ସ୍ୱର୍ଗତ ରାଷ୍ଟ୍ରପତି ବେହେରା ସ୍ମାରକୀ ଫୁଟ୍ବଲ୍ ଟୁର୍ଣ୍ଣାମେଣ୍ଟ : ବିରିପାଲି ବିଜୟୀ
ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବିରିପାଲି ଗାଁରେ ଚାଲିଥିବା ସ୍ୱର୍ଗତ ରାଷ୍ଟ୍ରପତି ବେହେରା ସ୍ମାରକୀ ଫୁଟ୍ବଲ୍ ଟୁର୍ଣ୍ଣାମେଣ୍ଟର କ୍ବାଟର ଫାଇନାଲରେ ନଙ୍ଗଲାଜୁରୀ ଓ ବିରିପାଲି ଗ୍ରାମରେ ମ୍ୟାଚ ହୋଇଥିଲା । ଏହି ମ୍ୟାଚରେ ୪-୩ରେ ବିରିପାଲି!-->…
Read More...
Read More...