Daily Archives

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଅଭିଭାବକ ବୈଠକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରଠାରେ ପ୍ରଥମ ପର୍ଯ୍ୟାୟ ଅଭିଭାବକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମଠାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକ ଅଭିଭାବିକାମାନେ ବୈଠକରେ ଯୋଗଦେଇ ବିଭିନ୍ନ ମତାମତ ଦେଇଥିଲେ । ଉକ୍ତ
Read More...

ବସକୁ ଧକ୍କା ଦେଲା ୧୬ ଚକିଆ ଟ୍ରକ୍ : ୧ ମୃତ

ରାଉରକେଲା, (କେପିଏନ୍‌ଏସ୍‌) : ଜାତୀୟ ରାଜପଥ ବଜରଙ୍ଗ ଛକ ନିକଟରେ ମୟୂରୀ ବସ ଧକ୍କାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ବସ ରାଉରକେଲାରୁ ବଡ଼ବିଲ ଯାଉଥିଲା । ଲାଠିକଟା ବଜରଙ୍ଗ ଛକ ନିକଟରେ ଡ଼ିସ୍‌କଭର୍‌ ବାଇକ୍‌ରେ ରାଉରକେଲାକୁ ଯାଉଥିବା ଗାଡ଼ିଚାଳକକୁ ଧକ୍କା ଦେଇଥିଲା ।
Read More...

ବିଶ୍ଵ ଦିବ୍ୟାଙ୍ଗ ଦିବସ ଉପଲକ୍ଷେ ଦିବ୍ୟାଙ୍ଗ କ୍ରିକେଟ୍ ପ୍ରତିଯୋଗିତା : ବରଗଡ଼ ରାଇଜିଂ ଷ୍ଟାର୍‌ ବିଜୟୀ

ମ.ରାମପୁର, (ହେମନ୍‌ନ୍ତ ସାହୁ) : ଡିସେମ୍ବର ମାସ ତିନି ତାରିଖରେ ବିଶ୍ଵ ଦିବ୍ୟାଙ୍ଗ ଦିବସ ଉପଲକ୍ଷେ ଆଜି ଦିବ୍ୟାଙ୍ଗ ଟି -୨୦ କ୍ରିକେଟ୍ ପ୍ରତିଯୋଗିତା ସ୍ଥାନୀୟ ଦୁର୍ଗା ମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ରେ ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚ୍‌ ଟି ସକାଳ ଦଶ ଘଣ୍ଟା ତିରିଶ୍‌
Read More...

ଦ୍ଵିତୀୟ ଦିନରେ ମୁରିବାହାଲ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଚାଲିଥିବା ନୂଆ-ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଶନିବାର ଦ୍ୱିତୀୟ ଦିନରେ ସ୍ଥାନୀୟ ସଦର ପଞ୍ଚାୟତ ସରପଞ୍ଚ ତଥା ବ୍ଲକ ସରପଞ୍ଚ ସଂଘ ସଭାପତି ବିଶ୍ୱବିହାରୀ ଯୋଶୀ
Read More...

୫ଟି ଅଧ୍ୟକ୍ଷଙ୍କ ସମୀକ୍ଷା ପଚାଶ ବର୍ଷର ଜମିଜମା ସମସ୍ୟାର ସମାଧାନ

ସୋରଡାର ୨୨ଟି ଗାଁ ଓ ଲଖନପୁରର ୭ଟି ଗାଁରେ ଡିସେମ୍ବର ୧୪ରେ ପଟ୍ଟା ବଣ୍ଟନ, ମୁଖ୍ୟମନ୍ତ୍ରୀ ବାଣ୍ଟିବେ ପଟ୍ଟାଲଖନପୁରର ୯୦୦ ପରିବାର ହେବେ ଉପକୃତ ଜାନୁଆରୀ ମାସରେ ଜଟଣୀ ଖାସମାହାଲ ଜମିର ପ୍ରଥମ ପର୍ଯ୍ୟାୟ ପଟ୍ଟା ବଣ୍ଟନରେଙ୍ଗାଲି ତହସିଲର ୪ଟି ଗ୍ରାମରେ ସର୍ଭେ ତ୍ବରାନ୍ବିତ, ମାର୍ଚ୍ଚ ୩୧
Read More...

ବ୍ୟାପକ ଉତ୍ସାହ ଉଦ୍ଦୀପନା ସହ ତୃତୀୟ ଶିଶୁକଳା ମହୋତ୍ସବ ଆରମ୍ଭ

ବାରିପଦା, (କେପିଏନ୍‌ଏସ୍‌) : ମୟୂରଭଞ୍ଜ କଲ୍‌ଚରାଲ୍‌ ଡେଭେଲପ୍‌ମେଣ୍ଟ ଫାଉଣ୍ଡେସନ ଦ୍ୱାରା ଗତ ଦୁଇବର୍ଷ ଭଳି ଚଳିତ ବର୍ଷ ତୃତୀୟ ଶିଶୁକଳା ମହୋତ୍ସବ ସ୍ଥାନୀୟ ଶହୀଦ ଭବନଠାରେ ଅନୁଷ୍ଠିତ ହେଉଛି । ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥିଭାବେ ବାରିପଦା ପୌର ପରିଷଦର ନଗରପାଳ କୃଷ୍ଣାନନ୍ଦ
Read More...

ଶେଷରେ ବଲାଙ୍ଗିର ଭୀମଭୋଇ ମେଡ଼ିକାଲରେ ଜୀବନ ହାରିଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୁର୍ଘଟଣାଗ୍ରସ୍ତ ଯୁବକଙ୍କ ମୃତ୍ୟୁ । ଚିଙ୍ଗେରବନ୍ଧ ନିକଟରେ ଘଟିଥିବା ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ସୂଚନା ରହିଛି । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼
Read More...

ସମ୍ଭାବ୍ୟ ଲଗାଣ ବର୍ଷାକୁ ଭିତ୍ତିକରି ଗଞ୍ଜାମ ଜିଲ୍ଲାପାଳଙ୍କ ଜରୁରୀ ବୈଠକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଦକ୍ଷିଣ ଓଡ଼ିଶାରେ ପ୍ରବଳବର୍ଷା ହେବାର ସମ୍ଭାବନା ଥିବାବେଳେ ପ୍ରାୟତଃ ୬/ ୭ଦିନ ଧରି ଲଗାଣ ବର୍ଷା ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଶନିବାର ଏକ ଜରୁରୀ ବୈଠକ ଡକାଇ ବିହିତ ବନ୍ଦୋବସ୍ତ କରାଯିବା ନେଇ
Read More...

ଜାତୀୟ ପ୍ରଦୂଷଣ ନିରାକରଣ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରଦୂଷଣ ତଥା ପଲିଥିନ ମୁକ୍ତ ସ୍ୱଚ୍ଛ ସବୁଜ ପରିବେଶ ଗଠନ, ପରିବେଶ ସୁରକ୍ଷା, ନୂତନ ବନୀକରଣ ଆଦି ଉଦ୍ଦେଶ୍ୟରେ ଦୀର୍ଘଦିନ ଧରି ସୁନ୍ଦରଗଡ଼ ଜିଲ୍ଲାରେ କାର୍ଯ୍ୟ କରି ଆସୁଥିବା ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ "ସାଥୀ" ଏବଂ ରାଜ୍ୟ ପ୍ରଦୂଷଣ
Read More...

ଛତ୍ରପୁର ବ୍ଲକ୍ ଭିକାରିପଲ୍ଲୀ ଗ୍ରାମରେ ଭାରତ ସଂକଳ୍ପ ଯାତ୍ରା ସଚେତନତା ରଥ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଭିକାରିପଲ୍ଲୀ ଗ୍ରାମରେ ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ ଦ୍ୱାରା ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇବା ଓ ଲୋକଙ୍କ ପାଖରେ ସମସ୍ତ ଯୋଜନାମାନ କିଭଳି ପହଞ୍ଚିବ
Read More...