Daily Archives

ବଲାଙ୍ଗିର ସୁଦପଡ଼ା ମଦଭାଟିରେ ଆଜି ପଞ୍ଚମ ଦିନରେ ଚାଲିଛି ଆଇଟି ରେଡ଼୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସୁଦପଡ଼ା ମଦଭାଟିରେ ଆଜି ପଞ୍ଚମ ଦିନରେ ଚାଲିଛି ଆଇଟି ରେଡ଼୍‌। ଏଠାରୁ ଜବତ ହୋଇଥିବା ୧୭୬ଟି ଟଙ୍କା ବ୍ୟାଗ୍‌ ମଧ୍ୟରୁ ୧୦୬ଟି ବ୍ୟାଗ୍‌ର ଟଙ୍କା ଗଣାଯାଇଥିବା ବେଳେ ସେଥିରୁ ୧୪୬ କୋଟି ଟଙ୍କା ବାହାରିଛି । ବଲାଙ୍ଗିର ଏସ୍‌ବିଆଇ ମୁଖ୍ୟ ଶାଖାରେ
Read More...

ଜାମଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କ୍ରୀଡା ଉତ୍ସବର ଦ୍ୱିତୀୟ ଦିବସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଜାମଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୁଆ ଓ ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମ କ୍ରୀଡା ଉତ୍ସବର ଦ୍ୱିତୀୟ ଦିବସରେ ବିଦ୍ୟାଳୟର ଅଧ୍ୟକ୍ଷ ଶିବ ଶଙ୍କର ଉଦ୍‌ଗାତାଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ ପୂର୍ବକ କ୍ରୀଡା
Read More...

ବ୍ଲକସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଉଦ୍‌ଘାଟିତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ଚାରପାଲି ହାଇସ୍କୁଲରେ ବ୍ଲକସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଶନିବାର ଉଦ୍‌ଘାଟିତ ହୋଇଯାଇଛି । ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ରୀତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ
Read More...

ବଲାଙ୍ଗିର ଜିଲ୍ଲା ପ୍ରାଣୀ ଚିକିତ୍ସାଳୟରେ ନାହିିଁ ଏଆର୍‌ଭି ଭେକ୍‌ସିନ୍‌ : ସାଧାରଣରେ ଅସନ୍ତୋଷ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରାଣୀ ଚିକିତ୍ସାଳୟରେ ମିଳୁନି ଏଆର୍‌ଭି(ଆଣ୍ଟି ରେବିସ୍‌ ଭେକ୍‌ସିନ୍‌) ଫଳରେ ଲୋକେ ନାହିଁ ନଥିବା ଅସୁବିଧା ସହ ବହୁ ଖର୍ଚ୍ଚାନ୍ତ ହେଉଥିବା ଅଭିଯୋଗ ହେଉଛି । ଏପରି କି ଗତ ଫେବୃୟାରୀ ମାସରୁ ଚିକିତ୍ସାଳୟକୁ ଏଆର୍‌ଭି ଭେକ୍‌ସିନ୍‌
Read More...

ମାନବ ଅଧିକାର ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମାନବ ଅଧିକାର ଦିବସ ପ୍ରତିବର୍ଷ ୧୦ ଡିସେମ୍ବରରେ ପାଳନ କରାଯାଏ । ଏହି ଦିନ ୧୯୪୮ ମସିହାରେ ମିଳିତ ଜାତିସଂଘର ସାଧାରଣ ସଭା ସାର୍ବଜନୀନ ମାନବ ଅଧିକାରର ଘୋଷଣାନାମା (ୟୁଡ଼ିଏଚ୍‌ଆର୍‌) ଜାରି କରିଥିଲା । ୟୁଡ଼ିଏଚ୍‌ଆର୍‌ ହେଉଛି ଏକ ମାଇଲଖୁଣ୍ଟ ଦଲିଲ
Read More...

ଗଛରେ ପିଟି ହେଲା ବାଇକ୍ : ସିକ୍ୟୁରିଟି ଗାର୍ଡଙ୍କ ସହ ଦୁଇ ମୃତ

ବାଙ୍କି : ଗଛରେ ପିଟି ହେଲା ବାଇକ୍‌ ସିକ୍ୟୁରିଟି ଗାର୍ଡଙ୍କ ସହ ଦୁଇ ମୃତ । ବାଇକ୍‌କୁ ଲିଫ୍ଟ ମାଗି ଘରକୁ ଫେରିବା ବେଳେ ଦୁର୍ଘଟଣାରେ ଚାଲିଗଲା ସିକ୍ୟୁରିଟି ଗାର୍ଡଙ୍କ ଜୀବନ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବାଙ୍କି ତାଳବସ୍ତ ଫାଣ୍ଡି ଅନ୍ତର୍ଗତ ଦୋଲଣାପୁର ନିକଟରେ । ସୂଚନା ଅନୁଯାୟୀ
Read More...

ପ୍ରଥମ ସୁକତେଲ ମହୋତ୍ସବ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ବାନ୍ଧନଘୋର୍ ଗାଁରେ ପ୍ରଥମ ସୁକତେଲ ମହୋତ୍ସବ ଉଦ୍‌ଘାଟିତ ହୋଯାଇଛି । ନେସ୍‌ନାଲ ସର୍ଭିସ୍ ଫାଉଣ୍ଡେସନ ଓ ସୁକତେଲ ମହୋତ୍ସବ କମିଟି ଦ୍ୱାରା ଆୟୋଜିତ ହୋଇଯାଇଛି । ଆଜି ସକାଳୁ ମଶାଲ ଶୋଭାଯାତ୍ରା ଓ କଳାକାର ସମାବେଶ ଅନୁଷ୍ଠିତ ହୋଇଥିବା
Read More...