Daily Archives

ଆଗଲପୁରଠାରେ ଅଯୋଧ୍ୟାରୁ ଆସିଥିବା ଅକ୍ଷତ ବିତରଣ ପାଇଁ ପ୍ରସ୍ତୁତି ବୈଠକ

ଆଗଲପୁର, (ବିମଳେନ୍ଦୁ ସାହୁ) : ଆସନ୍ତା ତା.୨୩-୧୨-୨୪ ଶନିବାର ଦିନ ଅଯୋଧ୍ୟାରୁ ଆସିଥିବା "ଅକ୍ଷତ ଅରୁଆ" ଆଗଲପୁର ବ୍ଲକର ୨୦ଟି ପଞ୍ଚାୟତକୁ ବଣ୍ଟନ କରାଯିବ । ଆଜି ଆଗଲପୁରର ଶ୍ରୀରଘୁନାଥ ମନ୍ଦିରରେ ବ୍ଲକ୍ ସଂଯୋଜକ ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଜୟନ୍ତ କୁମାର ସିଂଦେଓଙ୍କ ଅଧ୍ୟକ୍ଷତାରେ
Read More...

ଦେବଙ୍ଗ ଗ୍ରାମରେ ନିଶାମଣି ଭୋଇ ସ୍ମାରକୀ ଫୁଟବଲ ଟୁର୍ଣାମେଣ୍ଟ ଉଦ୍‌ଘାଟିତ : ଉଦ୍‌ଘାଟନୀ ମ୍ୟାଚ୍‌ରେ କଣ୍ଟାବାଞ୍ଜି ଓ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରାପାଲି(କ) ପଂଚାୟତ ଦେବଙ୍ଗ ଗ୍ରାମର ମିନି ଷ୍ଟାଡିଅମ ଖେଳପଡିଆଠାରେ ୧୨ତମ ନିଶାମଣି ଭୋଇ ସ୍ମାରକ୍ରୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି । ଦେବଙ୍ଗ ନିଶାମଣି ଭୋଇ ଫୁଟବଲ ଆସୋସିଏସନ୍‌
Read More...

ମୁରିବାହାଲ ଡିଭାଇନ୍ କିଡସ୍‌ ପବ୍ଲିକ ସ୍କୁଲର ସପ୍ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ସଦର ମହକୁମାରେ ଥିବା ଡିଭାଇନ୍ କିଡସ୍‌ ପବ୍ଲିକ ସ୍କୁଲର ସପ୍ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଆଜି ନିକଟସ୍ଥ ବନବାହାଲ ଗ୍ରାମ ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ପରିଚାଳନା କମିଟି ସଭାପତି ରାଜୀବ କୁମାର
Read More...

ଦୀର୍ଘ ୮ ଦିନ ଧରି ବୁଲିଲା ଯାଦବ ସଚେତନତା ରଥ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ପୁଇଁତଲା ବ୍ଲକ ଅନ୍ତର୍ଗତ ମଲମୁଣ୍ଡା ଗ୍ରାମ ପଂଚାୟତର କୁର୍ଲୁପାଲିସ୍ଥିତ ମା' ସମଲେଶ୍ୱରୀଙ୍କ ପୀଠଠାରେ ପୁଇଁତଲା ବ୍ଲକ ଯାଦବ ମହାସଭା ଆୟୋଜନରେ ଗତ ୧୪ ତାରିଖ ଦିନ ଯାଦବ ସଚେତନତା ରଥ ଶୁଭାରମ୍ଭ ହୋଇଥିବା ବେଳେ ଆଜି ଗଇଁତଲା ପଞ୍ଚାୟତ
Read More...

ଆଦିବାସୀଙ୍କ ଦାବୀକୁ ନେଇ ନବୀନ ନିବାସରେ ଆଦିବାସୀ ନେତା ସତ୍ୟ ଭୋଇ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନବୀନ ନିବାସରେ ଭି.କେ. ପାଣ୍ଡିଆନ ୫ଟି ଅଧ୍ୟକ୍ଷଙ୍କୁ ସାକ୍ଷାତ କରି ରାଜ୍ୟର ଦାବୀ ତଥା ବଲାଙ୍ଗିର ଜିଲ୍ଲା ଦାବୀକୁ ଉପାସ୍ଥନା କରିଥିଲେ । ନଭେମ୍ବର ୧୪ ତାରିଖରେ ରାଜ୍ୟ କ୍ୟାବିନେଟ ଦ୍ୱାରା ଗୃହିତ ରେଗୁଲେସନ ୨/୧୯୫୬ ଆଇନକୁ ପ୍ରତ୍ୟାହାର କରାଯାଉ କାରଣ ଏହି
Read More...

ଆମ୍ବେଦକର ଭବନ ଶିଳାନ୍ୟାସ କଲେ କଳିକେଶ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ଯୋଜନାରେ ମିଳିଥିବା ଅନୁଦାନରେ ଜିଲ୍ଲା ଦଳିତ ସମାଜର ଆମ୍ବେଦକର ଭବନ ସୋନପୁରରୋଡ ସ୍ଥିତ ବଲାଙ୍ଗିର କଲେଜ ସମ୍ମୁଖରେ ଶିଳାନ୍ୟାସ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୂର୍ବତନ
Read More...

ମେଲଛାମୁଣ୍ତା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ତରଫରୁ ସ୍ୱଚ୍ଛ ଭାରତ ଅଭିଯାନ ଉପରେ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ତରଫରୁ ମେଲଛାମୁଣ୍ଡା ଉଚ୍ଚ ବିଦ୍ୟାଳୟରେ ସ୍ୱଚ୍ଛ ଭାରତ ଅଭିଯାନ ଉପରେ ଏକ ପ୍ରବନ୍ଧ ପ୍ରତିଯୋଗିତା କରାଯାଇଥିଲା । ଏହି ପ୍ରତିଯୋଗିତାରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ
Read More...

ରୋତ୍ କଲେଜରେ ଯୁବ ରେଡକ୍ରସ ପ୍ରବେଶ ଉତ୍ସବ ଓ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ପାଇଁ ପ୍ରସ୍ତୁତି

ଆଗଲପୁର, (ବିମଳେନ୍ଦୁ ସାହୁ) : ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ, ବାଣୀ ନିକେତନ, ରୋତଠାରେ ଯୁବ ରେଡକ୍ରସ ସ୍ଵେଚ୍ଛାସେବୀମାନଙ୍କ ପାଇଁ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉଭୟ ଯୁକ୍ତ ୨ ଓ ଯୁକ୍ତ ୩ ର ୫୦ଜଣ ଛାତ୍ରଛାତ୍ରୀ ଯୁବ ରେଡ୍‌କ୍ରସର ସଦସ୍ୟତା ଗ୍ରହଣ କରି ଦୀକ୍ଷାନ୍ତ
Read More...

ଧରାପଡିଲେ ଏଟିଏମ୍‌ ଲୁଟେରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ରବିବାର ରାତିରେ ଲୁଟିଥିଲେ, ଗୁରୁବାର ଧରାପଡିଲେ ଏଟିଏମ୍‌ ଲୁଟେରା । ଲୁଟ ୬ଲକ୍ଷ ୬୨ ହଜାର ୮ ଶହ ଟଙ୍କା ଜବତ କଲା ପୋଲିସ । ଲୁଟ୍‌ରେ ବ୍ୟବହୃତ ଗ୍ୟାସ କଟର୍‌ ସହ ଏକ କ୍ରେଟା ଗାଡି ମଧ୍ୟ ଜବତ ହୋଇଥିବା ବଲାଙ୍ଗିର ଏସ୍‌ପି. ରିଷିକେଶ ଖିଲାରୀ ସାମ୍ବାଦିକ
Read More...

କୋଚ ଶିବ ପ୍ରସାଦ ପଟ୍ଟନାୟକ ସ୍ମାରକୀ ଫୁଟବଲ : ଖଲିଆପାଲି ଜେଜେସି ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ପୋର୍ଟସ୍‌ ହଷ୍ଟେଲ ଓ ଜଗନ୍ନାଥ ସ୍ପୋଷ୍ଟିଂ ଖଲିଆପାଲିର ମିଳିତ ଆନୁକୁଲ୍ୟରେ ଖଲିଆପାଲି ଆମ୍ବେଦକର ଷ୍ଟାଡିୟମରେ ଚାଲିଥିବା କୋଚ ଶିବ ପ୍ରସାଦ ପଟ୍ଟନାୟକ ସ୍ମାରକୀ ଫୁଟବଲ ଚତୁର୍ଥ ଦିନରେ ଖଲିଆପାଲି ଜେଜେସି ବନାମ୍‌ ପ୍ରୋଗ୍ରେସିଭ୍‌ କ୍ଲବ ଖେଳ ନିର୍ଦ୍ଧାରିତ
Read More...