Daily Archives

୫ଟି ଓ ନବୀନ ଓଡିଶା ଅଧ୍ୟକ୍ଷଙ୍କ ସମୀକ୍ଷା

ଦୟା ନଦୀର ଜଳକୁ ବିଶୁଦ୍ଧ ରଖିବାକୁ ପଦକ୍ଷେପଗଙ୍ଗୁଆ ଓ ଦୟାର ସଂଯୋଗ ସ୍ଥାନରେ ହେବ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟବସ୍ତି ସମେତ ସହରର ସବୁ ଅଞ୍ଚଳର ସବୁ ଘର ସଂଯୁକ୍ତ ହେବ ସ୍ୱେରେଜ ବ୍ୟବସ୍ଥାରେପ୍ରଦୂଷଣ ଉପରେ ମିଳିତ ଭାବେ ନଜର ରଖିବେ ବିଏମ୍‌ସି, ଏସ୍‌ପିିସିବି ଏବଂ ଡବ୍ଲୁଏଟିସିଓଭୁବନେଶ୍ୱର ସହର
Read More...

ଓଡ଼ିଶା ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କ ବଲାଙ୍ଗିର ଗସ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ତିନିଦିନିଆ ବଲାଙ୍ଗିର ଗସ୍ତରେ ଆସି ବିଭିନ୍ନ ସ୍କୁଲ, କସ୍ତୁରୀବା ଗାନ୍ଧୀ ବାଳିକା ବିଦ୍ୟାଳୟ ଓ ଋତୁକାଳୀନ ବିଦ୍ୟାଳୟ, ଏସିସିଆ, ଏସ୍‌ଏଏ ଏବଂ ପୋଲିସ ଷ୍ଟେସନ ପରିଦର୍ଶନ କରିଥିଲେ । ପରିଦର୍ଶନ ସମୟରେ ଶିକ୍ଷା ସହିତ
Read More...

ଅଦିନିଆ ବର୍ଷା ଉଜାଡି ଦେଲା ଚାଷ : ଚକ୍ରବ୍ୟୁହରେ ଚାଷୀ

ଜୟପାଟଣା, (ଶେଷ ଦେବ ବେହେରା) : ପାଞ୍ଚ ମାସ ଧରି ଚାଷୀଙ୍କ ଅକ୍ଲାନ୍ତ ପରିଶ୍ରମରେ ସଜାଡି ରଖିଥିବା ଚାଷ ଏବେ ଉଜୁଡ଼ି ଯାଉଛି । ଗତ ମଙ୍ଗଳବାର ଓ ବୁଧବାର ଦୁଇଦିନ ଧରି ମିଗ୍‌ଜୋମ୍‌ ପ୍ରଭାବରେ ଜୟପାଟଣା ଅଞ୍ଚଳରେ ହୋଇଥିବା ୨୯ମିଲି ମିଟର ବର୍ଷା କ୍ଷେତରେ ପଡ଼ି ରହିଥିବା ଧାନକୁ ନଷ୍ଟ କରିବା
Read More...

ବାବାସାହେବଙ୍କ ତିରୋଧାନ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାରୀ ସ୍ୱୀକୃତି ପ୍ରାପ୍ତ ଦଳିତ ଅନୁଷ୍ଠାନ 'ଜିଲ୍ଲା ଦଳିତ ବିକାଶ ମଞ୍ଚ' ବଲାଙ୍ଗିର ତରଫରୁ ସ୍ଥାନୀୟ ଡୁଙ୍ଗୁରିପଡାରେ ବୋଧିସତ୍ତ୍ୱ ବାବାସାହେବ ଆମ୍ବେଦକରଙ୍କ ୬୭ତମ ମହାପରିନିର୍ବାଣ ଦିବସ ପାଳନ ହୋଇଯାଇଛି । ପ୍ରାରମ୍ଭରେ ବାବାସାହେବଙ୍କ ଫୋଟୋ ଚିତ୍ରରେ
Read More...

ବଲାଙ୍ଗିର ସୁଦପଡ଼ାସ୍ଥିତ ମଦଭାଟିରେ ଚାଲିଛି ଆଇଟି ରେଡ଼୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସୁଦପଡ଼ାସ୍ଥିତ ମଦଭାଟିରେ ଚାଲିଛି ଆଇଟି ରେଡ଼୍‌ । ଗତକାଲି ସକାଳୁ ଆୟକର ବିଭାଗର ଏକ କୋଡ଼ିଏ ଜଣିଆ ଟିମ୍‌ ବଲାଙ୍ଗିର ସୁଦପଡ଼ାର ମଦଭାଟି ଉପରେ ରେଡ୍‌ କରିଥିବା ବେଳେ ସୁରକ୍ଷା ପାଇଁ ସିଆଇଏସ୍‌ଏଫ୍‌ ଜବାନ୍‌ମାନେ ନିୟୋଜିତ ହୋଇଛନ୍ତି । ୯ଟି
Read More...

ଦୁଇ ଭଉଣୀଙ୍କୁ ଭତ୍ତା ପ୍ରଦାନ କରିବା ପାଇଁ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ଭେଉଁରିଆ ଗ୍ରାମ ପଞ୍ଚାୟତର ଦେଉଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏହି ଗ୍ରାମର ସାରଙ୍ଗ ପ୍ରଧାନଙ୍କ ଦୁଇ ଝିଅ ଜଣେ ବଡ ଭଉଣୀ ତ୍ରିପୁରା ପ୍ରଧାନ ବୟସ ୪୭ ବର୍ଷ ଏବଂ ସାନ ଭଉଣୀ ସୁକାନ୍ତି ପ୍ରଧାନ
Read More...

ରାଧାକୃଷ୍ଣ ମନ୍ଦିରର ସୌନ୍ଦର୍ଯ୍ୟିକରଣ ପାଇଁ ରାଜ୍ୟ ସରକାରଙ୍କ ୫ ଲକ୍ଷ ଟଙ୍କା ଅନୁଦାନ ମଂଜୁର : ସୂଚନା ଦେଲେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ରାଧାକୃଷ୍ଣ ମନ୍ଦିରର ସୌନ୍ଦର୍ଯ୍ୟିକରଣ ପାଇଁ ରାଜ୍ୟ ସରକାରଙ୍କ ୫ ଲକ୍ଷ ଟଙ୍କା ଅନୁଦାନ ମଂଜୁର କରିଥିବା ସଂପର୍କରେ ସୂଚନା ଦେଇଛନ୍ତି ବଲାଙ୍ଗିର ମ୍ୟୁନିସିପାଲଟି ଚେୟାରମେନ୍‌ ଶ୍ରୀମତୀ ଲିକା ସାହୁ । ବିଜେଡି କର୍ମକର୍ତ୍ତା ଓ
Read More...

ରୋଟାରୀ କ୍ଲବ ରାଉରକେଲା ଷ୍ଟିଲ ସିଟିର ମାସିକ ଋତୁସ୍ରାବ କର୍ମଶାଳା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୭ରେ ଥିବା ମହିଳା ଅନୁଷ୍ଠାନ ଯାଜ୍ଞସେନୀ ଓ ରୋଟାରୀ କ୍ଲବ ରାଉରକେଲା ଷ୍ଟିଲ ସିଟିର ମିଳିତ ସହଯୋଗରେ ମହିଳାମାନଙ୍କ ପାଇଁ ମାସିକ ଋତୁସ୍ରାବ ସମୟରେ ବିଭିନ୍ନ ପ୍ରକାର ସଚେତନତା ମୂଳକ ପଦକ୍ଷେପ ଗ୍ରହଣ କରାଯିବାକୁ ନେଇ ଏକ କର୍ମଶାଳା ଆୟୋଜନ
Read More...

ଉଦାହରଣ ଟିମ୍‌ର ପ୍ରସ୍ତୁତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ବୀର ସହିଦଙ୍କୁ ସମ୍ମାନ ପ୍ରଦାନ ନିମନ୍ତେ ଗଠିତ ଉଦାହରଣ ଟ୍ରଷ୍ଟର ଦ୍ୱିତୀୟ ସହିଦ୍ ସମ୍ମାନ ସମାରୋହ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉଦାହରଣ ଟ୍ରଷ୍ଟର ଅଧ୍ୟକ୍ଷ ତଥା ପ୍ରାକ୍ତନ ସିଆର୍‌ପିଏଫ୍‌ ଡିଆଇଜି ଦୟାନିଧି ତନ୍ତୀଙ୍କ ଅଧ୍ୟକ୍ଷତାରେ
Read More...

ଆଇଏଏସ୍‌ ଅଧିକାରୀଙ୍କ ସ୍ୱେଚ୍ଛାକୃତ ଅବସର ସଂଖ୍ୟାରେ ହ୍ରାସ ଘଟିଛି : ହେମନ୍ତ ପଣ୍ଡା

ସମଗ୍ର ଦେଶରେ କରୋନା କାଳରେ ଜଣେବିି ଆଇଏଏସ୍‌ ଅଧିକାରୀ ସ୍ୱେଚ୍ଛାକୃତ ଅବସର ନେଇ ନାହାନ୍ତିଓଡିଶା କ୍ୟାଡରର ମାତ୍ର ୩ ଅଧିକାରୀ ୨୦ ବର୍ଷ ମଧ୍ୟରେ ନେଇଛନ୍ତି ସ୍ୱେଚ୍ଛାକୃତ ଅବସର ବଲାଙ୍ଗିର, (କେପିଏନ୍‌ଏସ୍‌) : ସମଗ୍ର ଦେଶରେ ଗତ ୨୦ ବର୍ଷ ମଧ୍ୟରେ ଆଇଏଏସ୍‌ ଅଧିକାରୀମାନଙ୍କ
Read More...