Daily Archives

ବିଜେଡି ଦ୍ୱାରା ମାଗଣା ଚକ୍ଷୁ ପରୀକ୍ଷା ଶିବିର

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ବିଜୁ ଜନତା ଦଳ ଦ୍ୱାରା ରବିବାର ଦିନ ସ୍ଥାନୀୟ ମାନସ ଭବନରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ଲୋକସଭା ସଦସ୍ୟ ତଥା ଓଡିଶା ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂଦେଓଙ୍କ
Read More...

ରତ୍ନାକର ବାଗ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ : ଧୂମସୁ ଓ ବଙ୍କାପୁର ବିଜୟୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଓ ତାଳଭଟା ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ମା' ସାହାଜି ଯୁବକ ସଂଘର ସହଯୋଗରେ ଚାଲିଥିବା ରତ୍ନାକର ବାଗ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ପଞ୍ଚମ ଦିବସରେ ପହଞ୍ଚିଛି । ପଞ୍ଚମ ଦିବସରେ ଅତିଥି
Read More...

ନିର୍ଝରିଣୀ ସାହିତ୍ୟ, କଳାସଂସ୍କୃତି ପରିଷଦ ଦ୍ୱାରା ୧୨ତମ ବାର୍ଷିକ ଉତ୍ସବ ପାଳିତ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜିର ନିର୍ଝରିଣୀ ସାହିତ୍ୟ, କଳାସଂସ୍କୃତି ପରିଷଦ ଦ୍ୱାରା ରବିବାର ଦିନ ୧୨ତମ ବାର୍ଷିକ ଉତ୍ସବ ସ୍ଥାନୀୟ ଜିଆର୍‌ ପ୍ୟାଲେସରେ ମହାଆଡମ୍ବରରେ ପାଳିତ ହୋଇଯାଇଛି । ଏହି ଅବସରରେ ରାଜ୍ୟସ୍ତରୀୟ ବହୁଭାଷୀ କବିତା ପାଠୋତ୍ସବରେ ରାଜ୍ୟର
Read More...

ଭୂମିହୀନ ସରୋଜ ବାଘକୁ ଆବାସ ଘର ସାତ ସପନ : ଥିଲାବାଲା ଘରେ ଏକାଧିକ ଘର, ଭୂମିହୀନକୁ ଘର ମିଳିବା ସ୍ୱପ୍ନ

ଆଗଲପୁର, (ସୁଶିଲ କୁମାର ମିଶ୍ର) : ଆଗଲପୁର (ଡୁଡୁକା) ବ୍ଲକ କୁଟାସିଂହା ପଂଚାୟତର କଣ୍ଟାପାଳି ଗାଁର ସରୋଜ ବାଘ, ପତ୍ନୀ ଓ ଏକ ମାତ୍ର ପୁଅକୁ ନେଇ ତାଙ୍କ ପରିବାର । ସରୋଜ ଜଣେ ନିହାତି ଗରିବ ଶ୍ରେଣୀର ଲୋକ, ପର ଘରେ ଖଟିଲେ ଯାଇ ଚୁଲି ଜଳେ । ଭଲ ଘରଟିଏ ନିର୍ମାଣ କରିବାକୁ ଅକ୍ଷମ ଥିବା ସରୋଜ
Read More...

ଆମ ଭାଷାକୁ ସମ୍ବିଧାନ ସ୍ୱୀକୃତି ଦିଆଯାଉ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଦର ବ୍ଲକ ଅନ୍ତର୍ଗତ ବାରପୁଡୁଗିଆ ବସଷ୍ଟାଣ୍ଡଠାରେ ଚଳଚ୍ଚିତ୍ର ନିର୍ମାତା ଓ ଅଭିନେତା ମନୋଜ ମିଶ୍ରଙ୍କୁ ବାରପୁଡୁଗିଆ ପଂଚାୟତ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଆମ ଭାଷା, ସାହିତ୍ୟ, ସଂସ୍କୃତି ଓ ସ୍ୱାଭିମାନ ପାଇଁ ସରକାରଙ୍କ ନିକଟରେ ଦାବି
Read More...

ସଂଯୁକ୍ତା ମିଶ୍ରଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଚନ୍ଦ୍ରଶେଖର ନଗରସ୍ଥିତ ବୃନ୍ଦାବନ ମିଶ୍ରଙ୍କ ଧର୍ମ ପତ୍ନୀ ସଂଯୁକ୍ତା ମିଶ୍ରଙ୍କ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମପରାୟଣା, ପରୋପକାରୀ ମହିଳା ଥିଲେ । ତାଙ୍କର ମୃତ୍ୟୁ ସର୍ଯ୍ୟା ନିକଟରେ ସ୍ୱାମୀ, ୩ ପୁତ୍ର ସୁଜିତ, ରଂଜିତ ଓ ବିଶ୍ୱଜିତ, ପୁତ୍ରବଧୂ
Read More...

ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ

ଆଗଲପୁର, (ସୁଶିଲ କୁମାର ମିଶ୍ର) : ଆଗଲପୁର ବ୍ଲକ ଭରସୁଜା ଛେଲିଆପାଟ ହାଇସ୍କୁଲର ଶିକ୍ଷକ ଆନନ୍ଦ ଚନ୍ଦ୍ର ସାହୁଙ୍କ ବାପା ଲେକ୍ରୁ ସାହୁଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା । ଜଣେ ଅମାୟିକ, ସରଳ ତଥା ଧର୍ମ ପରାୟଣ ବ୍ୟକ୍ତି ଭାବେ ସ୍ୱର୍ଗତ ସାହୁ ସ୍ଥାନୀୟ
Read More...

ଦିବଙ୍ଗତ ଶିକ୍ଷକ ଶ୍ୟାମସୁନ୍ଦର ପୁରୋହିତଙ୍କ ବିୟୋଗରେ ଶୋକସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡ଼ାସମ୍ବର ହାଇସ୍କୁଲର ପୂର୍ବତନ ସ୍ୱର୍ଗୀୟ ଶିକ୍ଷକ ଶ୍ୟାମସୁନ୍ଦର ପୁରୋହିତଙ୍କ ବିୟୋଗରେ ପୁରାତନ ଛାତ୍ରମାନଙ୍କ ଦ୍ୱାରା ଏକ ଶୋକସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ସଭାପତିତ୍ୱ କରିଥିଲେ ବିଦ୍ୟାଳୟର ପୁରାତନ ଶିକ୍ଷକ ଲକ୍ଷ୍ମୀନାରାୟଣ ଷଡଙ୍ଗୀ ।
Read More...

ସୁନାଧର ମାଝୀ ସର୍ବ ଭାରତୀୟ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ

ଜୟପାଟଣା, (ଶେଷ ଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ବାନେର ଖେଳ ପଡିଆଠାରେ ସର୍ବ ଭାରତୀୟ ସୁନାଧର ମାଝୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟର ଶୁଭ ଉଦ୍‌ଘାଟନ ହୋଇଯାଇଛି । ସ୍ଥାନୀୟ ଉଦୀୟମାନ ଯୁବକ ସଂଘ ଦ୍ୱାରା ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନ ପାଇଁ ଭବ୍ୟ ଆୟୋଜନ କରାଯାଇଥିଲା
Read More...

ଯୁବକବି କୃଷ୍ଣେନ୍ଦୁ ହୋତାଙ୍କୁ ରାଜ୍ୟସ୍ତରୀୟ ବାଣୀପୁତ୍ର ସମ୍ମାନ ୨୦୨୪ ପ୍ରଦାନ

କଟକ, (କେପିଏନ୍‌ଏସ୍‌) : ଆଜି ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀ କଟକ, ପୂଜ୍ୟପୂଜା ପରିଷଦ କଟକ, ଅଗ୍ନିସ୍ଫୁଲିଙ୍ଗ ରାଉରକେଲା ଓ ଚିନ୍ମୟ ସାହିତ୍ୟ ସଂସଦ କଟକର ମିଳିତ ଆନୁକୂଲ୍ୟରେ କଟକସ୍ଥିତ କର୍ମବୀର ଗୌରୀଶଙ୍କର ଟାଉନ୍‌ ହଲ୍‌ଠାରେ ଅନୁଷ୍ଠିତ ୪୭ତମ ରାଜ୍ୟସ୍ତରୀୟ ସାରସ୍ୱତ
Read More...