Daily Archives

ସେନା ଟ୍ରକ୍‌ ଉପରେ ଆକ୍ରମଣ କଲେ ଆତଙ୍କବାଦୀ : ୪ ଯବାନ ଶହୀଦ

ଶ୍ରୀନଗର : ଜମ୍ମୁ-କଶ୍ମୀରର ପୁଞ୍ଚ୍‌ ଜିଲ୍ଲା ଅନ୍ତର୍ଗତ ଡେରା କି ଗଲି ଦେଇ ଗୁରୁବାର ଅପରାହ୍ନରେ ସୈନ୍ୟବାହିନୀର ଦୁଇଟି ଟ୍ରକ୍‌ ଯାଉଥିବା ବେଳେ ଆତଙ୍କବାଦୀମାନେ ଏହା ଉପରେ ଅର୍ତ୍ତର୍କିତ ଆକ୍ରମଣ କରିଥିଲେ । ଆତଙ୍କବାଦୀଙ୍କ ସହ ସୁରକ୍ଷା ବଳର ଗୁଳିବିନିମୟ ବେଳେ ୪ ଯବାନ ଶହୀଦ ହେବା ସହ
Read More...

ଜାନୁୟାରୀ ୫ରୁ ୧୩ ତାରିଖ ଭିତରକନିକା ବନ୍ଦ

ରାଜନଗର : ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ ନାଳରେ ବସବାସ କରୁଥିବା ବଉଳା କୁମ୍ଭୀରଙ୍କ ଗଣନା ଜାନୁୟାରୀ ୫ରୁ ଆରମ୍ଭ ହୋଇ ୧୩ ତାରିଖରେ ଶେଷ ହେବ । ଏଥିପାଇଁ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଏହି ସମୟରେ ପରିଭ୍ରମଣ ପାଇଁ ନିଷେଧ କରାଯାଇଛି । ବଉଳା କୁମ୍ଭୀର ବିଶାରଦ ଡ.
Read More...

ଉଦ୍‌ଯାପିତ ହେଲା ସମନ୍ୱିତ ଯୁବ ବିକାଶ ନୂଆ-ଓ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର (କେପିଏନ୍‌ଏସ୍‌) : ଯୁକ୍ତଦୁଇ ମହାବିଦ୍ୟାଳୟ ଧର୍ମଶାଳା, ସୁବର୍ଣ୍ଣପୁରରେ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ଓ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ପ୍ରଯୋଜନାରେ ଅନୁଷ୍ଠାନର ନୂଆ ଓଡ଼ିଶା, ନବୀନ ଓଡ଼ିଶା କାଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନାର ସହିତ ଉଦ୍‌ଯାପିତ ହୋଇଯାଇଛି
Read More...

ରେଳ ଧାରଣା ଉଡାଇ ଦେଲେ ନକ୍ସଲ

ସୁନ୍ଦରଗଡ : ରେଳ ଧାରଣା ଉଡାଇ ଦେଲେ ନକ୍ସଲ । ରାଉରକେଲା-ଝାଡ଼ଖଣ୍ଡ ସୀମାନ୍ତରେ ଘଟିଛି ଏହି ଘଟଣା । ବିଳମ୍ବିତ ରାତିରେ ନକ୍ସଲମାନେ ଉନ୍ମତ୍ତକାଣ୍ଡ ଘଟାଇଛନ୍ତି । ମନୋହରପୁର ନିକଟ ବିରୁଓ୍ୱା ରେଳଲାଇନ ଉଡ଼ାଇଛନ୍ତି ନକ୍ସଲ । ତେବେ ଆଜି ଭାରତ ବନ୍ଦ ଡ଼ାକରା ଦେଇଛନ୍ତି ନକ୍ସଲ । ସେଥିପାଇଁ
Read More...

ବ୍ଲକସ୍ତରୀୟ ଯୁବ ଓଡିଶା ନବୀନ ଓଡିଶା କ୍ରୀଡା ଉତ୍ସବ ଉଦ୍‌ଯାପିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକସ୍ତରୀୟ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର କ୍ରୀଡା ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଉକ୍ତ ପ୍ରତିଯୋଗିତା ଗତ ୧୮-୧୨-୨୩ରୁ ଆରମ୍ଭ ହୋଇ ୨୧-୧୨-୨୩ ଦୀର୍ଘ ଚାରିଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ।
Read More...