Daily Archives

ପିପିଲି ଟୋଲ୍‌ ପ୍ଲାଜାରେ ଗୁଳିମାଡ଼

ପିପିଲି : ପିପିଲି ଟୋଲ୍‌ ପ୍ଲାଜାରେ ଗୁଳିମାଡ଼ ହୋଇଥିବା ଖବର ମିଳିଛି । ଗୁଳିମାଡ କରିଥିବା ସଂପୃକ୍ତ ଦୁର୍ବୃତ୍ତଙ୍କୁ ଧରିବାକୁ ନିମାପଡ଼ା, ପିପିଲି, ଗୋପ ଓ ବଳଙ୍ଗା ଆଦି ୪ଟି ଥାନା ପୋଲିସ ମିଳିତ ଚଢ଼ାଉ କରିଥିବା ଜଣାପଡିଛି । ଖସି ପଳାଉଥିବା ବେଳେ ଗ୍ରାମବାସୀ ଓ ପୋଲିସ କାବୁ କରି ଫେରାର
Read More...

ରଘୁବର ଦାସ ହେବେ ଓଡ଼ିଶାର ରାଜ୍ୟପାଳ

ଭୁବନେଶ୍ୱର : ରଘୁବର ଦାସ ହେବେ ଓଡ଼ିଶାର ରାଜ୍ୟପାଳ । ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ହେଉଛନ୍ତି ରଘୁବର ଦାସ । ରଘୁବର ଦାସ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଥିଲେ । ୨୦୧୪ରୁ ୨୦୧୯ ଯାଏ ସେ ଝାଡ଼ଖଣ୍ଡର ଷଷ୍ଠ ତଥା ପ୍ରଥମ ଅଣ ଆଦିବାସୀ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ।
Read More...

ଗଜପତି ମହାରାଜାଙ୍କୁ ଭେଟିଲେ ବିଜେପି ଟିମ୍‌

ପୁରୀ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗକୁ ନେଇ ଗଜପତି ମହାରାଜାଙ୍କୁ ଭେଟିଲେ ବିଜେପି ଟିମ୍‌ । ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଭୁବନେଶ୍ୱର ସ୍ଥିତ ବାସଭବନରେ ଭେଟି ରତ୍ନଭଣ୍ଡାର ଖୋଲିବା ନେଇ ଆଲୋଚନା କରିଛନ୍ତି ।
Read More...

୪୮ ଘଣ୍ଟାରେ ଲଘୁଚାପ

ନୂଆଦିଲ୍ଲୀ : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଆଗାମୀ ୪୮ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ଗତିପଥ ଅସ୍ପଷ୍ଟ ଥିବା ବେଳେ ଅବପାତର ରୂପ ନେଇପାରେ ଲଘୁଚାପ । ପଶ୍ଚିମା ଝଡ଼ ପ୍ରଭାବରେ ଆଗାମୀ ୨ ଦିନ ବର୍ଷା ସମ୍ଭାବନା ରହିଛି । ୨୩ରୁ ରାଜ୍ୟରେ ବଦଳିପାରେ ପାଣିପାଗ
Read More...

କ୍ୟାପିଟାଲ ହସ୍ପିଟାଲରୁ ଚୋରି ଅଭିଯୋଗ

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରୁ ଚୋରି ଅଭିଯୋଗ । ୫୦ରୁ ୬୦ ଲକ୍ଷ ଟଙ୍କାର ମେଡିକାଲ ସାମଗ୍ରୀ ଚୋରିର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ତେବେ ସିକ୍ୟୁରିଟି ଗାର୍ଡ ଓ ସୁଇପର୍‌ ଏହି ଚୋରି କରିଥିବା କୁହାଯାଉଛି । ଏନେଇ କ୍ୟାପିଟାଲ ଥାନାରେ ହସ୍ପିଟାଲ କର୍ତ୍ତୃପକ୍ଷ ଅଭିଯୋଗ କରିଥିବା
Read More...

ବିଦ୍ୟୁତ ତାର ଲାଗି ଦୁଇ ଚାଷୀ ଗୁରୁତର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ଥାନା ଅନ୍ତର୍ଗତ ସୁବଳୟା ଗ୍ରାମର ଦୁଇଜଣ ଚାଷୀ ଶସ୍ୟକ୍ଷେତ୍ରକୁ ବୋର ଚଲାଇବାକୁ ଯାଇଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ଆହାତ ହୋଇଥିବା ଜଣା ପଡିଛି । ସେମାନେ ହେଲେ ଲକ୍ଷ୍ମୀ ଚରଣ ବିଶ୍ୱାଳ( ୭୦) ଓ ରାକେଶ ଚନ୍ଦ୍ର ସାହୁ( ୪୫) ।
Read More...

ଲିଙ୍ଗରାଜ ପଣ୍ଡାଙ୍କୁ ଡ଼ଃ ଆୱାର୍ଡ ପ୍ରଦାନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାଏ ସହର ନିବାସୀ ଲିଙ୍ଗରାଜ ପଣ୍ଡାଙ୍କୁ ସାମାଜିକ କାର୍ଯ୍ୟ ତଥା ଜ୍ୟୋତିଷ ଶାସ୍ତ୍ରରେ ସମ୍ମାନ ଜନକ ଡ଼ଃ ଆୱାର୍ଡ ପ୍ରଦାନ କରାଯାଇଛି । ଦିଲ୍ଲୀ ଫରିଦାବାଦର ମେଜିକ ବୁକ ଅଫ ରେକର୍ଡ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଏହି ସମ୍ମାନ ମିଳିଛି । ସେ ସାମାଜିକ
Read More...

ଜିଲ୍ଲାସ୍ତରୀୟ ଶିଶୁମାନଙ୍କର ସମସ୍ୟା, ତର୍ଜମା ଓ ସମାଧାନ ନିମିତ୍ତ ବୈଠକ : “ଶିଶୁଙ୍କ ପାଇଁ ଦିନଟିଏ”…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାସ୍ତରୀୟ ଶିଶୁ ସୁରକ୍ଷା କମିଟି ଓ ଜିଲ୍ଲା ଟାସ୍କ ଫୋର୍ସ କମିଟିର ତୈମାସିକ ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧାରୁଆଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ
Read More...

ବଲାଙ୍ଗିର ସମଲେଇ ମନ୍ଦିରରେ ମା’ଙ୍କ ସ୍କନ୍ଦମାତା ବେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସମଲେଇ ମନ୍ଦିରରେ ମା’ଙ୍କ ସ୍କନ୍ଦମାତା ବେଶ । ମା’ ଯଶସ୍ୱିନୀ ସ୍କନ୍ଦମାତା ରୂପରେ ଆଜି ଭକ୍ତମାନଙ୍କୁ ଦେବୀ ପୀଠରେ ଦର୍ଶନ ଦେଇଛନ୍ତି । ଆସନ୍ତୁ ମା’ଙ୍କ ସ୍କନ୍ଦମାତା ବେଶର ମହାତ୍ମ୍ୟ ସଂପର୍କରେ କିଛି ପୌରାଣିକ କଥାବସ୍ତୁ ଜାଣିବା ।
Read More...