Daily Archives

ଟିଟିଲାଗଡ଼କୁ ସ୍ଵତନ୍ତ୍ର ଜିଲ୍ଲା ଓ ହଲଦୀକୁ ଏକ ବ୍ଲକ ଦାବୀ ନେଇ ମୁରିବାହାଲ ବ୍ଲକ ବନ୍ଦ ଡାକରା ଶାନ୍ତିପୂର୍ଣ୍ଣ :…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଦୀର୍ଘ ୩୧ବର୍ଷ ଧରି ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦାବୀ ହୋଇ ଆସୁଥିବା ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ଉପଖଣ୍ଡକୁ ଏକ ସ୍ଵତନ୍ତ୍ର ଜିଲ୍ଲାର ମାନ୍ୟତା ତଥା ମୁରିବାହାଲ ବ୍ଲକର ହଳଦୀକୁ ଏକ ବ୍ଲକ ଦାବୀ ନେଇ ମୁରିବାହାଲରେ ଗୁରୁବାର ବନ୍ଦ ପାଳନ
Read More...

ଜଏଁତରା ନୂଆଁପଡ଼ା ଗ୍ରାମରେ ମହିଳା ବିକୁଛନ୍ତି ବେଆଇନ ମଦ : ଦୁଇ ମହିଳାଙ୍କ ବିରୁଦ୍ଧରେ ଗ୍ରାମବାସୀ ଥାନାର ଦ୍ୱାରସ୍ଥ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଉପାନ୍ତ ଚଲ୍‌କି ପଞ୍ଚାୟତ ଜଏଁତରା (ନୂଆଁପଡ଼ା)ଗ୍ରାମରେ ଗ୍ରାମବାସୀଙ୍କ ନିଷ୍ପତ୍ତି ବିରୁଦ୍ଧରେ ଯାଇ ଦୁଇଜଣ ମହିଳା ବେଆଇନ୍ ମଦ ବିକ୍ରି କରୁଥିବାରୁ ଏହାକୁ ବନ୍ଦ କରିବା ପାଇଁ ଗ୍ରାମବାସୀ ଗୁରୁବାର ମୁରିବାହାଲ
Read More...

ମୁରିବାହାଲ ବ୍ଲକସ୍ତରୀୟ ବିରାଟ ଧନୁଯାତ୍ରା ମହୋତ୍ସବ ପାଇଁ ଶୁଭସ୍ତମ୍ଭ ସ୍ଥାପନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଆଜି ଅପରାହ୍ନ ୧ଟା ସମୟରେ ମୁରିବାହାଲ ଧନୁଯାତ୍ରା ପଡ଼ିଆଠାରେ ଆସନ୍ତା ୨୮ ତାରିଖ ଗୁରୁବାର ଦିନ ଆରମ୍ଭ ହେବାକୁ ଥିବା ବ୍ଲକସ୍ତରୀୟ ବିରାଟ ଧନୁଯାତ୍ରା ମହୋତ୍ସବ ପାଇଁ ଶୁଭସ୍ତମ୍ଭ ସ୍ଥାପନ କରାଯାଇଥିଲା । ଏହି ଶୁଭସ୍ତମ୍ଭଟି ମୁରିବାହାଲ ରାଧାକୃଷ୍ଣ ଓ
Read More...

ବଲାଙ୍ଗିର ଜିଲ୍ଲାରେ ଓବିସି ଜନଜାଗରଣ ଯାତ୍ରା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଓବିସି ଜନଜାଗରଣ ଯାତ୍ରା ବଲାଙ୍ଗିର ଜିଲ୍ଲାର ସାଲେଭଟା ଚଣ୍ଡି ମନ୍ଦିରଠାରୁ ବାହାରି ସାଲେଭଟାରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ଆନନ୍ଦ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଶହ ଶହ ଓବିସି ଜନସାଧାରଣ ଜାଗରଣ ଯାତ୍ରାକୁ ସମ୍ବର୍ଦ୍ଧନା ଜଣାଇଥିଲେ । ଆଗଲପୁର
Read More...

ପଶ୍ଚିମ ଓଡିଶା ଅଘରିଆ ସମାଜ କର୍ମକର୍ତ୍ତାଙ୍କ ସହ ନରସିଂହଙ୍କ ଆଲୋଚନା

ସମାଜ ପାଇଁ ସରକାର ଦେଇଥିବା ଜମି ଓ ଅନୁଦାନ ବାଟମାରଣାକୁ ନେଇ ହେଲା ଆଲୋଚନାଜମି ଓ ଅନୁଦାନକୁ ନେଇ ସରକାର ଠିକ୍‌ ପଦକ୍ଷେପ ନ ନେଲେ ଆଗକୁ ହେବ ଆନ୍ଦୋଳନ ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମ ଓଡିଶା ଅଘରିଆ ସମାଜର ବଲାଙ୍ଗିର ଜିଲ୍ଲା କର୍ମକର୍ତ୍ତାଙ୍କ ଏକ ପ୍ରତିନିଧି ମଣ୍ଡଳୀ
Read More...

ସଇଁତଲାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଉଦ୍‌ଘାଟିତ : ପ୍ରଚାର ପ୍ରସାର ଅଭାବ ଯୋଗୁଁ ଭିନ୍ନକ୍ଷମ କମ ଆସିଲେ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗଶର ଜିଲ୍ଲା ସଇଁତଲାସ୍ଥିତ ଆର୍‌ଏସ୍‌ଡି ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଭୀମ ଭୋଇ ସାମର୍ଥ୍ୟ ଶିବିର ୨୦୨୩ ଉଦ୍‌ଘାଟିତ ହୋଇଯାଇଛି । ଏହି ଉତ୍ସବରେ ସଇଁତଲା ବିଡ଼ିଓ ବିନୟ କୁମାର ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ
Read More...

ନାରେନ୍ ଏଏନ୍ଏମ୍‌ ସେଣ୍ଟର ପାଖରେ ବାଇକ ଚାଳକ ପଡି ଗୁରୁତର : ରାସ୍ତା ନିର୍ମାଣ ବେଳେ ବିନା ଫଳକ ଯୋଗୁଁ ଦୁର୍ଘଟଣା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ରୁ ସିନ୍ଧେକେଲା ଯିବା ମୁଖ୍ୟ ରାସ୍ତା ନିର୍ମାଣ କାମ ଚାଲିଥିବା ବେଳେ ବିନା ଫଳକ ଲଗାଇ କାମ କରୁଥିବା ଯୋଗୁଁ କଲଭର୍ଟ ନିକଟ ପୋଲିଆ ଭିତରେ ପଶି ଯାଇ ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଫଳ ସ୍ୱରୂପ କଳାହାଣ୍ଡି ଜିଲ୍ଲାର
Read More...

ଓବିସି ଜନଜାଗରଣ ଯାତ୍ରା ରଥକୁ ଭବ୍ୟ ସ୍ୱାଗତ

କଂଟାବାଂଜି, (ଗୁରୁ ଦୟାଲ ହଂସ) : କଂଟାବାଂଜି ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର (ଶାସ୍ତ୍ରୀ ଛକ) ନିକଟରେ ଆଜି ସନ୍ଧ୍ୟା ପ୍ରାୟ ସାଢେ ଛଅଟାରେ ଓବିସି ଜନ ଜାଗରଣ ଯାତ୍ରା ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । କଂଟାବାଂଜି ଓବିସି ମଂଚର ଆବାହାକ ଶେଷଦେବ ପୁଟେଲଙ୍କ ନେତୃତ୍ୱରେ ଏହି
Read More...

ଆସନ୍ତା ଡ଼ିସେମ୍ବର ୧୦ରୁ ୨୨ ଡିସେମ୍ବର ପଦ୍ମପୁର ଲୋକମହୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଟାଉନ୍ କ୍ଲବ ତରଫରୁ ଅନୁଷ୍ଠିତ ହେବାକୁ ଥିବା ତୃତୀୟ ଲୋକମହୋତ୍ସବ ୨୦୨୩ର ରୂପରେଖ ତଥା ଚୂଡାନ୍ତ ପ୍ରସ୍ତୁତିକୁ ନେଇ ଟାଉନ୍ କ୍ଲବଠାରେ ଏକ ସାମ୍ବାଦିକ ସମ୍ମିଳନୀ ସଭାପତି ପ୍ରୀତେଶ କୁମାର ବହିଦାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ
Read More...

ମିଗଜୋମ୍‌ ବାତ୍ୟା ଆସି ଦେଇଗଲା ଚାଷୀଙ୍କୁ କଷ୍ଟ : ନଷ୍ଟ ହେଲା ଏକର ଏକର ଚାଷ ଜମି

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ସମ୍ଭାବ୍ୟ ବାତ୍ୟା ମିଗଜୋମ୍‌ ଆସି ଫେରିଗଲାଣି ସତ ହେଲେ ଦେଇ ଗଲା ଚାଷୀଙ୍କୁ ଅନେକ କଷ୍ଟ । ବାତ୍ୟା ଯୋଗୁ ହୋଇଥିବା ବର୍ଷା ଯୋଗୁ ଏକର ଏକର ଜମିରେ ଚାଷ ହୋଇଥିବା ଧାନ ସହ ଡାଲିଜାତୀୟ ଫସଲ ସବୁ ନଷ୍ଟ ହୋଯାଇଛି । ଧାନକୁ ଦେଖି ବର୍ତମାନ ଚାଷୀକୁଳ ହତାଶ
Read More...