Daily Archives

ବିଳମ୍ବିତ ରାତ୍ରିରେ ଘରେ ପଶି ଯୁବକଙ୍କୁ ନିର୍ମମ ହତ୍ୟା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ତଥା ସିନ୍ଧେକେଲା ଥାନା ଦେଢଗାଁରେ ବିଳମ୍ବିତ ରାତ୍ରିରେ ଘରେ ପଶି ଯୁବକଙ୍କୁ ନିର୍ମମ ହତ୍ୟା କରିଥିବା ନେଇ ସୂଚନା ମିଳିଛି । ଅତର୍କିତ ଭାବେ ଧରୁଆ ଅସ୍ତ୍ରରେ ହତ୍ୟା କରି ଅଭିଯୁକ୍ତ ଫେରାର ମାରିଥିବା
Read More...

ଧାନକିଣାରେ ଅବ୍ୟବସ୍ଥା ଅଭିଯୋଗ : ଦେଓଗାଁ ଗାଇବାହାଲ ପଞ୍ଚାୟତରେ ଚାଷୀ ଅସନ୍ତୋଷ

ଏସ୍‌ଏଚ୍‌ଜି ବଦଳରେ ଦେଓଗାଁ ପେକ୍ସକୁ ଦିଆଯିବାକୁ ଯୋଗାଣଅଧିକାରୀଙ୍କୁ ଦାବିପତ୍ର ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ମୋଟ ୧୫୮ ପେକ୍ସ ଓ ୧୮ଟି ସ୍ୱୟଂସହାୟିକା ଗୋଷ୍ଠୀଙ୍କୁ ଧାନକିଣା ଦାୟିତ୍ୱ ଦିଆଯାଇଛି । ଦେଓଗାଁ ପେକ୍ସରେ ଦେଓଗାଁ ଓ ଗାଇବାହାଲ ଗ୍ରାମପଞ୍ଚାୟତର ଚାଷୀ
Read More...

ବଙ୍ଗୋମୁଣ୍ଡା ଝଲପ ଗାଁରେ କିଡନୀ ରୋଗର କାୟା ବିସ୍ତାର : ରୋଗୀଙ୍କ ସମସ୍ୟା ବୁଝିବାକୁ ଗାଁରେ ପହଞ୍ଚିଲେ ଡାକ୍ତର ଅମଜଦ…

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଝଲପ ଗାଁରେ କିଡନୀ ରୋଗ କାୟା ବିସ୍ତାର କରିଛି । ଅକାଳରେ ନିରୀହ ଗାଁ ଲୋକଙ୍କ ଜୀବନ ନେଉଛି କିଡନୀ ରୋଗ । ବର୍ତ୍ତମାନ ଗାଁ ଲୋକଙ୍କ ପାଇଁ ଯମଦୂତ ସାଜିଛି ଏହି ରୋଗ । ଗତ ୧ ବର୍ଷ ଭିତରେ ଏକାଧିକ ଲୋକ କିଡନୀ
Read More...

ମାୟାବର୍ହା ହାଇସ୍କୁଲରେ ଗଣିତ ଦିବସ ପାଳିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ମାୟାବର୍ହା ହାଇସ୍କୁଲରେ ଗଣିତ ଦିବସ ପ୍ରଧାନଶିକ୍ଷକ ରବିଚନ୍ଦ୍ର ପଶାୟତଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ଗଣିତ ଶିକ୍ଷକ ଯୋଗଦେଇ ନିଜସ୍ଵ ବକ୍ତବ୍ୟ ରଖିଥିଲ
Read More...

୨୪ତମ ବାବା କୁଞ୍ଜବିହାରୀ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଆମ୍ବେଦକର ଖେଳ ପଡିଆଠାରେ ବ୍ରଦର ଇଲେଭେନ୍‌ ଓ ଡିପି ବ୍ରଦରଙ୍କ ପକ୍ଷରୁ ୨୪ତମ ବାବା କୁଞ୍ଜବିହାରୀ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଆୟୋଜିତ ଉଦ୍‌ଘାଟନୀ ଦିବସରେ ବିଜେଡି
Read More...

ବଲାଙ୍ଗିର ରାଧାକୃଷ୍ଣ ମନ୍ଦିର ଏବେ ଚମକିବ : ଭିତ୍ତିପ୍ରସ୍ତର ସ୍ଥାପନ କଲେ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆମ ଓଡ଼ିଶା, ନବୀନ ଓଡ଼ିଶା ଯୋଜନାରେ ବଲାଙ୍ଗିରର ବିଭିନ୍ନ ଧାର୍ମିକ ତଥା ସାମାଜିକ ଅନୁଷ୍ଠାନଗୁଡ଼ିକୁ ଅନୁଦାନ ପ୍ରଦାନ କରାଯାଇଥିବା ବେଳେ ଏହି କ୍ରମରେ ଆଜି ବଲାଙ୍ଗିର ସହରର ରାଧାକୃଷ୍ଣ ମନ୍ଦିରର ସୌନ୍ଦର୍ଯ୍ୟକରଣ ନିମନ୍ତେ ୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି
Read More...

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଲୋଇସିଂହାରେ ଜାତୀୟ ଗଣିତ ଦିବସ ପାଳିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରଠାରେ ଜାତୀୟ ଗଣିତ ଦିବସ ପାଳିତ ହୋଇଯାଇଛି । ଆଚାର୍ଯ୍ୟ ନିତ୍ୟାନନ୍ଦ ପଧାନ ଏହି ଦିବସର ଉଦ୍ଦେଶ୍ୟ କଥନ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ଶିବ ପ୍ରସାଦ ବାରିକ ଛାତ୍ରଛାତ୍ରୀମାନଙ୍କୁ ଗଣିତ ଦିବସ ବିଷୟରେ ସୂଚନା
Read More...

ପିକୋଲ ଜଙ୍ଗଲରେ ବୁଲୁଛି କଲରାପତରିଆ ବାଘ

ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ, ବେଲପାହାଡ ଫରେଷ୍ଟ ରେଞ୍ଜ ଅଧୀନ ପିକୋଲ ଜଙ୍ଗଲରେ କଳରାପତରିଆ ବାଘ ଦେଖାଦେଇଛି । ଏହି କଲରାପତରିଆ ବାଘର ଫୁଟେଜ ଗତ ୧୪ ତାରିଖ ପିକୋଲ ଜଙ୍ଗଲରେ ଲାଗିଥିବା ଟ୍ରାପ କ୍ୟାମେରାରୁ ମିଳିଥିଲା । ବର୍ତ୍ତମାନ ମଧ୍ୟ କଳରାପତରିଆ ବାଘଟି ପିକୋଲ
Read More...

ଦରମା ବୃଦ୍ଧି ଦାବୀ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ସମୂହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦରମା ବୃଦ୍ଧି ଦାବୀ ନେଇ ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅଲ୍‌ ଓଡ଼ିଶା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ ବଲାଙ୍ଗିର ଜିଲ୍ଲାର ସମସ୍ତ କାର୍ଯ୍ୟକର୍ତ୍ତାମାନେ । ସେମାନଙ୍କ କହିବା ଅନୁସାରେ ସେମାନେ ୨୦୧୩ ମସିହାରୁ ସ୍ୱଳ୍ପ
Read More...

ଶିମିଳିପାଳ ଅଭୟାରଣ୍ୟରେ ୧୦ଟି କଳାବାଘ

ନୂଆଦିଲ୍ଲୀ : ଭାରତରେ ମୋଟ ୧୦ଟି କଳାବାଘ ଅଛନ୍ତି । ସମସ୍ତ କଳାବାଘ ଓଡ଼ିଶାର ଶିମିଳିପାଳରୁ ମିଳିଥିବା କେନ୍ଦ୍ର ସରକାର ଗୁରୁବାର ରାଜ୍ୟ ସଭାରେ ଉତ୍ତର ରଖିଛନ୍ତି । କେବଳ ଓଡ଼ିଶା ଶିମିଳିପାଳ ଅଭୟାରଣ୍ୟରେ ଏହି ବାଘ ରହିଥିବା କାଗଜପତ୍ରରେ ଦର୍ଶାଯାଇଛି ବୋଲି ପରିବେଶ ରାଷ୍ଟ୍ରମନ୍ତ୍ରୀ
Read More...