Daily Archives

ଧାନ ବିକ୍ରି ସମସ୍ୟା ଅଭିଯୋଗ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ବନେଇମୁଣ୍ଡା ଚାଷୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଥମିବାର ନାଁ ନେଉ ନାହିଁ ଚାଷୀ ଶୋଷଣ । ଧାନକିଣାରେ ସ୍ୱଚ୍ଛତା ପାଇଁ ପ୍ରଶାସନିକ ବୈଠକ ପ୍ରହସନ ମାତ୍ର । ଝାଳବୁହା ପରିଶ୍ରମ କରି ଧାନ ଅମଳ ପରେ ବିକ୍ରି କରିବାକୁ ଦହଗଞ୍ଜ ହେଉଥିବା ଅଭିଯୋଗ ନେଇ ନ୍ୟାୟ ଦାବିରେ ଆଜି ଜିଲ୍ଲାପାଳଙ୍କ
Read More...

ରାଜଧାନୀରୁ ଅପହରଣ ଶିଶୁ କଟକରୁ ଉଦ୍ଧାର

ଭୁବନେଶ୍ୱର : ରାଜଧାନୀରୁ ଶିଶୁ ଅପହରଣ ମାମଲା । ରାଜଧାନୀରୁ ୧୧ ମାସର ଶିଶୁକୁ ଅପହରଣ କରିଥିଲେ ଦୁର୍ବୃତ୍ତମାନେ । ମିଳିଲା ଅପହରଣ ଶିଶୁର ସନ୍ଧାନ । ସୂଚନା ଅନୁଯାୟୀ, ରାଜଧାନୀରୁ ଶିଶୁ ଅପରହଣ ହୋଇଥିବା ନେଇ ମଞ୍ଚେଶ୍ୱର ପୋଲିସରେ ଅଭିଯୋଗ ହୋଇଥିଲା । ଏହାପରେ ମଞ୍ଚେଶ୍ୱର ପୋଲିସ ତଦନ୍ତ
Read More...

ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ସେମଲା ସେବାଶ୍ରମ କନ୍ୟା ହଷ୍ଟେଲ ଖତ ଖାଉଛି

ଆସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳି, ଅଧପନ୍ତରିଆ ବାଡ କରି ଟଙ୍କା ଆତ୍ମସାତ୍‌ ଅଭିଯୋଗନାମ ଫଳକ ନ ଲଗାଇ ନିର୍ମାଣ ହୋଇଛି କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କୁଇବାହାଲ ଗ୍ରାମରେ ରହିଛି ସେବାଶ୍ରମ ବିଦ୍ୟାଳୟ । ପଂଚାୟତର ଅନୁନ୍ନତ ଆଦିବାସୀ
Read More...

ଆସନ୍ତା ୨୨ ଡିସେମ୍ବରରୁ ୨୭ ଡିସେମ୍ବର ଭାଷା ସଂସ୍କୃତି ସ୍ୱାଭିମାନ ଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମାଂଚଲ୍‌ ପିପୁଲ୍‌ ଫୋରମ୍‌ ତରଫରୁ ଆସନ୍ତା ୨୨ ଡିସେମ୍ବରରୁ ୨୭ ଡିସେମ୍ବର ୬ ଦିନ ବ୍ୟାପି ସିନେ କଳାକାର ମନୋଜ ମିଶ୍ର ଏବଂ ପିପୁଲ୍‌ ଫୋରମ୍‌ର ଆବାହକ ସପନ ମିଶ୍ରଙ୍କ ନେତୃତ୍ୱରେ ପଦମ୍‌ପୁର ନୃସିଂହନାଥ ମନ୍ଦିରରୁ ବାହାରି ସୁନ୍ଦରଗଡ଼ର ସମଲେଇ ଗୁଡ଼ି
Read More...

ମାୟାବର୍ହା ହାଇସ୍କୁଲରେ ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଘାଟିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ମାୟାବର୍ହା ହାଇସ୍କୁଲରେ ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ରବିଚନ୍ଦ୍ର ପଶାୟତ ଭବ୍ୟ ସଭାରେ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ସଦସ୍ୟ
Read More...

ଭାରତୀୟ ଅର୍ଥନୀତିର ପ୍ରଦର୍ଶନକୁ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିର ପ୍ରଶଂସା

ଭାରତର ଏହି ପ୍ରଦର୍ଶନକୁ “ଷ୍ଟାର ପରଫର୍ମର’ କହି ବୈଶ୍ୱିକ ଅଭିବୃଦ୍ଧିରେ ଏହାର ଅବଦାନ ୧୬ ଶତାଂଶରୁ ଅଧିକ ହେବ ବୋଲି କହିଲା ଆଇ ଏମ ଏଫଦେଶର ଡିଜିଟାଲ ପବ୍ଲିକ ଇନ୍ଫ୍ରାଷ୍ଟକଚର (ଡିପିଆଇ) ଓ ମଜବୁତ ସରକାରୀ ଭିତ୍ତିଭୂମିକୁ ଏଭଳି ନିରନ୍ତର ଅଭିବୃଦ୍ଧି ନିମନ୍ତେ ଶ୍ରେୟ ଦେଲା ଆନ୍ତର୍ଜାତିକ
Read More...

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବାର୍ଷିକ କ୍ରୀଡ଼ା ଉତ୍ସବ ପାଳିତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କବଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ତୁରେକେଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲର୍କି ଗ୍ରାମର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଲର୍କି ତରଫରୁ ବାର୍ଷିକ କ୍ରୀଡା ଉତ୍ସବ ଆୟୋଜିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ
Read More...

ପାନ ଦୋକାନରୁ ଚୋରି ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ୍‌ ଥାନାରୁ ୧୦୦ ମିଟର ଭିତରେ ଏକ ପାନ ଦୋକାନରୁ ଗତ ବିଳମ୍ବିତ ରାତିରେ ଚୋରି ହୋଇଥିବା ଜଣାପଡ଼ିଛି । ବିଶାଲ ମେଗା ମାର୍ଟ ଓ ପେଟ୍ରୋଲ୍‌ ପମ୍ପ ମଝିରେ ରହିଥିବା ଏକ ପାନ ଦୋକାନକୁ ଗତ ରାତିରେ ଦୁର୍ବୃତ୍ତମାନେ ଫାଡ଼ି ଦେଇ ଖୁଚୁରା ପଇସା ସହ
Read More...

ଆନ୍ତର୍ଜାତୀୟ ଏକତା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆନ୍ତର୍ଜାତୀୟ ଏକତା ଦିବସ । ମିଳିତ ଜାତିସଂଘ (ଜାତିସଂଘ) ଆନ୍ତର୍ଜାତୀୟ ମାନବ ସୌହାର୍ଦ୍ଦ୍ୟ ଦିବସ ପ୍ରତିବର୍ଷ ଡିସେମ୍ବର ୨୦ ରେ ବିବିଧତା ମଧ୍ୟରେ ଏକତା ପାଳନ କରାଯାଏ । ଏହା ମଧ୍ୟ ଦାରିଦ୍ର୍ୟ ଦୂରୀକରଣ ଦିଗରେ କାର୍ଯ୍ୟ କରିବାରେ ଏକତାର ମହତ୍ତ୍ୱ
Read More...

ବ୍ଲକସ୍ତରୀୟ ଶିଶୁ ମେଳା ଉଦ୍‌ଯାପିତ : ଦଶ ଜଣ ପ୍ରତିଯୋଗୀ ଜିଲ୍ଲାସ୍ତରକୁ ମନୋନୀତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଓଷ୍ଟା ତରଫରୁ ବ୍ଲକସ୍ତରୀୟ ଶିଶୁମେଳା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଫୁଲକିମୁଣ୍ଡାଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍କୁଲ ପରିସରରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିବା ବେଳେ ବ୍ଲକର ୧୭ ଗୋଟି ଉଚ୍ଚ
Read More...