Daily Archives

ସୁଦାମ ଚରଣ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଚନ୍ଦନଭାଟିଠାରେ ନୂଆଁ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ନୂଆଁ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଯୁବବର୍ଗଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ପାଇଁ ସୁଦାମ ଚରଣ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଚନ୍ଦନଭାଟିଠାରେ ଏହାର ଶୁଭାରମ୍ଭ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ଅଶୋକ
Read More...

ହରିଶଙ୍କରରେ ଛାତ୍ରଛାତ୍ରୀଙ୍କ ସଫେଇ କାର୍ଯ୍ୟକ୍ରମ : ପର୍ଯ୍ୟଟନ କେନ୍ଦ୍ରକୁ ସ୍ୱଚ୍ଛ ଓ ନିର୍ମଳ ରଖିବାକୁ ଆହ୍ୱାନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନ କେନ୍ଦ୍ର ହରିଶଙ୍କରଠାରେ ଖପ୍ରାଖୋଲ ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଶନିବାର ସମୂହ ସଫେଇ କାର୍ଯ୍ୟକ୍ରମ ସହିତ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ
Read More...

ଡିସେମ୍ବର ୨୯ ପାଚକ ପାଚିକା ମହାସଂଘ ପକ୍ଷରୁ ଭୁବନେଶ୍ଵରଠାରେ ବିରାଟ ଗଣ ବିକ୍ଷୋଭ ଓ ଧାରଣା

ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ମହାସଂଘ ରାଉରକେଲା ଶାଖା ପକ୍ଷରୁ ସେକ୍ଟର -୭ ବି/୪୦ ରାଉରକେଲାର ସିଅର କାର୍ଯ୍ୟାଳୟ ଠାରେ ଏକ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ଓଡିଶା ମହାସଂଘର ସଭାପତି ଯୋଗେନ୍ଦ୍ର ସ୍ୱାଇଁ ଅଧ୍ୟକ୍ଷତା କରିଥିଲେ ।
Read More...

ଧାନ ବିକ୍ରି ପାଇଁ ଟୋକନ୍‌ ବିଳମ୍ବ ନେଇ ଚୁଲିଫୁଙ୍କା ଧାନମଣ୍ଡିକୁ ତାଲା ପକାଇଲେ ଚାଷୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଚାଷୀଙ୍କ ଧାନ ବିକ୍ରି କରିବା ପାଇଁ ଟୋକାନ୍‌ ବିଳମ୍ବରେ ଆସିଥିବାରୁ ଆଜି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କାରେ ଥିବା ସେବା ସମବାୟ ସମିତି ଲିଃ ଧାନମଣ୍ଡିକୁ ତାଲା ପକାଇଲେ ଚାଷୀ । ଚାଷୀମାନେ ଦୀର୍ଘ ଦିନ ହେଲା ଧାନକୁ ଅମଳ କରି ଖଳା
Read More...

ବାଦିଘୋର ପୋଲ ଉପରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ମହିଳା ମୃତ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ଚନ୍ଦନଭାଟି ପଞ୍ଚାୟତ ଅନ୍ତର୍ଗତ ବାଦିଘୋର ପୋଲ ନିକଟରେ ଆଜି ସଂଧ୍ୟାରେ ନିଜ ଗ୍ରାମ ଦୁଆନପାଲିରୁ କାମ ସାରି ବଲାଙ୍ଗିର ସ୍ଥିତ ବାସଭବନକୁ ଏକ ସ୍କୁଟିରେ ଫେରୁଥିବା ବେଳେ ବଲାଙ୍ଗିର ପଟୁ ଆସୁଥିବା ଏକ ହାଇୱା ଗାଡି ଧକ୍କା ଦେଇଥିଲା ।
Read More...

ବ୍ଲକସ୍ତରୀୟ ଖେଳ ଓ ସାଂସ୍କୃତିକ ପ୍ରତିଯୋଗିତା ସମାରୋହ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଗୋଷ୍ଠୀ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟଠାରେ ଆଜି ସକାରାତ୍ମକ ପରିବେଶ ସୃଷ୍ଟି ନିମନ୍ତେ ଭିନ୍ନକ୍ଷମ ଛାତ୍ର ଛାତ୍ରୀମାନଙ୍କ ସକାଶେ ବ୍ଲକସ୍ତରୀୟ ଖେଳ ଓ ସାଂସ୍କୃତିକ ପ୍ରତିଯୋଗିତା ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ପ୍ରଥମ ଇସ୍ପାତ ନାଟକ ମହୋତ୍ସବର ପ୍ରଥମ ସନ୍ଧ୍ୟା : ପ୍ରତିଧ୍ୱନୀ ତରଫରୁ ପେଇଂଗେଷ୍ଟ ମଞ୍ଚସ୍ଥ

ରାଉରକେଲା, (ସସ୍ମିତା ପ୍ରଧାନ) : ଏକତ୍ର ରାଉରକେଲା ଦ୍ଵାରା ଆୟୋଜିତ ପ୍ରଥମ ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୩ ସ୍ଥାନୀୟ ସିଭିକ ସେଣ୍ଟରଠାରେ ଆରମ୍ଭ ହୋଇଛି । ପ୍ରଥମ ସନ୍ଧ୍ୟାରେ ନାଟ୍ୟାନୁଷ୍ଠାନ ପ୍ରତିଧ୍ଵନି ତରଫରୁ ନାରୀ ନିର୍ୟାତନା ଉପରେ ଆଧାରିତ ନାଟକ ପେଇଂଗେଷ୍ଟ ମଞ୍ଚସ୍ଥ ହୋଇଥିବା ବେଳେ
Read More...

ଲୋଇସିଂହା କଲେଜରେ ନୂତନ ଓ ସମନ୍ୱିତ ଯୁବ ବିିକାଶ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ମହାବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ନୂଆ ଓଡିଶା ଗଠନରେ ଯୁବକ ଯୁବତୀମାନଙ୍କ ସଂପୃକ୍ତି ସହ ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ପାରଦର୍ଶିତା
Read More...

ପାଇକମାଲଠାରେ ବିଜେପିର ଜନ ଆକ୍ରୋଶ ସମାବେଶ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟି ପଦ୍ମପୁର ପକ୍ଷରୁ ଆଜି ପାଇକମାଲ ବ୍ଲକ ଘେରାଉ କରାଯାଇଥିଲା । ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ପାଇକମାଲ ସ୍ଥିତ ଧର୍ମଶାଳାଠାରୁ ଏକ ବିରାଟ ଶୋଭାଯାତ୍ରାରେ ବିଜେପି କର୍ମୀ ଏବଂ ଜନ ସାଧାରଣ ବ୍ଲକ କାର୍ଯ୍ୟାଳୟରେ
Read More...

ଓଡ଼ିଶା ଗୃହ ନିର୍ମାଣ ସଂସ୍ଥାକୁ ରାଉରକେଲାରେ କାର୍ଯ୍ୟକ୍ଷମ କରାଯାଉ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଉଚ୍ଚ କର୍ତ୍ତୃପକ୍ଷଙ୍କ ଖାମଖିଆଲି ନୀତି ପାଇଁ ଓଡିଶା ଗୃହ ନିର୍ମାଣ ସଂସ୍ଥାର ରାଉରକେଲା ସ୍ଥିତ ପ୍ରକଳ୍ପ କାର୍ଯ୍ୟାଳୟ ବନ୍ଦ ହେବାକୁ ଯାଉଛି । ୧୯୭୫ ମସିହାରେ ଆରମ୍ଭ ହୋଇଥିବା ଅଫିସ ରାଉରକେଲା ସ୍ଥିତ ବାସନ୍ତି କଲୋନୀରେ ୨୩୭୬, ଛେଣ୍ଡ ଫେଜ୍‌
Read More...