Daily Archives

ବିଏସ୍‌ଏଚ୍‌ ଦଳ ପକ୍ଷରୁ ହଷ୍ଟେଲ ଛାତ୍ରୀମାନଙ୍କୁ ଶୁଖିଲା ଖାଦ୍ୟ, ଖାତା କଲମ ବଣ୍ଟନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦରଠାରେ କସ୍ତୁରବା ଗାନ୍ଧୀ ବାଳିକା ହଷ୍ଟେଲଠାରେ ବିଏସ୍ଏଚ୍‌ ଦଳ ତରଫରୁ ଶତାଧିକ ଛାତ୍ରୀମାନଙ୍କୁ ଶୁଖିଲା ଖାଦ୍ୟ, ଖାତା କଲମ ବଣ୍ଟନ କରାଯାଇଛି । ଏହି ସଭା କାର୍ଯ୍ୟ ବିଏସ୍‌ଏଚ୍‌ର ବରିଷ୍ଠ କର୍ମକର୍ତ୍ତା
Read More...

ଜିଲ୍ଲାସ୍ତରୀୟ ବିଜ୍ଞାନମେଳାର ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ (ଆଦିବାସୀ କଲ୍ୟାଣ ବିଭାଗ) ପରିସରରେ ବରଗଡ଼ ଜିଲ୍ଲାସ୍ତରୀୟ ବିଜ୍ଞାନମେଳାର ପ୍ରସ୍ତୁତି ଜିଲ୍ଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କଚ୍ଛପଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଅତିରିକ୍ତ ଜିଲ୍ଲା
Read More...

ଟିଟିଲାଗଡରେ ଆୟକର ବିଭାଗର ହୋଇଥିବା ଚଢଉରେ ମିଳିଛି ୧୧ କୋଟି ଟଙ୍କା : ସୂଚନା ଦେଲେ ଏସ୍‌ବିଆଇ ଉପ ମହାପ୍ରବନ୍ଧକ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରାଜ୍ୟରେ ହଟ ଚମଟ ସୃଷ୍ଟି କରିଥିବା ମଦ ବ୍ୟବସାୟୀଙ୍କ ଘରେ ଆୟକର ବିଭାଗର ଚଢଉ ଏବେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଦିନକୁ ଦିନ ଚଢ଼ାଉ ଟଙ୍କା ପରିମାଣ ଜାଣି ଲୋକେ ହତବାକ ହେଉଛନ୍ତି । ରାଜ୍ୟର ୮୪ଟି ସ୍ଥାନରେ ଆୟକର ବିଭାଗର ଚଢଉ କରାଯାଇଥିବା ବେଳେ
Read More...

ସିଜିମାଳି ଖଣି ପ୍ରଭାବିତ ଅଞ୍ଚଳରେ ପଲ୍ଲୀସଭା ଅନୁଷ୍ଠିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ରାୟଗଡା ଓ କଳାହାଣ୍ଡି ସୀମାନ୍ତରେ ଥିବା ସିଜିମାଳି ଖଣି ଖନନ ନିମନ୍ତେ ଜଙ୍ଗଲ ଜମି କିସମ ପରିବର୍ତ୍ତନ ପାଇଁ ପଲ୍ଲୀସଭା ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଥିଲା । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ତଲାମ ପଦର ପଞ୍ଚାୟତର ତିଜମାଳି ଓ ଚୁଲବାଡି
Read More...

“ହବସ” ଚଳଚ୍ଚିତ୍ରକୁ ପାଞ୍ଚଟି ବିଭାଗରେ ଶ୍ରେଷ୍ଠ ମାନ୍ୟତା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବିଆର ଇଣ୍ଟରନେସନାଲ ଫିଲ୍ମ ପ୍ରଡକ୍ସନ୍‌ ଓ ଲେନ୍ସ ଫେମ୍‌ ଇଣ୍ଟରନେସ୍‌ନାଲ ଫିଲ୍ମ ଫେଷ୍ଟିଭାଲ -୨୦୨୩, ମୁମ୍ବାଇ (ମହାରାଷ୍ଟ୍ର)ର ମିଳିତ ଆୟୋଜନରେ ହୋଇଥିବା ଆନ୍ତର୍ଜାତୀୟ ଚଳଚିତ୍ର ସମାରୋହରେ ପରଭାଫୋକ୍‌ ଅନୁଷ୍ଠାନ, କୁଟେନପାଲି, ବଲାଙ୍ଗିର ୟୁଟ୍ୟୁବ
Read More...

ବାର୍ଥଡେ କ୍ୟାଣ୍ଡେଲ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ, ୬ ଶ୍ରମିକ ଜୀବନ୍ତ ଦଗ୍ଧ

ମୁମ୍ବାଇ : ମହାରାଷ୍ଟ୍ରର ପୁଣେରେ ଥିବା ଏକ କାରଖାନାରେ ବଡ଼ ଧରଣର ଅଗ୍ନିକାଣ୍ଡ । ନିଆଁ ଏତେ ଭୟାନକ ଥିଲା ଯେ ଭତରକୁ ଯିବା ଅସମ୍ଭବ ଥିଲା । ଅଗ୍ନିକାଣ୍ଡ ଯୋଗୁଁ ୬ ଜଣ ଶ୍ରମିକ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି । ପୁଣେର ପିମ୍ପରି ଚିଞ୍ଚୱାଡ ସହରରେ ଏହି ଘଟଣା ଘଟିଛି। ପିମ୍ପରି ଚିଞ୍ଚୱାଡର
Read More...

ଶୌଚ ପାଇଁ ଯିବାବେଳେ ଭାଲୁ ଆକ୍ରମଣରେ ଜଣେ ମୃତ

ନବରଙ୍ଗପୁର : ଶୌଚ ପାଇଁ ଯିବାବେଳେ ଭାଲୁ ଆକ୍ରମଣରେ ଜଣେକ ମୃତ୍ୟୁ ହୋଇଥିବା ଜଣାପଡିଛି । ତାଙ୍କ ନାଁ ବ୍ରିଜେଶ ଦ୍ଵିବେଦୀ । ନବରଙ୍ଗପୁର ଵ୍ଳକ ଭତରାସିଉନି ପଞ୍ଚାୟତ ଦେଇ ଯାଇଥିବା ଭାରତମାଳା ପ୍ରକଳ୍ପର ରାୟପୁର-ବିଶାଖାପାଟଣମ ନିର୍ମାଣଧିନ ଜାତୀୟ ରାଜପଥରେ ପେଟି ଠିକାଦାର ଭାବେ ନିୟୋଜିତ
Read More...

ପୁରୀ ଗସ୍ତରେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍

ପୁରୀ : ପୁରୀରେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍ । ସକାଳୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କରିଥିଲେ । ଏହି ଗସ୍ତ ଅବସରରେ ପୁରୀ ଜିଲ୍ଲାପାଳଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ ନିର୍ମାଣକାରୀ ସଂସ୍ଥାର ଅଧିକାରୀ ମାନେ ଉପସ୍ଥିତ ଥିଲେ ।
Read More...

ପ୍ରଥମ ଇସ୍ପାତ ନାଟକ ମହୋତ୍ସବର ଅଷ୍ଟମ ସନ୍ଧ୍ୟା : ଆମେ ନାଟୁଆ ତରଫରୁ ନାଟକ ମହାଶୂନ୍ୟ ମଞ୍ଚସ୍ଥ

ରାଉରକେଲା, (ସସ୍ମିତା ପ୍ରଧାନ) : ଏକତ୍ର ରାଉରକେଲା ଦ୍ଵାରା ଆୟୋଜିତ ପ୍ରଥମ ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୩ ଅଷ୍ଟମ ସନ୍ଧ୍ୟାରେ ନାଟ୍ୟାନୁଷ୍ଠାନ ଆମେ ନାଟୁଆ ତରଫରୁ ନାଟକ ମହାଶୂନ୍ୟ ମଞ୍ଚସ୍ଥ ହୋଇଥିବା ବେଳେ ନାଟକକୁ ନାଟ୍ୟକାର ଗଙ୍ଗାଧର ଜେନା ରଚନା ଓ ନିର୍ଦ୍ଦେଶନା ଦେଇଥିଲେ । ଏହି ନାଟକରେ
Read More...

ଆର୍ମି ଯବାନ ହତ୍ୟାକାଣ୍ଡ ରହସ୍ୟର ଫର୍ଦ୍ଦାଫାସ କଲା ଗଞ୍ଜାମ ପୋଲିସ : ହତ୍ୟାକାଣ୍ଡ ସମ୍ପୃକ୍ତିରେ ୫ଜଣ ଗିରଫ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଚମାଖଣ୍ଡି ଥାନା ଅନ୍ତର୍ଗତ ଛତ୍ରପୁର ବ୍ଲକ କାଳୀପଲ୍ଲୀ ଗ୍ରାମର ମାଟିର ମାଆ ପାଇଁ ସେବାରେ ନିୟୋଜିତ ଆର୍ମି ଯବାନ ଜେ.ଦିଲେଶ୍ୱର ପାତ୍ର ହତ୍ୟାକାଣ୍ଡର ରହସ୍ୟ ଶୁକ୍ରବାର ସନ୍ଧ୍ୟାରେ ଫର୍ଦ୍ଦାଫାସ କରିଛି ଗଞ୍ଜାମ ପୋଲିସ ପ୍ରଶାସନ ।
Read More...