Daily Archives

ଚନ୍ଦ୍ରମଣି ନାଟ୍ୟ ସଂଘ ପକ୍ଷରୁ ନଭେମ୍ବର ୨୫ ଓ ୨୬ରେ ହେବ ଶତ ବାର୍ଷିକୀ ମହୋତ୍ସବ

ମ.ରାମପୁର, (ହେମନ୍ତ ସାହୁ) : ଓଡ଼ିଶାର ଅନ୍ୟତମ ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ଚନ୍ଦ୍ରମଣି ନାଟ୍ୟ ସଂଘ ପକ୍ଷରୁ ଚଳିତ ମାସ ୨୫ ଓ ୨୬ ତାରିଖ ଦୁଇ ଦିନ ଧରି ଶତ ବାର୍ଷିକୀ ମହୋତ୍ସବ ମହାସମାରୋହରେ ପାଳନ କରାଯିବ । ୨୫ ତାରିଖ ସକାଳ ୧୦ ଘଣ୍ଟା ସମୟରେ ମ.ରାମପୁରର ଇଷ୍ଟ ଦେବୀ ମା' ଡୋକାରୀଙ୍କ
Read More...