ଉଦ୍‌ଯାପିତ

ସୁନ୍ଦରଗଡ଼, (କେପିଏନ୍‌ଏସ୍‌) : କୁଣ୍ଡୁକେଲାସ୍ଥିତ ଭେଷଜ ରମ୍ଭାବତୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ ନୂଆ-ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା ଅନ୍ତର୍ଗତ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ସତର ଦିନ ବ୍ୟାପି ଚାଲିଥିବା ଏହି ଉତ୍ସବରେ ବିଦ୍ୟାଳୟର
Read More...

ଧାନ ମଣ୍ଡିରେ ଚାଲିଛି କଟନି ଛଟନି : ପ୍ରଦୀପ ପୁରୋହିତ

ବିଭାଗୀୟ ମନ୍ତ୍ରୀ ଓଡ଼ିଶାର କୌଣସି ଏକ ମଣ୍ଡିକୁ ଯାଆନ୍ତୁ : ଶ୍ରୀ ପୁରୋହିତ୭୫ କେଜି ଧାନରେ ମିନିମମୟ ଦୁଇ କେଜି କଟନି ଛଟନି ହେଉଛି : ଶ୍ରୀ ପୁରୋହିତଧାନ ବିକ୍ରି ପରେ ବି ଚାଷୀଙ୍କ ଆକାଉଣ୍ଟରେ ଜମା ହେଉ ନାହିଁ ପଇସା : ଶ୍ରୀ ପୁରୋହିତ ବରଗଡ, (ନିରୋଜ କୁମାର ପାଣୀ) : ଧାନ ମଣ୍ଡିରେ
Read More...

ଗ୍ରାମ୍ୟ ଉନ୍ନୟନ ବିଭାଗରେ ଚାଲିଛି ହରିଲୁଟ, ସରକାରୀ ନୀତି ନିୟମକୁ ମାନୁ ନାହାନ୍ତି ଠିକାଦାର

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଗ୍ରାମ୍ୟ ନିର୍ମାଣ ଉପ ବିଭାଜନ ସ୍ଥାଣୁ ଅବସ୍ଥାରେ ପଡ଼ି ରହିଥିବା ଅଭିଯୋଗ ହୋଇଛି । ଦୀର୍ଘ ଦିନ ହେଲା ଏଠାକାର ସହକାରୀ ନିର୍ବାହୀ ଯନ୍ତ୍ରୀ ପଦବୀ ଖାଲି ପଡ଼ିଥିବା ବେଳେ ଅଧିକାଂଶ ସମୟ ସ୍ଥାନୀୟ ଉପ ବିଭାଜନ କାର୍ଯ୍ୟାଳୟଟି
Read More...