Daily Archives

ଠିକାଦାରଙ୍କ ବଦଳରେ ଗ୍ରାମ କମିଟିକୁ କାମ ଦେବାପାଇଁ ବାର୍ଡୁଲ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଠିକାଦାରଙ୍କ ବଦଳରେ ଗ୍ରାମ କମିଟିକୁ କାମ ଦେବାପାଇଁ ବାର୍ଡୁଲ ଗ୍ରାମବାସୀ ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ୍‌ ଅନ୍ତର୍ଗତ ହୀରାପୁର ଗ୍ରାମ ପଞ୍ଚାୟତର ବାର୍ଡୁଲ ଗ୍ରାମବାସୀ ଜଣାଇଛନ୍ତି ଯେ, ତାଙ୍କ ଗ୍ରାମକୁ
Read More...

ଫଲସାମାଲରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ନୂଆଁଖାଇ ଭେଟ୍‌ଘାଟ୍‌

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ରତାଖଣ୍ଡି ପଞ୍ଚାୟତ ଫଲସାମାଲ ଗାଁରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଆହ୍ୱାନ କ୍ରମେ ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ପୂର୍ବରୁ ଗାଁରେ ସାଂସ୍କୃତିକ ଶୋଭାଯାତ୍ରା ହୋଇଥିଲା । ସଂଘର
Read More...

୪୦୦୦ କଫ୍‌ ସିରଫ ବୋତଲକୁ ଜବତ କରି ୬ ଜଣଙ୍କୁ ଗିରଫ କଲା ବଲାଙ୍ଗିର ଟାଉନ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଦିନକୁ ଦିନ କଫ୍‌ ସିରଫ୍‌ ଚୋରାଚାଲାଣ ବଢି ବଢି ଚାଲିଥିବା ବେଳେ ଆଜି ପୁଣି ଚୋରା ଚାଲାଣ ବେଳେ ସମ୍ବଲପୁର ରୋଡ଼ ସ୍ଥିତ ପେଟ୍ରୋଲ ପମ୍ପ ନିକଟରେ ୪୦୦୦ କଫ ସିରଫ୍‌ ବୋତଲକୁ ଜବତ କରିବା ସହ ଏହି ମାମାଲାରେ ସଂପୃକ୍ତ ୬ ଜଣଙ୍କୁ ଗିରଫ କରିଛି
Read More...

ସଲଣ୍ଡିଆମୁଣ୍ଡାରେ ଅଷ୍ଟପ୍ରହର ନାମଯଜ୍ଞ ପାଇଁ ଶୁଭଖମ୍ବ ସ୍ଥାପନ

କଳାହାଣ୍ଡି, (ନରୋତ୍ତମ ସେଲମା ) : କର୍ଲାମୁଣ୍ଡା ବ୍ଲକର ରିଷିଡା ପଞ୍ଚାୟତ ଅନ୍ତର୍ଗତ ସଲଣ୍ଡିଆମୁଣ୍ଡା ଠାରେ ଗଜଲକ୍ଷ୍ମୀ ପୂଜାର ୧୨ବର୍ଷ ପୂର୍ତ୍ତୀ ଅବସରରେ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହେବ । ଏଥିପାଇଁ ଆଜି ଶୁଭଖମ୍ବ ସ୍ଥାପନ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ କର୍ତ୍ତା ଭାବେ
Read More...

ସହିଦ୍‌ ମନୋଜ କୁମାର ସ୍ୱାଇଁଙ୍କୁ ଶ୍ରଦ୍ଧାଞ୍ଜଳି

ରାଉରକେଲା, (ସସ୍ମିତା ପ୍ରଧାନ) : ଓଏସଏପି ସରକାରୀ ଉଚ୍ଚ ବିଦ୍ୟାଳୟର ୧୯୯୪ ମାଟ୍ରିକ ବ୍ୟାଚର ପୂର୍ବତନ ବିଦ୍ୟାର୍ଥୀ ତଥା ଭାରତୀୟ ନୈାସେନାର ପଦସ୍ଥ ଅଧିକାରୀ ସହିଦ୍ ମନୋଜ କୁମାର ସ୍ୱାଇଁଙ୍କୁ ବିଦ୍ୟାଳୟ ପରିସରରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସହିଦ୍‌ ଶ୍ରୀ ସ୍ୱାଇଁଙ୍କ
Read More...

ହମିରପୁର ଉନ୍ନୟନ ପରିଷଦର ସ୍ୱାସ୍ଥ୍ୟ ଓ ସାଇବର ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁରସ୍ଥିତ ସାଇ ମନ୍ଦିର ପ୍ରାଙ୍ଗଣରେ ଏକ ସ୍ୱାସ୍ଥ୍ୟ ଓ ସାଇବର ସଚେତନତା ଶିବିର ହମିରପୁର ଉନ୍ନୟନ ପରିଷଦ ତରଫରୁ ଆୟୋଜନ ହୋଇଯାଇଛି । ସମସ୍ତଙ୍କୁ ଶାରଦୀୟ ଶୁଭେଚ୍ଛା ଜଣାଇବା ସହ ପରିଷଦର ସଭାପତି ଡ଼କ୍ଟର ସୁମନ ଦତ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ
Read More...

ଆଜି ଠୁ ଗଡ଼ିବନି ଘରୋଇ ବସ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଠୁ ଗଡ଼ିବନି ଘରୋଇ ବସ୍‌ । ଅନିର୍ଦ୍ଧିଷ୍ଟ କାଳ ପାଇଁ ସାରା ରାଜ୍ୟରେ ଘରୋଇ ବସ୍‌ ଚଳାଚଳ ବନ୍ଦ ନିଷ୍ପତ୍ତି ନିଆଯାଇଛି । ରାଜ୍ୟ ସରକାର ଯେତେଦିନ ପର୍ଯ୍ୟନ୍ତ 'ଲକ୍ଷ୍ମୀ' ଯୋଜନାରେ ଘରୋଇ ବସ୍‌କୁ ସାମିଲ୍‌ ନକରିବେ ତଥା ମୋ' ବସ୍‌କୁ କେବଳ ସହରାଂଚଳରେ
Read More...

ପବିତ୍ର ଦଶହରା ଉପଲକ୍ଷେ ଟିଟିଲାଗଡ ଓମ ଭ୍ୟାଲି ସ୍କୁଲରେ ନବରାତ୍ରି ସହିତ ଡ଼ାଣ୍ଡିୟା ନାଇଟ ଆୟୋଜିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଓମ ଭ୍ୟାଲି ସ୍କୁଲରେ ଚଳିତ ବର୍ଷ ପବିତ୍ର ନବରାତ୍ରି ଉପଲକ୍ଷେ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ସହ ଅଭିଭାବକମାନଙ୍କୁ ନେଇ ଦୁଇ ଦିନିଆ ଡ଼ାଣ୍ଡିୟା ନାଇଟ୍‌ ଆୟୋଜିତ ହୋଇଯାଇଛି । ୧୮ ତାରିଖ ସନ୍ଧ୍ୟାରେ ମୁଖ୍ୟଅତିଥି
Read More...

ବରାହ ଫାଶରେ ମୃତ ଶିକାରୀଙ୍କ ଶବ ୪୮ ଘଣ୍ଟା ପରେ ଠାବ କଲା ପୋଲିସ, ଜଣେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ଓ ୨ ଫେରାର

ସଇଁତଲା, (ପ୍ରମୋଦ ସେଲମା ) : ବଲାଙ୍ଗିର ଜିଲ୍ଲା ସଇଁତଲା ରେଞ୍ଜ ଅଧୀନ କୁମ୍ଭାରୀ ସ୍ଥିତ କାଲିକ୍ଷେତ ପତ୍ରା କାଳୀଡୁଙ୍ଗୁରି ଜଙ୍ଗଲରେ ଜଣେ ବରାହ ଶିକାରୀ ବିଦ୍ୟୁତ ସଂଯୋଗ ଫାଶରେ ପଡି ମୃତ୍ୟୁ ଘଟିଥିବା ବେଳେ ଶବକୁ ଗାଏବକୁ ନେଇ ଅଞ୍ଚଳରେ ଚଞ୍ଚଲ୍ୟ ଖେଳିଯାଇଥିଲା । ଏହାର ୪୮ ଘଣ୍ଟା ପରେ
Read More...

ମହାରାଷ୍ଟ୍ରରେ ୫୧୧ଟି ପ୍ରମୋଦ ମହାଜନ ଗ୍ରାମୀଣ କୌଶଲ୍ୟ ବିକାଶ କେନ୍ଦ୍ରର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

● "ଏହି କେନ୍ଦ୍ର ଗୁଡ଼ିକ ଆମ ଯୁବବର୍ଗ ମାନଙ୍କ ପାଇଁ ଦକ୍ଷତା ବିକାଶର ସୁଯୋଗ ଉନ୍ମୁକ୍ତ କରିବା ନିମନ୍ତେ ଉତ୍ପ୍ରେରକ ଭାବରେ କାର୍ଯ୍ୟ କରିବ”● “ବିଶ୍ୱ ସ୍ତରରେ କୁଶଳୀ ଭାରତୀୟ ଯୁବକ ମାନଙ୍କର ଚାହିଦା ବୃଦ୍ଧି ପାଇବାରେ ଲାଗିଛି”● ଭାରତ କେବଳ ନିଜ ପାଇଁ ନୁହେଁ, ସମଗ୍ର ବିଶ୍ୱ ପାଇଁ ଦକ୍ଷ
Read More...