Daily Archives

ସଇଁତଲାରେ ବ୍ଲକସ୍ତରୀୟ ନୂଆ ଓଡିଶା, ଯୁବ ଓଡିଶା ଅବ୍ୟବସ୍ଥା ଅଭିଯୋଗ

ପିଇବା ପାଣି, ଫାଷ୍ଟେଡ଼ ମିଳୁନାହିଁ, ଖେଳାଳୀ ଅସନ୍ତୋଷ ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲାସ୍ଥିତ ରମେଶ ସିଂ ଭୋଇ ଷ୍ଟାଡିୟମଠାରେ ଚାଲିଥିବା ବ୍ଲକସ୍ତରୀୟ ନୂଆ ଓଡିଶା, ଯୁବ ଓଡିଶା କାର୍ଯ୍ୟକ୍ରମରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି । ଯାହା ଫଳରେ ଖେଳାଳୀମାନଙ୍କ
Read More...

ଟିକ୍ରାପଡା ଫାଣ୍ଡି ସାମଗ୍ରୀ ଛାଡି ଫେରୁଥିବା ବାଟରେ ଦୁର୍ଘଟଣା : ୩ ଗୁରୁତର

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଟିକ୍ରାପଡା ଫାଣ୍ଡିର ବିଭିନ୍ନ ମାମଲା ଗୁଡିକ ସାମଗ୍ରୀ ସଇଁତଲା ଥାନାରେ ଛାଡି ଫେରୁଥିବା ରାସ୍ତାରେ ପିକ୍‌ଅପ୍‌ ଭ୍ୟାନ୍‌ ଗାଡି ଓଲଟି ୩ ପୋଲିସ କର୍ମଚାରୀ ଗୁରୁତର ଆଘାତ ହୋଇଥିବା ଜଣାପଡିଛି । ଆଘାତ ବ୍ୟକ୍ତି ହେଲେ କନେଷ୍ଟବଳ
Read More...

ଆଇଆର୍‌ଇଏଲ୍ ପକ୍ଷରୁ ଘଡ଼ଘଡ଼ାପଲ୍ଲୀଠାରେ ସ୍ୱାସ୍ଥ୍ୟସେବା ଶିବିର ଆୟୋଜିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆଇଆର୍‌ଇଏଲ୍ ଗୋଷ୍ଠୀଗତ ସାମାଜିକ ଦାୟିତ୍ୱ ଆନୁକୂଲ୍ୟରେ ଭ୍ରାମ୍ୟମାଣ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଆୟୋଜିତ ହୋଇଯାଇଛି । ବୁଧବାର ଶ୍ରୀରାମଚନ୍ଦ୍ରପୁର ଗ୍ରାମପଞ୍ଚାୟତ ଅଧୀନସ୍ଥ ଘଡ଼ଘଡ଼ାପଲ୍ଲୀ ଗ୍ରାମରେ ଆୟୋଜିତ ଏହି ସ୍ୱାସ୍ଥ୍ୟସେବା ଶିବିରରେ
Read More...

ଗୁରୁଣ୍ଡା ହାଇସ୍କୁଲରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘର ୪୦ତମ ବ୍ଲକସ୍ତରିୟ ଶିଶୁ ମେଳା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁରୁଣ୍ଡା ହାଇସ୍କୁଲ ପରିସରରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ତରଫରୁ ବ୍ଲକସ୍ତରୀୟ ଶିଶୁ ମେଳା ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଓଷ୍ଟା ସଭାପତି ବିନୋଦ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ
Read More...

ଦେବଙ୍ଗ ଗ୍ରାମ ମହାଲକ୍ଷ୍ମୀ ପୂଜା ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରାପାଲି (କ) ପଞ୍ଚାୟତ ଦେବଙ୍ଗ ଗ୍ରାମ ପକ୍ଷରୁ ୨୫ତମ ମାଣବସା ଲକ୍ଷ୍ମୀପୁଜା ଶୁଭାରମ୍ଭ ହୋଇଯାଇଛି । ଆଜି ସନ୍ଧ୍ୟା ୫'ଟାରେ ଗ୍ରାମର ଶତାଧିକ ମହିଳାମାନଙ୍କ ଦ୍ଵାରା କଳସ ଯାତ୍ରା ହେବା ସହ ଆସନ୍ତା କାଳି ମାଁଙ୍କ
Read More...

ଟିଟିଲାଗଡରେ ସିସିଟିଭି ସର୍ଭିଲାନ୍ସ ସିଷ୍ଟମର ଉଦ୍‌ଘାଟନ କରିଛନ୍ତ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଗସ୍ତରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ । ଟିଟିଲାଗଡ ଟାଉନରେ ସିସିଟିଭି ସର୍ଭିଲାନ୍ସ ସିଷ୍ଟମର ଶୁଭ ଉଦ୍‌ଘାଟନ କରିଛନ୍ତି ଅଧ୍ୟକ୍ଷ ତ୍ରିପାଠୀ । ଏହି ପ୍ରକଳ୍ପ ପାଇଁ ପରିଷଦ ପକ୍ଷରୁ ୬୧.୫୦ ଲକ୍ଷ ଟଙ୍କା ମଞ୍ଜୁର
Read More...

ମୁରିବାହାଲ ବ୍ଲକସ୍ତରୀୟ କ୍ରୀଡା ମହୋତ୍ସବ ଉଦ୍‌ଯାପିତ : ଫୁଟବଲରେ ପତ୍ରାପାଲି(କ) ଓ କ୍ରିକେଟରେ ସିରୋଲ ପଞ୍ଚାୟତ ବ୍ଲକ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଓଡ଼ିଶା ସରକାରଙ୍କ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା ପକ୍ଷରୁ ୫ଦିନ ଧରି ଚାଲିଥିବା ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକସ୍ତରୀୟ କ୍ରୀଡା ମହୋତ୍ସବ ସ୍ଥାନୀୟ ପଞ୍ଚାୟତି ହାଇସ୍କୁଲ ଖେଳ ପଡିଆରେ ଆଜି ବୁଧବାର ଉ୍‌ଦଯାପିତ ହୋଇଯାଇଛି । ଏଥିରେ ହକି,
Read More...

ଦେଶର କେତେକ ସ୍ଥାନରେ ବୃଦ୍ଧି ପାଉଥିବା କୋଭିଡ୍ – ୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି କୋଭିଡ୍ – ୧୯ ସ୍ଥିତି…

କୋଭିଡ୍ - ୧୯ ଭୂତାଣୁର ନୂଆ ସୃଷ୍ଟି ହୋଇଥିବା ଷ୍ଟ୍ରେନ୍ ବିରୋଧରେ ସତର୍କ ଓ ପ୍ରସ୍ତୁତ ରହିବାଜରୁରୀ : ଡ. ମାଣ୍ଡଭିୟକୋଭିଡ୍ - ୧୯ର ଦକ୍ଷ ପରିଚାଳନା ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ମିଳିତଉଦ୍ୟମର ଆବଶ୍ୟକତା ସମ୍ପର୍କରେ ଦୋହରାଇଲେଉଭୟ କେନ୍ଦ୍ର ଓ ରାଜ୍ୟ ସ୍ତରରେ ପ୍ରତି
Read More...

ଉପରାଷ୍ଟ୍ରପତିଙ୍କୁ ଫୋନ କଲ କରି ପବିତ୍ର ସଂସଦ ପରିସରରେ କିଛି ସାଂସଦଙ୍କ ଘୃଣ୍ୟ ନାଟକୀୟତା ଉପରେ ଅତ୍ୟନ୍ତ ଦୁଃଖ…

● ମୁଁ ୨୦ ବର୍ଷ ଧରି ଏଭଳି ଅପମାନର ଶିକାର ହୋଇଛି - ପ୍ରଧାନମନ୍ତ୍ରୀ● ଭାରତର ଉପରାଷ୍ଟ୍ରପତିଙ୍କ ଭଳି ସାମ୍ବିଧାନିକ ପଦବୀ ପ୍ରତି ଏଭଳି ଘଟିବା ଦୁର୍ଭାଗ୍ୟଜନକ- ପ୍ରଧାନମନ୍ତ୍ରୀ● କିଛି ଲୋକଙ୍କ କାର୍ଯ୍ୟକଳାପ ମୋତେ ମୋର କର୍ତ୍ତବ୍ୟ ପାଳନ କରିବାରେ ବାଧା ଦେଇପାରିବ ନାହିଁ -
Read More...

ନାଗରିକ ସୁରକ୍ଷା କମିଟିର ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ନାଗରିକ ସୁରକ୍ଷା କମିଟି ତରଫରୁ ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ପ୍ରସଙ୍ଗ ନେଇ ଏକ ବୈଠକ ଆଦର୍ଶ ସାହିତ୍ୟ ଘରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଉରକେଲା ସୁପର ସ୍ପେଶାଲିଷ୍ଟ ହସ୍ପିଟାଲକୁ ଏମ୍ସ ଦ୍ଵାରା ପରିଚାଳନା, ପ୍ରଧାନମନ୍ତ୍ରୀଙ୍କ
Read More...