Daily Archives

କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ମହିଳା ନେତ୍ରୀ ଶ୍ରୀମତୀ ନିରୁପମା ମାଝୀଙ୍କୁ ସମ୍ୱର୍ଦ୍ଧନା ଜ୍ଞାପନ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ନୂତନ ଭାବେ ବଲାଙ୍ଗିର ଜିଲ୍ଲା ସ୍ୱତନ୍ତ୍ର ବିକାଶ ପରିଷଦର ଉପସଭାପତି ରୂପେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ମହିଳା ନେତ୍ରୀ ଶ୍ରୀମତୀ ନିରୁପମା ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋନୋନୀତ କରିଥିବାରୁ ଆଜି କଣ୍ଟାବାଞ୍ଜି ବିଜେଡି
Read More...

ଗୁଦେରପାଲିରେ ଆଞ୍ଚଳିକ ଚାଷୀ ସଂଗଠନର ନୂଆଁଖାଇ ଭେଟଘାଟ : ଯୋଗଦେଲେ ୧୨ଟି ବ୍ଳକର ଚାଷୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନୂଆଁଖାଇ ସରିଲା ପରେ ବିଭିନ୍ନ ସ୍ଥାନରେ ବିଶିଷ୍ଟ ବ୍ୟକ୍ତି, ବିଭିନ୍ନ ଅନୁଷ୍ଠାନ ତରଫରୁ ସ୍ୱତନ୍ତ୍ର ଭାବରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରାଯାଇଥିଲା । ଭେଟଘାଟ ମାଧ୍ୟମରେ ସମସ୍ତେ ଏକତ୍ରିତ ହେବାର ସୁଯୋଗ ମିଲିଥାଏ ଠିକ୍ ସେହିଭଳି ଆଞ୍ଚଳିକ ଚାଷୀ ସଂଗଠନ
Read More...

ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ମୁକାବିଲାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ ମିଶ୍ରଙ୍କ…

• ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣକୁ ରୋକିବା ଏବଂ ହ୍ରାସ କରିବା ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପର ସମୀକ୍ଷା କଲେ• ସ୍ୱଚ୍ଛ ଇନ୍ଧନ ଏବଂ ଇ-ଯାନକୁ ଆପଣାଇବାର ଆବଶ୍ୟକତା ରହିଛି, ଇଭି ଚାର୍ଜିଂ ଭିତ୍ତିଭୂମିର ବିକାଶ ମଧ୍ୟ ଆବଶ୍ୟକ• ଜିଆରଏପିରେ ତାଲିକାଭୁକ୍ତ କାର୍ଯ୍ୟକୁ କଡ଼ାକଡ଼ି
Read More...

ଓଡ଼ିଶା ପରିବେଶ ସମିତି ପକ୍ଷରୁ କ୍ଲୋରୋଫିଲ୍ ସ୍କୁଲ ପରିସରରେ ଚାରା ରୋପଣ

ବ୍ରହ୍ମପୁର, ( କେ. ସତ୍ୟନାରାୟଣ ରେଡ୍ଡୀ ) : ଓଡ଼ିଶା ପରିବେଶ ସମିତି, ଭୁବନେଶ୍ୱର ଏଵଂ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ବ୍ରହ୍ମପୁର ଉପକଣ୍ଠ ଭାବନ୍ଧ ନିକଟସ୍ଥ କ୍ଲୋରୋଫିଲ୍ ସ୍କୁଲ ପରିସରରେ ବୃକ୍ଷଚାରା ରୋପଣ କରାଯାଇଛି । ଏହି ବୃକ୍ଷରୋପଣ
Read More...

ନବମ ଜି – ୨୦ ସଂସଦୀୟ ବାଚସ୍ପତି ସମ୍ମିଳନୀ (ପି୨୦) କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

● ଏହି ଶିଖର ସମ୍ମିଳନୀ ସମଗ୍ର ବିଶ୍ୱର ବିଭିନ୍ନ ସଂସଦୀୟ ପ୍ରଥାର ଏକ ଅନନ୍ୟ ସମାଗମ● ପି - ୨୦ ଶିଖର ସମ୍ମିଳନୀ ସେହି ଭୂମିରେ ଅନୁଷ୍ଠିତ ହେଉଛି ଯାହା କେବଳ ଗଣତନ୍ତ୍ରର ଜନନୀ ଭାବରେ ପରିଚିତ ନୁହେଁ , ବରଂ ବିଶ୍ୱର ସର୍ବବୃହତ ଗଣତନ୍ତ୍ର ମଧ୍ୟ ଅଟେ● ଭାରତରେ କେବଳ ବିଶ୍ୱର ସର୍ବବୃହତ
Read More...

ରାଜ୍ୟ ସରପଞ୍ଚ ମହାସଂଘର ଆନ୍ଦୋଳନ ସ୍ଥଗିତ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସ୍ଥଗିତ ହେଲା ରାଜ୍ୟ ସରପଞ୍ଚ ମହାସଂଘ ଆନ୍ଦୋଳନ । ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କୁ ଏକ ମାସର ମହଲତ ଦେଇଛି ମହାସଂଘ । ସରକାର କହିଛନ୍ତି ଡିସେମ୍ବର ୩୧ ତାରିଖ ସୁଦ୍ଧା ଦାବୀଗୁଡିକର ସମୀକ୍ଷା କରି ପଦକ୍ଷେପ ନିଆଯିବ । ଆନ୍ତଃ ମନ୍ତ୍ରୀସ୍ତରୀୟ
Read More...

ସମାଜ କେ ସଫାସୁତର୍‌ କର୍‌ବାର୍‌ ଲାଗି ତାଙ୍କର୍‌ ପ୍ରତିଭା କେ ସମର୍ପିତ କରିଛନ୍‌ ଚିତ୍ରଶିଳ୍ପୀ ପ୍ରଭାକର ସାହୁ

ଲୋଇସିଂହା, (କେପିଏନ୍‌ଏସ୍‌) : ଆମର୍‌ ସମାଜ ଥି ଗୁର୍‌ଦୁ ନାଁକରା ଚିତ୍ରଶିଳ୍ପୀ ଅଛନ୍‌ । ମାତର୍‌କ’ ସେମାନଙ୍କର୍‌ ଭିତ୍‌ରେ ଏନ୍‌ତା ଖୋବ୍‌ କମ୍‌ ଚିତ୍ରଶିଳ୍ପୀ ଅଛନ୍‌, ଯେନ୍‌ମାନେ ପଏସା କମାବାର୍‌ଟା କେ ନିଘା ନେଇଁ ରଖିକରି ସମାଜ କେ ସଫାସୁତର୍‌ କର୍‌ବାର୍‌ ଲାଗି ତାଙ୍କର୍‌ ପ୍ରତିଭା
Read More...

ଡେଲାଙ୍ଗରେ ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ରାଜ୍ୟ ସରକାରଙ୍କର ମହତ୍ୱାକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ ।
Read More...

ଗଞ୍ଜାମ ବ୍ଲକ ସିଡିପିଓ ସଲୀଳା ପ୍ରଧାନ ସମ୍ବର୍ଦ୍ଧିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସିଡିପିଓ ସଲୀଳା ପ୍ରଧାନଙ୍କୁ ଛତ୍ରପୁର ସହର ସ୍ଥିତ ଋଷିକୁଲ୍ୟା ଭବନ ସମ୍ମିଳନୀ କକ୍ଷରେ ପୋଷଣ ମାସ ଉଦଯାପନୀ ସମାରୋହରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଯାହାକୁ ନେଇ ତାଙ୍କୁ ସ୍ଥାନୀୟ ସମନ୍ୱିତ ଶିଶୁ ବିକାଶ
Read More...

ଆମ ଓଡିଶା ନବୀନ ଓଡିଶା ଦ୍ୱିତୀୟ ଦିନରେ

ପୁରୀ ଓ ନୟାଗଡ ଜିଲ୍ଲାରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀପୁରୀ ପାଇଁ ୧୩୪ କୋଟି – ୪୧୩୦ ପ୍ରକଳ୍ପନୟାଗଡ ପାଇଁ ୯୭ କୋଟି – ୨୯୨୪ ପ୍ରକଳ୍ପପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କାସଂସ୍କୃତି ସୁରକ୍ଷା ସହିତ ଆଧୁନିକତାରେ ସମୃଦ୍ଧ ହେବ ଆମ ଗାଁ : ମୁଖ୍ୟମନ୍ତ୍ରୀଓଡିଶାରେ ଚାଲିଥିବା ରୂପାନ୍ତର
Read More...