Daily Archives

ବନ ବିଭାଗ ତରଫରୁ ଡ଼ଲ୍‌ଫିନ୍‌ ଗଣନା ନେଇ ପ୍ରଶିକ୍ଷଣ ଶିବିର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ନିକଟରେ ସମୁଦ୍ର ଓ ନଦୀର ମିଳନ ଋଷିକୁଲ୍ୟା ମୁହାଁଣରେ ଡ଼ଲ୍‌ଫିନ୍‌ ବହୁଳ ଭାବେ ଦେଖାଯାଇଥାଏ । ଯାହାକୁ ନେଇ ଜାନୁୟାରୀ ୨୦, ୨୧ ଓ ୨୨ ତାରିଖ ଏହି ତିନିଦିନ ଋଷିକୁଲ୍ୟା ମୁହାଁଣରେ ବନ ବିଭାଗ ତରଫରୁ ଡ଼ଲ୍‌ଫିନ୍‌ ଗଣନା କରାଯାଇଥାଏ । ଏହାକୁ
Read More...

ମିଳିତ ସଂକଳ୍ପର ଧାର୍ମୀୟ ଦୃଷ୍ଟାନ୍ତ କସନା ଡଙ୍ଗର

ଜୟପାଟଣା, (ଶେଷଦେବ ବେହେରା) : ସାଧାରଣ ଶ୍ରଦ୍ଧାଳୁଙ୍କ ଧାର୍ମୀୟ ଭାବନା କସନା ଡଙ୍ଗରର ପ୍ରାକୃତିକ ଶୋଭାରାଜି ସାଙ୍ଗକୁ ଅନେକ ଦେବାଦେବୀଙ୍କ ପ୍ରାକୃତିକ ଉପସ୍ଥାନ ଏବେ ସେହି ପବିତ୍ର ପାହାଡ଼କୁ ଚଳଚଂଚଳ କରିସାରିଛି । ସାମାନ୍ୟତମ ସହଯୋଗ ରାଶିକୁ ପାଥେୟ କରି ଉଦ୍ୟୋକ୍ତାମାନେ ଧାର୍ମୀୟ
Read More...

ଅଯୋଧ୍ୟାରୁ ଆଗମନ ଅକ୍ଷତର ସ୍ୱାଗତ

ଜୟପାଟଣା, (ଶେଷଦେବ ବେହେରା) : ଆସନ୍ତା ୨୨.୧.୨୦୨୪ତାରିଖ ଉଦ୍‌ଘାଟିତ ହେବାକୁ ଥିବା ତୀର୍ଥ କ୍ଷେତ୍ର ଅଯୋଧ୍ୟାର ଶ୍ରୀରାମ ମନ୍ଦିର ନିମନ୍ତେ ସାରା ଭାରତର ପ୍ରତ୍ୟେକ ପରିବାରକୁ ନିମନ୍ତ୍ରଣ ପାଇଁ ଅଯୋଧ୍ୟାରୁ ଅକ୍ଷତ କଳସର ଆଗମନ ଜୟପାଟଣା ଖଣ୍ଡକୁ ହୋଇଛି । ଜୟପାଟଣାରୁ ଖଣ୍ଡ ସଂଯୋଜକ ପ୍ରମୋଦ
Read More...

ବଲାଙ୍ଗିର ଖର୍ସେଲ୍‌ପଡ଼ାରେ ରାମାୟଣ ପାରାୟଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଖର୍ସେଲ୍‌ପଡ଼ାରେ ଚାଲିଛି ରାମାୟଣ ପାରାୟଣ । ଶହ ଶହ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ଭିଡ଼ରେ ଗତ ୧୦ ତାରିଖରୁ ଆରମ୍ଭ ହୋଇଥିବା ଏହି ପାରାୟଣ କାର୍ଯ୍ୟକ୍ରମ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି । ବିଶିଷ୍ଟ
Read More...

ଶିକ୍ଷକ ନିଯୁକ୍ତି ଦାବି ନେଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଅଭିଭାବକ

ପାଟଣାଗଡ଼, (ଅଶୋକ କୁମାର ବାଗ) : ଶିକ୍ଷକ ନିଯୁକ୍ତି ଦାବି ନେଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ପାଟଣାଗଡ଼ ବ୍ଲକ ଗଇଲପିଟା ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ୭୪ ଜଣ ଛାତ୍ରଛାତ୍ରୀ ଥିବା ବେଳେ ଦୁଇଜଣ ଶିକ୍ଷୟିତ୍ରୀ ଥିବାରୁ ପାଠପଢ଼ା ଠିକ୍‌ ସେ ହେଉନଥିବା ନେଇ
Read More...

ମାଲକାନଗିରି ସୀମାରେ ମାଓବାଦୀ ଆକ୍ରମଣ

ମାଲକାନଗିରି : ମାଲକାନଗିରି-ଛତିଶଗଡ଼ ସୀମାନ୍ତ ସୁକୁମା ଜିଲ୍ଲାରେ ମାଓବାଦୀଙ୍କ ଆକ୍ରମଣ । ମାଓବାଦୀଙ୍କ ଗୁଳିରେ ଜଣେ ସିଆର୍‌ପିଏଫ୍‌ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ଜଣେ ଯବାନ ଗୁରୁତର ହୋଇଛନ୍ତି । ଗୁରୁତର ଯବାନଙ୍କୁ ଉଦ୍ଧାର କରି ରାୟପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା
Read More...

ହାଇୱା ଧକ୍କାରେ ୫ମୃତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ସଦର ଥାନା ତେଲେନଡିହିରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଫଳରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ସୁନ୍ଦରଗଡ଼ ସଦରଥାନା ତେଲେନଡିହିର
Read More...

ଗାଦିବ୍ରହ୍ମ ଡିଗ୍ରୀ କଲେଜ ପକ୍ଷରୁ ପଲିଥିନ ମୁକ୍ତ, ପରିମଳ ସଚେତନତା ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡିଶା ସରକାରଙ୍କ ପ୍ରାୟୋଜିତ ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମର ଗୁରୁବାର, ଶୁକ୍ରବାର ଦିବସରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗାଦିବ୍ରହ୍ମ ଡିଗ୍ରୀ କଲେଜ ପକ୍ଷରୁ ଆୟୋଜିତ ଶନିବାର ଦିବସରେ ପଲିଥିନ ମୁକ୍ତ
Read More...

ବଲାଙ୍ଗିର ପୌର ପରିଷଦ ପକ୍ଷରୁ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରାଜେନ୍ଦ୍ର ନାରାୟଣ ସ୍ପୋର୍ଟସ୍‌ କଂପ୍ଲେକ୍ସରେ ଆଜି ପୂର୍ବାହ୍ନରେ ବଲାଙ୍ଗିର ପୌର ପରିଷଦ ପକ୍ଷରୁ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଏଥିରେ ବଲାଙ୍ଗିର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ମୁଖ୍ୟ
Read More...

ଜିଲ୍ଲାସ୍ତରୀୟ କନିଷ୍ଠ ରେଡ଼କ୍ରସ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଗଣପତି ଆଦର୍ଶ ଶିକ୍ଷାନିକେତନଠାରେ ୧୭ତମ ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ କନିଷ୍ଠ ରେଡ଼କ୍ରସ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଗତକାଲି ଉଦ୍‌ଘାଟିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ
Read More...