Daily Archives

୪ ରାଜ୍ୟରେ ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ : ଆଜିକାଲି ସାରା ଦେଶରେ ଅନେକ ଭୂକମ୍ପ ଘଟୁଛି । ଆଜି ଦେଶର ବିଭିନ୍ନ ରାଜ୍ୟରେ ଭୂକମ୍ପ ଅନୁଭୂତ ହୋଇଛି । ତାମିଲନାଡୁ, କର୍ଣ୍ଣାଟକ, ଗୁଜରାଟ ଏବଂ ମେଘାଳୟରେ ଭୂକମ୍ପ ଅନୁଭୂତ ହୋଇଛି । ତାମିଲନାଡୁରେ ଆଜି ସକାଳୁ ୭.୩୯ ରେ ୩.୨ ମ୍ୟାଗ୍ନିଚ୍ୟୁଡ୍‌ର ଏକ ଭୂକମ୍ପ ଅନୁଭୂତ ହୋଇଥିବା
Read More...

ଡାକଘର ବିଧେୟକ ୨୦୨୩ରେ ପୋଷ୍ଟ ଅଫିସ ବିଲ୍‌କୁ ସମର୍ଥନ କରି ଜିଡିଏସ୍‌ମାନଙ୍କୁ ବିଭାଗୀୟ କର୍ମଚାରୀ ମାନ୍ୟତା ଦାବୀ କଲେ…

ଭୁବନେଶ୍ୱର /ବଲାଙ୍ଗିର, (କେପିଏନ୍‌ଏସ୍‌) : ଶୀତକାଳୀନ ଅଧିବେଶନରେ ରାଜ୍ୟସଭାରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଆଗତ ପୋଷ୍ଟ ଅଫିସ୍ ବିଲ୍ ୨୦୨୩ରେ ସାଂସଦ ନିରଞ୍ଜନ ବିଶି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ନୂତନ ପୋଷ୍ଟ ଅଫିସ ବିଲ୍‌ ୨୦୨୩ ୧୨୫ ବର୍ଷର ପୁରୁଣା ଇଣ୍ଡିଆନ୍‌
Read More...

ଅର୍ଜୁନ ମୁଣ୍ଡା ନୂଆ କୃଷି ମନ୍ତ୍ରୀ

ନୂଆଦିଲ୍ଲୀ : କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ନୂଆ କୃଷି ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଛି । ଆଦିବାସୀ ମନ୍ତ୍ରଣାଳୟ ସହ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଭାବେ ଶ୍ରୀ ମୁଣ୍ଡା କାମ କରିବେ। ତେଣୁ ଏବେ ଅର୍ଜୁନ ମୁଣ୍ଡା ଦେଶର ନୂଆ କୃଷି ମନ୍ତ୍ରୀ ହୋଇଛନ୍ତି । ଏଠାରେ
Read More...

ଚିନ୍ମୟ ବିଦ୍ୟାଳୟର ୩୨ତମ ବାର୍ଷିକୋତ୍ସବ ଚିନ୍ମୟବିଭା ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ଇଂରାଜୀ ମାଧ୍ୟମ ଚିନ୍ମୟ ବିଦ୍ୟାଳୟର ୩୨ତମ ଦୁଇ ଦିନିଆ ବାର୍ଷିକୋତ୍ସବ ଚିନ୍ମୟବିଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଶିକ୍ଷାବିତ୍‌ ଉପେନ୍ଦ୍ର ନାଥ ଷଡ଼ଙ୍ଗୀଙ୍କ ସଭାପତିବ ଓ ସାଧାରଣ ସମ୍ପାଦକ ରମାକାନ୍ତ
Read More...

ଏଲ୍‌ପିଜି ଗ୍ୟାସ୍ ଲିକ୍‌ରୁ ଅଗ୍ନିକାଣ୍ଡ

କଟକ : କଟକର ପିଠାପୁରସ୍ଥିତ ତାରଚାନ୍ଦପାଟଣାରେ ସକାଳୁ ଏଲ୍‌ପିଜି ଗ୍ୟାସ୍ ଲିକ୍ ହୋଇ ଅଗ୍ନିକାଣ୍ଡ ହୋଇଛି । ରୋଷେଇ କରୁଥିବା ବେଳେ ଗ୍ୟାସ୍ ଲିକ୍ ହୋଇ ହଠାତ୍ ନିଆଁ ଲାଗିଯାଇଥିଲା । ଏହି ଅଗ୍ନିକାଣ୍ଡରେ ଏକ ପରିବାରର ୩ ଜଣ ସାମାନ୍ୟ ଆହତ ହୋଇଛନ୍ତି । ତାଙ୍କୁ ଏସ୍‌ସିବି ମେଡିକାଲରେ
Read More...

ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଇରାଶି ପଞ୍ଚାୟତ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ନେହେରୁ ଯୁବକେନ୍ଦ୍ର ପକ୍ଷରୁ ସ୍ୱେଚ୍ଛାସେବୀ ଡି.ବିଷ୍ଣୁପ୍ରିୟାଙ୍କ ତତ୍ୱାବାଧାନରେ ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ ହୋଇଥିଲା ।
Read More...

ଆର୍ମି କର୍ମୀ ଦିଲେଶ୍ୱର ପାତ୍ରଙ୍କ ପାର୍ଥିବ ଶରୀର କାଳୀପଲ୍ଲୀ ଗାଁରେ ପହଞ୍ଚିଲା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭୁବନେଶ୍ୱର ମହାନଗର ନିଗମର ଆମ୍ବୁଲାନ୍ସରେ ସେନା କର୍ମଚାରୀ ଜେ.ଦିଲେଶ୍ୱର ପାତ୍ରଙ୍କ ପାର୍ଥିବ ଶରୀର କାଳୀପଲ୍ଲୀ ଗାଁରେ ପହଞ୍ଚିଲା । ସେନାବାହିନୀରେ ଚାକିରୀ କରି ଘରକୁ ଛୁଟିରେ ଆସିଥିଲେ । ଗୋପାଳପୁର ବନ୍ଦର ସହରରେ ଗତ ରବିବାର ଅନୁଷ୍ଠିତ
Read More...