Daily Archives

ନଭେମ୍ବର ୧୫ରେ କୋଶଲ ମହାବନ୍ଦ ଡାକରା ଦେଲା କୋଶଲ ରାଏଜ ମିଳିତ କ୍ରିୟାନୁଷ୍ଠାନ କମିଟି

ବଲାଙ୍ଗିର, (କେପିଏନ୍‌ଏସ୍‌) : ନଭେମ୍ବର ୧୫ରେ କୋଶଲ ମହାବନ୍ଦ ଡାକରା ଦେଇଛି କୋଶଲ ରାଏଜ ମିଳିତ କ୍ରିୟାନୁଷ୍ଠାନ କମିଟି । ଆଜି ବଲାଙ୍ଗିର ସାମ୍ୱାଦିକ ଭବନ ଠାରେ କମିଟି ତରଫରୁ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ କୋଶଳାଞ୍ଚଳ ପ୍ରତି ହେଉଥିବା ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରାଯାଇ
Read More...

ସାବଧାନ, ମଦ ପିଇ ଗାଡ଼ି ଡ୍ରାଇଭିଂ କରନ୍ତୁ ନାହିିଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଗିଛି ବଲାଙ୍ଗିର ପୋଲିସ ସୂଚନା ଅନୁସାରେ ମଦ୍ୟପାନ କରି ଗାଡ଼ି ଚାଳନାକୁ ରୋକିବା ପାଇଁ ବଲାଙ୍ଗିର ଏସ୍‌ପିଙ୍କ ରିଷିକେଶ ଖିଲାରୀଙ୍କ ନିର୍ଦେଶ କ୍ରମେ ବଲାଙ୍ଗିର ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଚାଲିଥିବା ବେଳେ ୨୪ ଘଂଟା ଭିତରେ ବଲାଙ୍ଗିର ଜିଲ୍ଲାରେ ଏହି
Read More...

ଟ୍ରାଫିକ୍‌ ନିୟମ ଉଲଂଘନ କଲେ କଡ଼ା ଫାଇନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୋଲିସ ସାରା ସହରରେ ସିସିଟିଭି ଲଗାଇ ଯାଂଚ ଜାରି ରଖିଛି । ସୂଚନା ଅନୁସାରେ ଗତକାଲି ୪୭ଟି ବାଇକ୍‌ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବାଇକ୍‌ରେ ତିନି ଜଣ ବସିବା, ଗାଡ଼ି ଚଳାଇବା ସମୟରେ ମୋବାଇଲ୍‌ ଫୋନ୍‌ରେ କଥା ହେବା ମହଙ୍ଗା ପଡ଼ିଛି
Read More...

୨୪ ଘଂଟା ନପୂରୁଣୁ ଅଭିଯୁକ୍ତମାନଙ୍କୁ ଗିରଫ୍‌ କଲା ବଲାଙ୍ଗିର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ଅପରାହ୍ନରେ ବଲାଙ୍ଗିର ରେଡ଼ିଓ ଷ୍ଟେସନ୍‌ ପାଖରେ ଶାସ୍ତ୍ରୀନଗରର ରାଜା ଭାଟି ଓ ସୁରମ୍ୟ ଯାଦନଙ୍କୁ ଦଶ ବାର ଜଣ ପିଲା ଆସି ଅତିର୍କିତ ଭାବେ ତରୱାଲ୍‌ ଓ ଲୁହାଛଡ଼ ସାହାଯ୍ୟରେ ଆକ୍ରମଣ କରିଥିବା ବେଳେ ଏନେଇ ବଲାଙ୍ଗିର ଟାଉନ୍‌ ଥାନାରେ ଅଭିଯୋଗ ହୋଇଥିଲା
Read More...

ବଲାଙ୍ଗିର ପୌର ପରିଷଦ ପକ୍ଷରୁ “ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ-୨୦୨୩” ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌର ପରିଷଦ ସଭାଗୃହ ଠାରେ "ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ-୨୦୨୩" ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷ ଶ୍ରୀମତୀ ଲିକା ସାହୁ ମୁଖ୍ୟ ଅତିଥ ଭାବେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ନିର୍ବାହୀ ଅଧିକାରୀ
Read More...

ବଡ଼ସାଇମରା ଗ୍ରାମର ଜଣେ ବିବାହିତା ମହିଳାଙ୍କୁ ଆଦିବାସୀ ଯୁବକଙ୍କ ଦୁଷ୍କର୍ମ ଉଦ୍ୟମ

ଅଭିଯୁକ୍ତ ଯୁବକ ନିଖୋଜ ନେଇ ବାପାଙ୍କ ପାଲଟା ଅଭିଯୋଗ : ଉଭୟ ପକ୍ଷରୁ ମାମଲା ରୁଜ୍ଜୁ- ଅଭିଯୁକ୍ତ ନିଖୋଜ ନା ଫେରାର କରାଯାଇଛି ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ବଡସାଇମରା ଗ୍ରାମର ଜଣେ ବିବାହିତା ମହିଳାଙ୍କୁ ଜଣେ ଆଦିବାସୀ ଯୁବକ ରାତିରେ
Read More...

ବିଶ୍ୱ ମିତବ୍ୟୟତା ଦିବସ ଅବସରରେ ସଚେତନତା ରଥର ଶୁଭାରମ୍ଭ

ବ୍ରହ୍ମପୁର, ( କେ.ସତ୍ୟନାରାୟଣ ରେଡ୍ଡୀ ) : ବିଶ୍ୱମିତବ୍ୟୟତା ଦିବସ ପାଳନ ଅବସରରେ ଗଞ୍ଜାମ ଜିଲ୍ଲାସ୍ତରୀୟ ଏହି କାର୍ଯ୍ୟକ୍ରମ ପାଳନ ନିମନ୍ତେ ଏକ ସଚେତନତା ରଥ ଶୁଭାରମ୍ଭ ହୋଇଛି । ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ସୋମବାର ପୂର୍ବାହ୍ନରେ ଏହି ରଥ ବାହାରି ସଚେତନତାର ବାର୍ତ୍ତା
Read More...

ଛତ୍ରପୁରରେ ଏକ ହକି ହଷ୍ଟେଲର ପ୍ରତିଷ୍ଠା ନିମନ୍ତେ ପ୍ରସ୍ତାବ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଭାବେ ଛତ୍ରପୁର ବହୁତ ପଛରେ ପଡ଼ିରହିଛି । ଛତ୍ରପୁରର ବିବିଧ ବିକାଶ କରାଯିବା ନିମନ୍ତେ ନେତ୍ତୃବର୍ଗଙ୍କୁ ଦୃଷ୍ଟି ଆରୋପ କରାଯାଇଛି । ଛତ୍ରପୁର ଗୌରୀଶଙ୍କର କଲ୍ୟାଣମଣ୍ଡପକୁ ରବିବାର ଅପରାହ୍ନରେ ବ୍ରହ୍ମପୁର ସାଂସଦ
Read More...

ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ପୁଣି ରାଜ୍ୟ ସ୍ତରରେ ସମ୍ମାନୀତ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ପୁଣିଥରେ ପୁରସ୍କୃତ ହୋଇଛି । ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ କ୍ଷେତ୍ରରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛି । ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ୱାରା ଭୁବନେଶ୍ୱର
Read More...

ହରଭଙ୍ଗାରେ ମହାକାଳେଶ୍ଵର ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ ଉତ୍ସବରେ ଯୋଗଦେଲେ ଲୋଇସିଂହା ବିଧାୟକ ମୁକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ମୁରଶୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ହରଭଙ୍ଗା ଖେଳ ପଡିଆରେ ଦ୍ଵିତୀୟ ବର୍ଷ ବାବା ମହାକାଳେଶ୍ଵର ଫୁଟବଲ ଆସୋସିଏସନ ହରଭଙ୍ଗା ଦ୍ୱାରା ପରିଚାଳିତ ରନିଙ୍ଗ ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ ହୋଇଛି । ଉଦ୍‌ଯାପନୀ ଉତ୍ସବରେ ମାନ୍ୟବର ଲୋଇସିଂହା ବିଧାୟକ
Read More...