Daily Archives

୪୨ତମ ଭାଲୁମୁଣ୍ଡା କୁମାର ଲୋକ ମହୋତ୍ସବର ଦ୍ଵିତୀୟ ରଜନୀ : ବିଷ୍ଣୁ ଓ ମହାଲକ୍ଷ୍ମୀ ବିବାହ ବର୍ଷାରେ ଭିଜି ଭିଜି ଦେଖିଲେ…

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ରାଇଜିଙ୍ଗ୍‌ ଷ୍ଟାର୍‌ ୟଙ୍ଗ୍‌ମାସ୍‌ କ୍ଲବ ତରଫରୁ ୪୨ତମ ଭାଲୁମୁଣ୍ଡା କୁମାର ଲୋକ ମହୋତ୍ସବ ଦ୍ଵିତୀୟ ରଜନୀ ଅନୁଷ୍ଠିତ ହୋଇଯାଇଛି । ପୌରାଣିକ ନାଟ୍ୟବସ୍ତୁ ଆଧାରିତ ଦ୍ଵିତୀୟ ଦିନ ହୋଇଥିଲା ।
Read More...

ରବି ଦାସଙ୍କ ଅକାଳ ବିୟୋଗରେ ଶୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀଜିଲ୍ଳା ଡେଲାଙ୍ଗ ବ୍ଳକ୍ ଅନ୍ତର୍ଗତ ସାଉରିଆ ଗ୍ରାମର ଡେଲାଙ୍ଗ ବ୍ଲକ କଂଗ୍ରେସ ସଭାପତି ତଥା ପୂର୍ବତନ ସରପଞ୍ଚ ରବିନ୍ଦ୍ର କୁମାର ଦାସ (୬୨)ଙ୍କ ଡିସେମ୍ବର ୪ତାରିଖ ସୋମବାର ରାତ୍ରିରେ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ
Read More...

ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ନୂଆ-ଓ, ଯୁବ ଓଡିଶା ନବୀନ ଓଡିଶା ଦ୍ଵିତୀୟ ଦିବସରେ ସାଂସ୍କୃତିକ…

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ନୂଆ-ଓ, ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅଧ୍ୟକ୍ଷ ଡଃ. ଶୋଭେନ୍ଦ୍ର କୁମାର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଓଡିଶା ସରକାରଙ୍କର କ୍ରୀଡା ଓ
Read More...

ଟିଟିଲାଗଡ଼ର ମଦ ବ୍ୟବସାୟୀ ଦୀପକ ସାହୁ ଓ ସଞ୍ଜୟ ସାହୁଙ୍କ ଘରେ ଆୟକର ବିଭାଗର ଚଢ଼ାଉ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ର ମଦ ବ୍ୟବସାୟୀ ଦୀପକ ସାହୁ ଓ ସଞ୍ଜୟ ସାହୁଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି । ଆୟ ଫାଙ୍କୁଥିବା ଅଭିଯୋଗରେ ଭୁବନେଶ୍ୱର ଆୟକର ବିଭାଗର ଏକ ୩୦ ଜଣିଆ ଟିମ୍ ଆସି ଟିଟିଲାଗଡ଼ ସ୍ଥିତ ନେହେରୁ ନଗରରେ ଥିବା ତାଙ୍କ ବାସଭବନରେ ଚଢାଉ
Read More...

ମୁରିବାହାଲ ଗାଁ ଗୋଷ୍ଠୀ ବିବାଦ : ଗଠନ ହେଲା ଶାନ୍ତି କମିଟି

ତୁରକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବଡବାଙ୍କି ପଂଚାୟତ ମୁରିବାହାଲ ଗାଁରେ ଗତ କିଛି ମାସ ମଧ୍ୟରେ ଗାଁର ସାଧାରଣ ବର୍ଗ ଏବଂ ଦଳିତ ପରିବାରମାନଙ୍କ ମଧ୍ୟରେ ସରକାରୀ ଜମି ଜବରଦଖଲକୁ ନେଇ ଗାଁର କେଶରୀ ଦୀପଙ୍କ ନାଁରେ ଗାଁ ଲୋକେ କିଛି ମାସ ତଳେ ଅଭିଯୋଗ କରି
Read More...

ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ଶ୍ରୀମଦ୍ ଭଗବତ ଗୀତାର ସତ୍ୟ ଆଧ୍ୟାତ୍ମିକ ରହସ୍ୟ ପ୍ରବଚନ…

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୦ସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ୫ଦିନିଆ ଶ୍ରୀମଦ୍ ଭଗବତ ଗୀତାର ସତ୍ୟ ଆଧ୍ୟାତ୍ମିକ ରହସ୍ୟ ପ୍ରବଚନ ଉଦ୍‌ଯାପିତ ହୋଇଯାଇଛି । କେନ୍ଦ୍ରର ମୁଖ୍ୟ ବ୍ରହ୍ମକୁମାରୀ (ବିକେ) ଅଞ୍ଜଳୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ
Read More...

ବଂଶୀଧର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମର ଉଦ୍‌ଘାଟନ

ବଣାଇ, (ହବିବ ମହମ୍ମଦ ଖାନ୍‌) : ଆଜି କେନାବେଟା ବଂଶୀଧର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମର ଉଦ୍‌ଘାଟନ ହୋଇଯାଇଛି । ଏହି ଭବ୍ୟ କାର୍ଯ୍ୟକ୍ରମକୁ ଅନୁଷ୍ଠାନିକ ଭାବେ ବଣାଇ ଉପଜିଲ୍ଲାପାଳ ସୁରଞ୍ଜନ ସାହୁ ଉଦ୍‌ଘାଟନ କରିଥିଲେ । ଏହି ଉତ୍ସବରେ ସମ୍ମାନିତ
Read More...

ଅଦିନିଆ ବର୍ଷାରେ ବ୍ୟାପକ ଧାନ ଫସଲ ନଷ୍ଟ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବାତ୍ୟା ଜନିତ ଅଦିନିଆ ବର୍ଷା ଯୋଗୁଁ ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକରେ ବ୍ୟାପକ ଖରିଫ ଚାଷ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ବ୍ଲକର ଉପରବାହାଲ, ବାଦିମୁଣ୍ଡା, ରତାଖଣ୍ଡି, ତଳିଉଡ଼ାର, କୁଶମେଲ ପଞ୍ଚାୟତରେ ବର୍ଷା ଯୋଗୁଁ ବ୍ୟାପକ ପନିପରିବା ଚାଷ
Read More...

ବୌଦ୍ଧ ଡିଷ୍ଟିଲେରି ପ୍ରାଇଭେଟ୍ ଲିମିଟେଡ୍‌ ସଂସ୍ଥା ଉପରେ ଆୟକର ବିଭାଗର ଚଢ଼ାଉ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆୟକର ଫାଙ୍କି ଅଭିଯୋଗରେ ଏକ ସଂସ୍ଥା ଉପରେ ଆଇଟି ରେଡ୍‌ ଚାଲିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ବୌଦ୍ଧ ଡିଷ୍ଟିଲେରି ପ୍ରାଇଭେଟ୍ ଲିମିଟେଡ୍‌ ସଂସ୍ଥା ଉପରେ ଚଢ଼ାଉ ହୋଇଛି । ତେବେ ଖୋର୍ଦ୍ଧା, ସମ୍ବଲପୁର, ବୌଦ୍ଧ, ବଲାଙ୍ଗିର ଓ ରାୟଗଡ଼ାରେ ତଥା ,କୋଲକାତା ଓ
Read More...

୬୧ତମ ଗୃହରକ୍ଷୀ ବାହିନୀ ଦିବସ ପାଳିତ : ଗଞ୍ଜାମ ପୋଲିସ ଜିଲ୍ଲାରେ ୫୩ଜଣ ପୋଲିସ ସମ୍ବର୍ଦ୍ଧିତ ହେଲେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ପୋଲିସ ମୁଖ୍ୟାଳୟ ଛତ୍ରପୁର ପୋଲିସ ପରେଡ଼ ପଡ଼ିଆରେ ଗଞ୍ଜାମ ଏସ୍‌ପି ଜଗମୋହନ ମୀନା ଯୋଗଦେଇ ୬୧ତମ ଗୃହରକ୍ଷୀ ବାହିନୀ ଦିବସ ଅବସରରେ ଅନୁଷ୍ଠିତ ସମ୍ମିଳିତ ପରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ । ପ୍ରବଳ କୋହଲା ପାଗ, ଥଣ୍ଡା ପବନ,
Read More...