Daily Archives

ଗୁରୁଣ୍ଡା ନିକଟରେ ମେକ୍ସ ପିକ୍‌ଅପ୍‌ ଓ ବାଇକ ମୁହାମୁହିଁ ଧକ୍କା : ଯୁବକ ଗୁରୁତର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ଦେଇ ଯାଇଥିବା ୫୯ ନମ୍ବର ଜାତୀୟ ରାଜପଥର ହଳଦୀ- ବଙ୍ଗୋମୁଣ୍ଡା ମଧ୍ୟବର୍ତ୍ତୀ ଗୁରୁଣ୍ଡା ହାଇସ୍କୁଲ ସମ୍ମୁଖ ରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ମେକ୍ସ୍ ପିକ୍ଅପ ଓ ବାଇକ୍ ମଧ୍ୟରେ ମୁହାମୁହିଁ ଧକ୍କା ହେବାରୁ ବାଇକ୍ ଆରୋହୀ ଗୁରୁତର
Read More...