Daily Archives

ବଲାଙ୍ଗିର ଦିନ ଉଧେ ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ ଆମର ପିଠାମଡା ପ୍ରତିଯୋଗିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଦିନ ଅବସରରେ ନାରିଶକ୍ତି ଫାଉଣ୍ଡେସନ ତରଫରୁ ବଲାଙ୍ଗିର କଲେଜ ଛକ କଲ୍ୟାଣ ମଣ୍ଡପଠାରେ ଆମର ପିଠାମଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପାରମ୍ପରିକ ପିଠାମଡା ପ୍ରତିଯୋଗିତା ରେ ବିଭିନ୍ନ ପ୍ରକାରର ପିଠା ମଡା ଦେଖିବାକୁ ମିଳିଥିଲା ।
Read More...

ସୁବର୍ଣ୍ଣପୁରଠାରେ ବିଶ୍ୱ ମିତବ୍ୟୟିତା ଦିବସ ପାଳିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆର୍ଥିକ ଓ ସାମାଜିକ ନିରାପତ୍ତାକୁ ସୁଦୃଢ କରିବା ସହ ସଂଚୟକୁ ସୁନିଶ୍ଚିତ କରିବା ବାର୍ତ୍ତାରେ ଆଜି ସୁବର୍ଣ୍ଣପୁରଠାରେ ବିଶ୍ୱ ମିତବ୍ୟୟିତା ଦିବସ ପାଳିତ ହୋଇଯାଇଛି । ଭବିଷ୍ୟତକୁ ନଜରରେ ରଖି କଷ୍ଟୋପାର୍ଜିତ ଅର୍ଥର ସଂଚୟ ଆତ୍ମନିର୍ଭର ହେବାକୁ
Read More...

ଆମ ଓଡିଶା ନବୀନ ଓଡିଶା ଷଷ୍ଠ ଦିନରେ

ରାୟଗଡ ଓ ଝାରସୁଗୁଡା ଜିଲ୍ଲାରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀରାୟଗଡର ୩ଟି ନିର୍ବାଚନ ମଣ୍ଡଳୀ ପାଇଁ ୯୧ କୋଟି : ୨୬୧୩ ପ୍ରକଳ୍ପଝାରସୁଗୁଡାର ୨ଟି ନିର୍ବାଚନ ମଣ୍ଡଳୀ ପାଇଁ ୩୯ କୋଟି : ୯୫୭ ପ୍ରକଳ୍ପପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କାବିକାଶର ନୂଆ ଶିଖରରେ ପହଞ୍ଚିବ ଓଡିଶାର ସବୁ ଗାଁ :
Read More...

ସୁବର୍ଣ୍ଣପୁରରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ

ଶପଥ ଗ୍ରହଣରୁ ଆରମ୍ଭ ହେଲା କାର୍ୟ୍ୟକ୍ରମ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : କେନ୍ଦ୍ରୀୟ ଓ ରାଜ୍ୟ ଦୁର୍ନୀତି ନିବାରଣ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଏବେ ସମଗ୍ର ରାଜ୍ୟରେ୩୦ ଅକ୍ଟୋବରରୁ ୦୫ ନଭେମ୍ବର ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ହେଉଛି । ଏହି ଅବସରରେ ସମଗ୍ର
Read More...

ଲୋଇସିଂହା ରେଂଜ କର୍ମଚାରୀମାନଙ୍କ ଦ୍ୱାରା ଏକ ବଡ଼ ଅଜଗର ସାପ ଉଦ୍ଧାର

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ରେଂଜ କର୍ମଚାରୀମାନଙ୍କ ଦ୍ୱାରା ଏକ ବଡ଼ ଅଜଗର ସାପ ଉଦ୍ଧାର ହୋଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ୮ଟା ସମୟରେ ସୂଚନା ପାଇବା ପରେ ଲୋଇସିଂହା ରେଞ୍ଜ କର୍ମଚାରୀମାନେ ବନ ଅଧିକାରୀଙ୍କ ଉପସ୍ଥିତିରେ ବନ୍ୟଜନ୍ତୁ
Read More...

ବଲାଙ୍ଗିର ଦିନ ଉଧେ ସମଲେଇ ମନ୍ଦିର ଆଳତୀ କମିଟି ପକ୍ଷରୁ ଆମର ପିନ୍ଧନ ଉଢନ ରେମ୍ପ ସୋ ଓ ଡ୍ୟାନ୍ସ ପ୍ରତିଯୋଗିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଦିନ ଅବସରରେ ସମଲେଇ ମନ୍ଦିର ଆଳତି କମିଟି ତରଫରୁ ବଲାଙ୍ଗିର ଟାଉନ୍ ହଲଠାରେ ଆମର ପିନ୍ଧନ ଉଢନ ରେମ୍ପ ସୋ ଓ ଡ୍ୟାନ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ବିଭିନ୍ନ ସ୍କୁଲ, କଲେଜ ଓ ସହରର ଅନେକ ପ୍ରତିଯୋଗୀ ଭାଗ ନେଇଥିଲେ ।
Read More...

ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୩ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୩ ପାଳନ ଉପଲକ୍ଷେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅସ୍ଵାନ ହଲ୍‌ରେ ସାଧୁତାର ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଏହି ଶପଥ ପାଠ କରାଇଥିଲେ ।
Read More...

ଦୁର୍ଘଟଣା ରୋକିବାକୁ ରେଳ ବିଭାଗର ଆନ୍ତରିକତା ନାହିଁ : ହେମନ୍ତ ପଣ୍ଡା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଗତ ୨୦ ବର୍ଷ ମଧ୍ୟରେ ଘଟିଥିବା ରେଳ ଦୁର୍ଘଟଣା ଗୁଡିକର ତଥ୍ୟ ଏଣେତେଣେ ରହିଛି । ଦୁର୍ଘଟଣା ଗୁଡିକ ବିଭିନ୍ନ ରେଳ ଜୋନରେ ଘଟିଥିବା କାରଣରୁ ଦୁର୍ଘଟଣା ଗୁଡିକ ବିଷୟରେ ତଥ୍ୟ ପାଇଁ ସମସ୍ତ ରେଳ ଜୋନକୁ ଆବେଦନକାରୀ ଆବେଦନ କରିପାରିବେ ବୋଲି ରେଳ ବିଭାଗର
Read More...

ବଲାଙ୍ଗିରରେ ବିଜୟ-ନରସିଂହଙ୍କ ସାକ୍ଷାତ ଆଲୋଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କୁ ପ୍ରଦେଶ କଂଗ୍ରେସ ପ୍ରଚାର ପ୍ରସାର କମିଟି ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ବଲାଙ୍ଗିର ଗସ୍ତରେ ଆସି ଭେଟିବା ସହ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଛନ୍ତି । ବିଧାୟକ ନରସିଂହଙ୍କ ସହ ଗତକାଲି
Read More...

ସାଲେଭଟା ସରସ୍ୱତୀ ଶିଶୁ ମନ୍ଦିର ରୋପ୍ୟ ଜୟନ୍ତୀ ବୈଠକ

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର(ଡୁଡୁକା) ବ୍ଳକ ସାଲେଭଟା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ରୋପ୍ୟ ଜୟନ୍ତୀ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ପୁରାତନ ଛାତ୍ର ସାଂସଦ କର୍ମକର୍ତା ଗଠନ କରାଯାଇଛି । ଏଥିନେଇ ଶିଶୁ ବିଦ୍ୟାମନ୍ଦିରର ସଭାଗୃହରେ ବିଦ୍ୟାଳୟର
Read More...