Daily Archives

ଆଜି ଚତୁର୍ଥ ଦିନରେ ବଲାଙ୍ଗିର ସୁଦପଡ଼ା ମଦଭାଟିରେ ଚାଲିଛି ଆଇଟି ଚଢାଉ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଚତୁର୍ଥ ଦିନରେ ବଲାଙ୍ଗିର ସୁଦପଡ଼ା ମଦଭାଟିରେ ଚାଲିଛି ଆଇଟି ଚଢାଉ । ବ୍ୟାଙ୍କରେ ଗଣା ଚାଲିଛି ଟଙ୍କା । ଏପଟେ ଜାରି ରହିଛି ଚଢାଉ । ୫ଟି ଇନୋଭା ଗାଡିରେ ଆସି ଆଇଟି ଅଧିକାରୀମାନେ ସୁଦପଡ଼ା ମଦଭାଟିରେ ଡେରା ପକାଇଛନ୍ତି । ପ୍ରଥମେ ଟ୍ରକ୍‌ରେ ବଲାଙ୍ଗିର
Read More...

ଜାମଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଉଦ୍‌ଘାଟନ ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଜାମଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଉଦ୍‌ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥିଙ୍କୁ ବେଣ୍ଡବାଜା ସହ ଫୁଲ ଚନ୍ଦନ ଦେଇ ସ୍ୱାଗତ କରାଯାଇଥିଲା । ଅଧ୍ୟକ୍ଷ
Read More...

ତୁରେକେଲା ବ୍ଲକରେ କେନ୍ଦ୍ର ସରକାରଙ୍କ ଆମ ସଂକଳ୍ପ ବିକଶିତ ଭାରତ ରଥର ଶୁଭାରମ୍ଭ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକରେ କେନ୍ଦ୍ର ସରକାରଙ୍କ ଆମ ସଂକଳ୍ପ ବିକଶିତ ଭାରତ ରଥ ପରିକ୍ରମା ଶୁକ୍ରବାର ଦିନ କରିଛି । ପ୍ରଥମ ପର୍ଯ୍ୟାୟରେ ବ୍ଲକର ଝରଣି ଓ ତୁରେକେଲା ସଦର ପଂଚାୟତରେ ପରିକ୍ରମା କରିଛି । ଏହି ରଥ କେନ୍ଦ୍ର ସରକାରଙ୍କ ବିଭିନ୍ନ ସରକାରୀ
Read More...

ଦାଦନ ଶ୍ରମିକ ଉଦ୍ଧାର

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ତୁରେକେଲା ବ୍ଲକ ଅନ୍ତର୍ଗତ ତୁରେକେଲା ଥାନା ଅଧିକାରୀ ଗତ ଗୁରୁବାର ଦିନ ଏକ ଆର୍ଟିକା କାର୍ ସହ ଛଅ ଜଣ ଦାଦନ ଶ୍ରମିକଙ୍କ ସମେତ ଦୁଇ ଶିଶୁଙ୍କୁ ଉଦ୍ଧାର କରିଥିବା ଜଣାପଡିଛି । ଏନେଇ କେସ୍‌ ନଂ
Read More...

ମାଣ୍ଡୋସିଲରେ ବିକଶିତ ଭାରତ ସଂକଳ୍ପ ରଥକୁ ସ୍ଵାଗତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ସମାଜସେବୀ ତଥା ଯୁବନେତା ଲଳିତ ମୋହନ ଜଗତଙ୍କ ତତ୍ୱାବଧାନରେ ବିକଶିତ ଭାରତ ସଂକଳ୍ପ ରଥକୁ ମାଣ୍ଡୋସିଲ ଗ୍ରାମ ପଞ୍ଚାୟତର ସମସ୍ତ ଭଦ୍ରବ୍ୟକ୍ତି, ଅଙ୍ଗୱାଡ଼ି କର୍ମୀ ଆଶା,
Read More...