Daily Archives

ଇଟାଲୀ ହସ୍ପିଟାଲରେ ଅଗ୍ନିକାଣ୍ଡ : ୪ ମୃତ, ଅନେକ ଆହତ

ଟିଭୋଲି : ଇଟାଲୀର ଏକ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଇଟାଲୀ ରାଜଧାନୀ ରୋମ ସହର ବାହାରେ ଅବସ୍ଥିତ ଏହି ହସ୍ପିଟାଲରେ ନିଆଁ ଲାଗିବା ଯୋଗୁ ଏଠାରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଅନ୍ୟ ହସ୍ପିଟାଲମାନଙ୍କୁ ସ୍ଥାନାନ୍ତର
Read More...

ଗାଡି ଦୁର୍ଘଟଣାରେ ୨ ଜଣ ଗୁରୁତର : ଦୁର୍ଘଟଣା ଘଟାଇ ପୋଲିସ ଡ୍ରାଇଭର ଫେରାର

ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା କେ. ନୂଆଗାଁ ଥାନା ଅଞ୍ଚଳରେ ଗାଡି ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତରମାନେ ହେଲେ ବ୍ରହ୍ମପୁର ଆଙ୍କୁଲି ନିଗମ ନଗରର ପ୍ରମୋଦ ନାଇକ ଓ ନିମଖଣ୍ଡି ପେଣ୍ଠର ଶିବ ନାଇକ । ଦୁର୍ଘଟଣା ଘଟାଇ ପୋଲିସ ଡ୍ରାଇଭର ଫେରାର ହୋଇଯାଇଛନ୍ତି । ସୂଚନାଯୋଗ୍ୟ ଯେ,
Read More...

ତୃତୀୟ ପଦ୍ମପୁର ଲୋକ ମହୋତ୍ସବ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ତୃତୀୟ ପଦ୍ମପୁର ଲୋକ ମହୋତ୍ସବ ଉପଲକ୍ଷେ ଗତ କାଲି ଓ ଆଜି ଦୁଇ ଦିନ ଧରି ବୋଡ଼ାସମ୍ବର ବ୍ଲକର ଵିଭିନ୍ମ ସ୍କୁଲ ଓ କଲେଜ ଛାତ୍ର ଓ ଛାତ୍ରୀମାନଙ୍କୁ ନେଇ ସ୍ଥାନୀୟ ରାଜବୋଡା ସମ୍ବର ହାଇସ୍କୁଲ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ବକୃତା
Read More...

ବଲାଙ୍ଗିରରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ଜିଲ୍ଲା ସମେତ ଜିଲ୍ଲାରେ ଥିବା ସମସ୍ତ ତାଲୁକ ସ୍ତର ଚଳିତ ବର୍ଷର ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଅଛି । ଏହି ଲୋକ ଅଦାଲତରେ ଜିଲ୍ଲା ନ୍ୟାୟାଧିଶ ଲଲାଟେନ୍ଦୁ ଜେନା, ବିକ୍ରମ
Read More...

୪୦ଟି ବ୍ୟାଗରୁ ବାହାରିଛି ୪୬ କୋଟି ଟଙ୍କା

ବଲାଙ୍ଗିର, (କେପିଏନ୍‌ଏସ୍‌) : ୪୦ଟି ବ୍ୟାଗରୁ ବାହାରିଛି ୪୬ କୋଟି ଟଙ୍କା । ସମୁଦାୟ ୧୭୬ଟି ଟଙ୍କା ବ୍ୟାଗ୍‌ ବଲାଙ୍ଗିର ସୁଦପଡ଼ା ମଦଭାଟିରୁ ଆଇଟି ବିଭାଗ ଜବତ କରିଥିବା ବେଳେ ଏହାର ପରିମାଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁ । ଆଜି ଟଙ୍କା ଗଣିବା ପାଇଁ ବଲାଙ୍ଗିର ଏସ୍‌ବିଆଇ
Read More...

ବ୍ରହ୍ମଗିରି ରେଞ୍ଜ ଅଞ୍ଚଳରୁ ୧୪ ବିଦେଶାଗତ ମୃତ ପକ୍ଷୀ ଜବତ

ବ୍ରହ୍ମଗିରି : ପ୍ରତିବର୍ଷ ଭଳି ଚଳିତ ବର୍ଷ ଶୀତ ଋତୁରେ ଚିଲିକାରେ ବିଦେଶୀ ପକ୍ଷୀଙ୍କ ଆଗମନ ଦେଖିବାକୁ ମିଳିଲାଣି । ଚିଲିକା ସହିତ ଚିଲିକା ଉପକୂଳ ବିଲ ଏବଂ ଜଳାଶୟମାନଙ୍କରେ ପକ୍ଷୀ ଆସି ଖାଦ୍ୟ ସଂଗ୍ରହ କରିଥାନ୍ତି । ବିଦେଶାଗତ ପକ୍ଷୀଙ୍କ ଆଗମନ ଦେଖି ପକ୍ଷୀ ଶିକାରୀ ମଧ୍ୟ ସକ୍ରିୟ
Read More...

୩ବସ୍ତା ଗଞ୍ଜେଇ ସହ ଜଣେ ଗିରଫ

କଳାହାଣ୍ଡି : ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ବିଭାଗ । ୩ ବସ୍ତା ଗଞ୍ଜେଇ ଜବତ ସହ ଜଣେ ଗିରଫ । ସୂଚନାଯୋଗ୍ୟ ଯେ ଶନିବାର ସକାଳେ ମୋହନଗିରିରୁ ମଦନପୁର ରାମପୁରକୁ ଗଞ୍ଜେଇ ଚାଲାଣ ହେଉଥିବା ଖବର ବିଶ୍ୱସ୍ତ ସୂତ୍ରରୁ ପାଇବା ପରେ ତୁଜୁଙ୍ଗ ନିକଟରେ ଅବକାରୀ ବିଭାଗ ଚଢ଼ାଉ କରିଥିଲେ ।
Read More...

ଜୟପାଟଣାଠାରେ ରାଷ୍ଟ୍ରୀୟ ଲୋକ ଅଦାଲତ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା କୋର୍ଟ ପରିସର ମଧ୍ୟରେ ତାଳୁକ୍‌ ଆଇନ ସେବା ସମିତି ଜୟପାଟଣା ଆନୁକୁଲ୍ୟରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଜିତେନ୍ଦ୍ରିୟ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିବା ଏହି ଅଦାଲତରେ ତିନୋଟି ଦେୱାନୀ ମୋକଦ୍ଦମା, କୋଡ଼ିଏଟି
Read More...

ଅର୍କେଶ ଓ ଲକ୍ଷ୍ମଣଙ୍କୁ ଧରି ଭୀମଡୁଙ୍ଗୁରୀ ପରିଦର୍ଶନ କଲେ ରାଜ୍ୟ ପର୍ଯ୍ୟଟନମନ୍ତ୍ରୀ : ସରକାର ଦେଇଥିବା ୭କୋଟି ଟଙ୍କା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାକୁ ରାଜ୍ୟ ଅବକାରୀ, ପର୍ଯ୍ୟଟନ ଓ ଭାଷାସାହିତ୍ୟ ବିଭାଗର ମନ୍ତ୍ରୀ ଅଶ୍ୱିନୀକୁମାର ପାତ୍ରଙ୍କ ଦିନିକିଆ ଗସ୍ତ କାର୍ଯ୍ୟକ୍ରମ ରହିଥିଲା । ସେ ଆଜି ପ୍ରଥମେ ବଲାଙ୍ଗିର ସହରର ସମଲେଶ୍ୱରୀ ଓ ପାଟଣେଶ୍ୱରୀ ମନ୍ଦିର ପରିଦର୍ଶନ ପରେ ଦେଓଗାଁ
Read More...

ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ “ନୂଆ-ଓ, ଯୁବ ଓଡିଶା ନବୀନ ଓଡିଶା” ପଞ୍ଚମ ଦିବସରେ ପାରମ୍ପରିକ…

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ପରିସରରେ “ନୂଆ-ଓ ଯୁବ ଓଡିଶା, ନବୀନ ଓଡିଶା” କାର୍ଯ୍ୟକ୍ରମ ଅଧ୍ୟକ୍ଷ ଡଃ ଶୋଭେନ୍ଦ୍ର କୁମାର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଓଡିଶା ସରକାରଙ୍କର କ୍ରୀଡା ଓ
Read More...