Daily Archives

ନକଲି ସୁନା ବନ୍ଧକ ଦେଇ ଠକି ନେଇଥିଲେ ୮୦ ହଜାର ଟଙ୍କା : ୨ ଜଣଙ୍କୁ ଗିରଫ କଲା ବଲାଙ୍ଗିର ସଦର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନକଲି ସୁନା ବନ୍ଧକ ଦେଇ ଠକି ନେଇଥିଲେ ୮୦ ହଜାର ଟଙ୍କା । ଏହି ମାମଲାରେ ୨ ଜଣଙ୍କୁ ଗିରଫ କରିଛି ବଲାଙ୍ଗିର ସଦର ପୋଲିସ । ବଲାଙ୍ଗିର ଏସ୍‌ଡ଼ିପିଓ ତୋଫାନ ବାଗ ଏ ସଂପର୍କରେ ସୂଚନା ଦେଇଛନ୍ତି । ଦିଆଯାଇଥିବା ସୂଚନା ଅନୁସାରେ ବଲାଙ୍ଗିର ସଦର ଥାନା ଅନ୍ତର୍ଗତ
Read More...

ତୃତୀୟ ପଦ୍ମପୁର ଲୋକ ମହୋତ୍ସବର ପ୍ରଥମ ସନ୍ଧ୍ୟା ସମାରୋହ

ପଦ୍ମପୁର, (ନିରୋଜ କୁମାର ପାଣୀ) : ତୃତୀୟ ପଦ୍ମପୁର ଲୋକ ମହୋତ୍ସବ ସମାରୋହର ପ୍ରଥମ ରଜନୀରେ ମୁଖ୍ୟ ଅତିଥି ପ୍ରଫେସର ବିପିନ ବିହାରି ନନ୍ଦ, ପ୍ରଫେସର ଦୁର୍ଗାପ୍ରସାଦ ସାହୁ, ପଦ୍ମପୁର ଏସ୍‌ଡିପିଓ ବିଭୁତି ଭୂଷଣ ସାହୁଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରାଗଲା । ପରେ ସମଲେଇ ମା'ଙ୍କ ପୂଜାର୍ଚନା
Read More...

ସଶକ୍ତ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ଦିଗରେ କାର୍ଯ୍ୟ କରିବାକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ…

ଭୁବନେଶ୍ଵର : ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଜି. ମାଥିଭାଥନନ ଆଜି ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା (ଡୁଡା)ର ନବ ନିଯୁକ୍ତ ପ୍ରକଳ୍ପ ନିର୍ଦ୍ଦେଶକ (ପିଡି) ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ (ଇଓ)ଙ୍କୁ ଏକ ସମାବେଶୀ ଓ ସଶକ୍ତ ସ୍ୱପ୍ନ ସାକାର କରିବା ପାଇଁ
Read More...

ଶୀତରେ ଥରୁଛି ଓଡ଼ିଶା

ଭୁବନେଶ୍ୱର : ଶୀତରେ ଥରୁଛି ସାରା ଓଡ଼ିଶା । ବିଭିନ୍ନ ସ୍ଥାନର ରାତି ତାପାମାତ୍ରା ହ୍ରାସ ପାଇଥିବା ବେଳେ ୮.୩ ଡିଗ୍ରୀ ସହ ସୁନ୍ଦରଗଡର କୋରେଇ ସବୁଠାରୁ ଥଣ୍ଡା ଅଞ୍ଚଳ ପାଲଟିଛି । କନ୍ଧମାଳର ଜି.ଉଦୟଗିରିରେ ୮.୪ ଡିଗ୍ରୀ, ଫୁଲବାଣୀରେ ୮.୫ ଡିଗ୍ରୀ, କୋରାପୁଟରେ ୯.୫ ଡିଗ୍ରୀ, ଭଦ୍ରକ
Read More...

ଟ୍ରକ୍‌-କାର ଧକ୍କାରେ ୬ ମୃତ

ମହାରାଷ୍ଟ୍ର : ମହାରାଷ୍ଟ୍ର ନାଗପୁରରେ ଭୟଙ୍କର ସଡକ ଦୁର୍ଘଟଣା । ଟ୍ରକ୍ ଓ କାର ଧକ୍କାରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ବିଳମ୍ୱିତ ରାତ୍ରିରେ କାଟୋଲ-କଲମେଶ୍ୱର ରାସ୍ତାର ସୋନଖମ୍ବ ଗ୍ରାମ ନିକଟରେ ଘଟିଛି ଏହି ଦୁର୍ଘଟଣା । ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ବିବାହ ସମାରୋହରେ ଯୋଗଦେଇ
Read More...

ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ

ସୁନ୍ଦରଗଡ଼ : ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ । ଜଳିଗଲା ମସଲା ଦୋକାନ । ଖବର ଅନୁଯାୟୀ ସହରର ମୁଖ୍ୟ ରାସ୍ତାରେ ଥିବା ଏକ ମସଲା ଦୋକାନରୁ ନିଆଁ ବାହାରୁଥିବା ଲୋକେ ଦେଖିଥିଲେ । ଏହା ପରେ ସ୍ଥାନୀୟଲୋକେ ତୁରନ୍ତ ଦୋକାନୀଙ୍କୁ ଖବର ଦେଇଥିଲେ । ଦୋକାନୀ ଆସି ସଟର ଖୋଲି ଦେଖିବା ବେଳକୁ ଦୋକାନରେ
Read More...

ଟ୍ରକ୍‌ ଚକା ତଳେ ପଡି ୨ ମୃତ

ରାଇଘର : ଶ୍ୱଶୁର, ଜ୍ୱାଇଁଙ୍କ ଉପରେ ଚଢ଼ିଗଲା ଟ୍ରକ୍‌ । ଏକ ସଡ଼କ ଦୁର୍ଘଟଣାରେ ଶ୍ୱଶୁର, ଜ୍ୱାଇଁଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଲା ରାଇଘର ସଦର ମହକୁମାର ଡିଏନ୍‌କେ ଛକ ପୋଷ୍ଟ ଅଫିସ ସମ୍ମୁଖରେ ଆଜି ଏକ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଶ୍ୱଶୁର, ଜ୍ୱାଇଁଙ୍କ
Read More...

ସେଞ୍ଚୁରିଅନ ବିଦ୍ୟାଳୟରେ ୟୁଥ ପାର୍ଲିଆମେଣ୍ଟର କାର୍ଯ୍ୟକ୍ରମ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତୀୟ ଗଣତନ୍ତ୍ର ହେଉଛି ପୃଥିବୀର ସର୍ବ ବୃହତ ଗଣତନ୍ତ୍ର । ଏଠାରେ ସଂସଦୀୟ ଗଣତନ୍ତ୍ରର ବ୍ୟବସ୍ଥା ରହିଛି । ଗଣତନ୍ତ୍ରର ମୂଳମନ୍ତ୍ର ହେଲା ଶିକ୍ଷା । ଗଣତାନ୍ତ୍ରିକ ମୂଲ୍ୟବୋଧର ଶିକ୍ଷା ଓ ବ୍ୟବସ୍ଥା ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିବା ପାଇଁ
Read More...

ଶ୍ରୀମନ୍ଦିରରେ ନୂଆ ବର୍ଷରୁ ପ୍ଲାଷ୍ଟିକ୍‌, ପଲିଥିନ ମନା

ପୁରୀ : ଶ୍ରୀମନ୍ଦିରକୁ ପ୍ଲାଷ୍ଟିକ ଓ ପଲିଥିନ ମୁକ୍ତ କରିବାକୁ ପ୍ରୟାସ ଆରମ୍ଭ ହୋଇଯାଇଛି । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଶୁକ୍ରବାର ଏକ ବିଜ୍ଞପ୍ତି ମାଧ୍ୟମରେ ନିର୍ଦ୍ଦେଶ ଜାରି କରିଛନ୍ତି । ମୁଖ୍ୟ ପ୍ରଶାସକ ଦାସ ବିଜ୍ଞପ୍ତିରେ ଦର୍ଶାଇଛନ୍ତି ଯେ, ନୂଆ ବର୍ଷରୁ
Read More...

ଉତ୍କଳଗୌରବ ମଧୁସୂଦନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସାମାଜିକ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳଗୌରବ ମଧୁସୂଦନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟ ସାମାଜିକ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷା ମଞ୍ଜୁଲତା ଦେହୁରୀଙ୍କ ସଭାପତିତ୍ୱ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷା
Read More...