Daily Archives

ଧର୍ମପରାୟଣା ମହିଳା ଯମୁନା ମେହେରଙ୍କ ପରଲୋକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ବଜାରପଡ଼ାରେ ରହୁଥିବା ଧର୍ମପରାୟଣା ମହିଳା ଯମୁନା ମେହେରଙ୍କ ଆଜି ଗୁରୁବାର ସକାଳେ ୭୩ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଦୀର୍ଘଦିନରୁ ବାର୍ଦ୍ଧକ୍ୟଜନିତରେ ଶଯ୍ୟାଶାୟୀ ଥିଲେ । ମୃତ୍ୟୁ ଶଯ୍ୟା
Read More...

ମନୋଜ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ଖପ୍ରାଖୋଲ, (ପୁସ୍ତମ୍ ଯୁଆଡି) : ସ୍ଥାନୀୟ ବେନ୍ଦେର ହାଇ ସ୍କୁଲ୍‌ ପଡ଼ିଆରେ ଚତୁର୍ଥ ବର୍ଷ ମନୋଜ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ସର୍ବମୋଟ ଆଠଟି ଦଳ ଯୋଗଦାନ କରିଥିଲେ । ଫାଇନାଲ ମୁକାବିଲା ବେନ୍ଦେର ଓ ପଣ୍ଡକିମାଲ ମଧ୍ୟରେ ଅନୁଷ୍ଠିତ
Read More...

ଯାତ୍ରା ଦେଖିବାକୁ ଯାଇ ଆଉ ଫେରିଲେନି ଯୁବକ

ବେଲପଡ଼ା, (କେପିଏନ୍‌ଏସ୍‌) : ନିଜ ସାଙ୍ଗରେ ଯାତ୍ରା ଦେଖିବାର ଲୋଭ ଦେଖାଇ ମିଠା ମିଠା କଥା କହି ନିଜ ପ୍ରେମିକକୁ ଡାକି ଥିଲା ପ୍ରେମିକା । ନିଜ ପ୍ରେମିକାକୁ ବାଇକ୍‌ ପଛରେ ବସାଇ ବଡ ଉତ୍ସାହର ସହ ଯାତ୍ରା ଦେଖାଇବାକୁ ବାହାରି ପଡିଥିଲା ପ୍ରେମିକ । ହେଲେ ସେ କ'ଣ ଜାଣିଥିଲା, ତାର ପ୍ରେମିକା
Read More...

ସଦାଇପାଲି ପଂଚାୟତର ବିଭିନ୍ନ ଗ୍ରାମର ସମସ୍ୟା ଶୁଣିଲେ ନରସିଂହ

ବିଜୁଳି, ରାସ୍ତା ଓ ଭୂମିହୀନ ଆଦିବାସୀଙ୍କୁ ଘରଡିହ ଯୋଗାଇବା ଉପରେ ଗୁରୁତ୍ୱଆଗାମୀ ଦିନରେ ଉଚିତ ଜନ ପ୍ରତିନିଧି ବାଛନ୍ତୁ ଲୋକେ - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିକାଶ ଏକ ନିରନ୍ତର ପ୍ରକ୍ରିୟା । ଏହା କେବେ ଶେଷ ହୁଏ ନାହିଁ । ତେଣୁ ଲୋକେ ସବୁବେଳେ ପ୍ରାଥମିକତା ଭିତ୍ତିରେ
Read More...

ରକ୍ତଦାନ କରି ଶିଶୁର ଜୀବନ ବଞ୍ଚାଇଲା ଯୁବ କୁଲୁତା ସମାଜ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକର କାଲିଭନା ଗ୍ରାମର ନମିତା ଭୋଇ ସ୍ଥାନୀୟ ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗତ ଦୁଇ ଦିନ ତଳେ ସେ ଏକ ପୁତ୍ର ସନ୍ତାନ ଜନ୍ମ କରିଛନ୍ତି । ତାଙ୍କ ନବଜାତ ଶିଶୁ ପୁତ୍ର ଆଜି ଏବି ପଜିଟିଭ୍‌ ରକ୍ତର ଆବଶ୍ୟକ
Read More...

ନିର୍ଭୟା କଢି, ମୋ ଗେହ୍ଲା ଝିଅ, ଶିଶୁଶ୍ରମିକ ଦୂରୀକରଣ ପାଇଁ ଜିଲ୍ଲା ଟାସ୍କ୍‌ଫୋର୍ସ୍‌ କମିଟୀ ଏବଂ ଜିଲ୍ଲା ଶିଶୁ…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପିଲାଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅବସରରେ ନିର୍ଭୟା କଢି, ମୋ-ଗେହ୍ଲା ଝିଅ, ଶିଶୁଶ୍ରମିକ ଦୂରୀକରଣ ପାଇଁ ଗୁରୁବାର ଜିଲ୍ଲା ଟାସ୍କ୍‌ଫୋର୍ସ୍‌ କମିଟି ଏବଂ ଜିଲ୍ଲା ଶିଶୁ ସୁରକ୍ଷା କମିଟୀର ମିଳିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।
Read More...

ଜାମଗାଁ କଲେଜରେ ନୁଆ-ଓ ଯୁବ ଓଡିଶା କାର୍ଟ୍ୟକ୍ରମ : ଷଷ୍ଠ ଦିବସରେ ସାଂସ୍କୃତିକ କାର୍ଯ୍ୟକ୍ରମର ଉଦ୍‌ଘାଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକର ଜାମଗାଁ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ନୁଆ-ଓ ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମର ଷଷ୍ଠ ଦିବସରେ ସାଂସ୍କୃତିକ କାର୍ଯ୍ୟକ୍ରମର ଉଦ୍‌ଘାଟନ ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷ ଶିବ ଶଙ୍କର ଉଦ୍‌ଗାତାଙ୍କ ସଭାପତିତ୍ୱରେ ସଭା
Read More...

ବଲାଙ୍ଗିର ଜିଲ୍ଲା ଫ୍ଲାଇଆସ ବ୍ରିକ୍ସ ଇଣ୍ଡଷ୍ଟ୍ରି ଆସୋସିଏସନର ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଫ୍ଲାଇଆଶ ବ୍ରିକ୍ସ ଇଣ୍ଡଷ୍ଟ୍ରି ଆସୋସିଏସନ ସଭ୍ୟମାନଙ୍କର ଏକ ବୈଠକ ସ୍ଥାନୀୟ ଗାର୍ଡେନ ଇନ ହୋଟେଲରେ ତା.୧୩/୧୨/୨୩ ସନ୍ଧ୍ୟା ୭ ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବଲାଙ୍ଗିରର ୨୬ଟି ଫ୍ଲାଇଆସ ଇଣ୍ଡଷ୍ଟ୍ରିର ମାଲିକ
Read More...

ବିସ୍ଥାପିତ ଲୋକଙ୍କୁ ପଟ୍ଟା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

୫ଟି ଅଧକ୍ଷଙ୍କ ଜିଲ୍ଲାଗସ୍ତ ପରେ ୧୦୦ ବର୍ଷର ସମସ୍ୟାର ସମାଧାନ ହେଲା ୧୦୦ ଦିନରେଝାରସୁଗୁଡା ଜିଲ୍ଲା ଲଖନପୁର ତହସିଲର ୯୦୦ ପରିବାର, ସୋରଡା ତହସିଲର ୧୬୬୨ ଲୋକହେଲେ ଉପକୃତଗଞ୍ଜାମର ଆଉ ୧୮ ହଜାର ହିତାଧିକାରୀଙ୍କୁ ଖୁବଶୀଘ୍ର ମିଳିବ ଗ୍ରାମକଣ୍ଠ ପଟ୍ଟା, ଆଗରୁ ପାଇଥିଲେ୨୦ ହଜାରବିକାଶ ପାଇଁ
Read More...

କୁଚ୍ଚବେହାର ଟ୍ରଫି : ଓଡିଶା ଛତିଶଗଡ ମୁକାବିଲା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମରେ ଆସନ୍ତା କାଲିଠାରୁ ହେବାକୁ ଥିବା ୧୯ ବର୍ଷରୁ କମ୍‌ କୁଚ୍ଚବେହାର ଟ୍ରଫିରେ ଓଡିଶା ଛତିଶଗଡକୁ ଭେଟିବ । ସୂଚନାଯୋଗ୍ୟ ଯେ, ଗତ ଦୁଇ ଦିନ ଧରି ଓଡିଶା ଏବଂ ଛତିଶଗଡ କ୍ରିକେଟ ଦଳ ତାଙ୍କର ନେଟ୍‌ସ୍‌ ପ୍ରାକ୍ଟିସ୍‌ ବଲାଙ୍ଗିର
Read More...