Daily Archives

ବଲାଙ୍ଗିର ସହରରେ ପୁଣି ଦୁର୍ଘଟଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ପୁଣି ଦୁର୍ଘଟଣା । ମିକ୍ସ୍‌ଚର୍‌ ମେସିନ୍‌ ଗାଡିର ଚକ ଛିଣ୍ଡିଲା । ଭାରସାମ୍ୟ ହରାଇ ରାସ୍ତା କଡ଼ର ବିଦ୍ୟୁତ୍‌ଖୁଣ୍ଟରେ ବାଡେଇ ହେଲା ଗାଡ଼ି । ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭର୍‌ । ସୂଚନା ଅନୁସାରେ ବଲାଙ୍ଗିର ପିପି ଏକାଡେମୀ ଛକରୁ
Read More...

ମଣ୍ଟେଶୋରୀ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ପାଳିତ

ବାହ୍ୟ ଆଡମ୍ବରରେ ଧ୍ୟାନ ନଦେଇ ପାଠ ପଢାକୁ ଗୁରୁତ୍ୱ ଦିଅ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ମଣ୍ଟେଶ୍ୱେରୀ ପବ୍ଲିକ ସ୍କୁଲର ୧୧ତମ ବାର୍ଷିକ ଉତ୍ସବ ସହରର କଳାମଣ୍ଡଳ ପଡିଆରେ ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ୟୁନିଭର୍‌ସିଟିର ଉପ-କୁଳପତି
Read More...

କୋଚ୍‌ ଶିବ ପ୍ରସାଦ ପଟ୍ଟନାୟକ ସ୍ମାରକୀ ଫୁଟବଲ

ଫାଇନାଲରେ ବୌଦ୍ଧ ଆଇଆର୍‌ବିଏନ୍‌ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ପୋର୍ଟସ୍‌ ହଷ୍ଟେଲ ବଲାଙ୍ଗିର ଓ ଜଗନ୍ନାଥ ସ୍ପୋଟିଂ ଖଲିଆପାଲି ମିଳିତ ଆନୁକୁଲ୍ୟରେ ଖଲିଆପାଲି ଆମ୍ବେଦକର ଷ୍ଟାଡିୟମରେ ଚାଲିଥିବା ଶିବ ପ୍ରସାଦ ପଟ୍ଟନାୟକ ସ୍ମାରକୀ ଫୁଟବଲର ଦ୍ୱିତୀୟ ସେମିଫାଇନାଲରେ ବୌଦ୍ଧ
Read More...

ଜଗଦୀଶ ଯୋଗ ସେବା କେନ୍ଦ୍ର ତରଫରୁ ଗୋ-ଖାଦ୍ୟ ବଣ୍ଟନ ସେବାକାର୍ଯ୍ୟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଗାନ୍ଧୀନଗରପଡାସ୍ଥିତ ଜଗଦୀଶ ଯୋଗ ସେବା କେନ୍ଦ୍ରର ସଂସ୍ଥାପକ ଯୋଗ ଗୁରୁ ଜଗଦୀଶ ପ୍ରସାଦ ଅଗ୍ରୱାଲଙ୍କ ତତ୍ତ୍ୱାବଧାନରେ ଯୋଗ ସେବା କେନ୍ଦ୍ରର ସମସ୍ତ ସାଧକମାନେ ବଲାଙ୍ଗିର ବିଇଡି କଲେଜ ନିକଟସ୍ଥ ପୃଥ୍ୱୀରାଜ ଗୋଶାଳାକୁ ଯାଇ ଗୋ-ଖାଦ୍ୟ ରୁଟି,
Read More...

୮୪ ବର୍ଷରେ ପଦାର୍ପଣ କଲେ ନରସିଂହ

ଜନ୍ମଦିନରେ ନରସିଂହଙ୍କୁ ଶୁଭେଚ୍ଛା ଦେଲେ ଅଗଣିତ ସାଧାରଣ ଜନତା ଓ ଅନୁଷ୍ଠାନଶୁଭେଚ୍ଛା ପ୍ରତିଉତ୍ତରରେ ଜଣାଇଲେ କୃତଜ୍ଞତାଜୀବନବ୍ୟାପୀ ଲୋକଙ୍କୁ ସେବା ଯୋଗାଇବା ଦେଲେ ପ୍ରତିଶୃତି ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ୮୪ ବର୍ଷରେ ପ୍ରଦର୍ପଣ କରିଛନ୍ତି
Read More...

କଣ୍ଟାବାଞ୍ଜି ଏମ୍‌ଏଲ୍ଏ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ଓଡ଼ିଶା, ନବୀନ ଓଡ଼ିଶା ଉଦ୍‌ଯାପିତ

କଣ୍ଟାବାଞ୍ଜି, (ଗୁରୁ ଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିସ୍ଥିତ ମୁକୁନ୍ଦିଲାଲ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କଣ୍ଟାବାଞ୍ଜି ପରିସରରେ ଚାରି ସପ୍ତାହ ବ୍ୟାପୀ ହୋଇଥିବା ନୂଆ-ଓ, ଯୁବ ଓଡିଶାର ଉଦ୍‌ଯାପନୀ ତଥା ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

କୁଟୁମଡୋଲାରେ ମାହେଶ୍ୱରୀ ସଂଗଠନ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡିଶାର ଜଣାଶୁଣା ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ମାହେଶ୍ୱରୀ ଦ୍ୱାରା କୁଟୁମଡୋଲା ହାଇସ୍କୁଲରେ ମାଗଣା ସ୍ୱାସ୍ଥ୍ୟ ଶିବିର ଏବଂ ଔଷଧ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜିର ସ୍ୱାସ୍ଥ୍ୟ ଶିବିରକୁ ଜଗତପାଲ ସେଠ୍(ବିତ୍ତ
Read More...

ଆଗଲପୁର ବ୍ଲକରେ ଅଯୋଧ୍ୟାରୁ ଆସିଥିବା ଅକ୍ଷତ ବଣ୍ଟନ

ଆଗଲପୁର, (ସୁଶିଲ କୁମାର ମିଶ୍ର) : ଅଯୋଧ୍ୟାରୁ ଆସିଥିବା ଶ୍ରୀରାମ ମନ୍ଦିରର ନିମନ୍ତ୍ରଣ ଅକ୍ଷତ ଓ ଫଟୋ ବ୍ଲକର ସମସ୍ତ ୨୦ଟି ପଞ୍ଚାୟତକୁ ବଣ୍ଟନ କରାଯାଇଛି । ଏହି ଅବସରରେ ଆଗଲପୁର ଶ୍ରୀ ରଘୁନାଥ ମନ୍ଦିରରେ ପ୍ରଥମେ ପୂଜା ସହ ଏକ ହୋମଯଜ୍ଞ କରିଥିଲେ ମନ୍ଦିରର ପୂଜାରୀ ରାଜୀବ ଲୋଚନ ପଣ୍ଡା ।
Read More...

ଚିନ୍ମୟ ବିଦ୍ୟାଳୟରେ ୩୮ତମ କ୍ରୀଡା ଉତ୍ସବ ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୭ସ୍ଥିତ ଚିନ୍ମୟ ବିଦ୍ୟାଳୟରେ ୩୮ତମ ଦ୍ୱି-ଦିବସୀୟ କ୍ରୀଡା ଉତ୍ସବ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ବିଦ୍ୟାଳୟର ସମ୍ପାଦକ ବାବୁରାମ ମିଶ୍ରଙ୍କ ସଭାପତିତ୍ୱ ଓ ପ୍ରଧାନ ଶିକ୍ଷୟିତ୍ରୀ ଇ.ସୁଜାତାଙ୍କ ଆବାହକତ୍ଵରେ ଆୟୋଜିତ ହୋଇଥିବା ଏହି
Read More...

ଡେଲାଙ୍ଗରେ ଜିଲ୍ଲାସ୍ତରୀୟ ଶିଶୁ ମେଳା ଉଦ୍‌ଯାପିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଚଳିତ ବର୍ଷ ରାଜ୍ୟ ମାଧ୍ୟମିକ ସ୍କୁଲ ଶିକ୍ଷକ ସଙ୍ଘ (ଓଷ୍ଠା) ତରଫରୁ ୪୦ତମ ଜିଲ୍ଲାସ୍ତରୀୟ ଶିଶୁ ଉତ୍ସବ କବି ପ୍ରସନ୍ନ ପଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟ, ମୁନିନ୍ଦା ଡେଲାଙ୍ଗଠାରେ ଗତ ତା ୨୧, ୨୨ରିଖ ଦୁଇଦିନ ଧରି ବିଭିନ୍ନ ବିଭାଗର ପ୍ରତିଯୋଗିତା ଅନୁଷ୍ଠିତ
Read More...