Daily Archives

ଶିକାଛିଡାରେ ନୁଆଁଖାଇ ଭେଟଘାଟ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଶିକାଛିଡା ଗ୍ରାମରେ ଗତ ମଙ୍ଗଳବାର ଦିନ ଗଣପତି କଳାପରିଷଦ ଦ୍ଵାରା ଆୟୋଜିତ ନୁଆଁଖାଇ ଭେଟଘାଟ ମହୋତ୍ସବ ମହାଆଡମ୍ବରରେ ପାଳିତ ହୋଇଯାଇଛି । ପ୍ରଥମେ ଶିକାଛିଡା ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନଙ୍କ ଦ୍ୱାରା ଉପସ୍ଥିତ
Read More...

ଦୀର୍ଘ ବର୍ଷରୁ ଲାଗି ରହିଥିବା ସମସ୍ୟାର ହେଲା ସମାଧାନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଠେମରା ପଂଚାୟତ ମଳକାସଡ ଗ୍ରାମରୁ ଝରିଆଲ ପଂଚାୟତ ରାଣୀପୁର ଗାଁକୁ ସଂଯୋଗ କରୁଥିବା ସେତୁର ଆପ୍ରୋଚ ରୋଡ ପାଇଁ ଦୀର୍ଘ ବର୍ଷ ଧରି ଜମି ବିବାଦ ରହିଥିଲା । ତେବେ ଦୀର୍ଘ ବର୍ଷରୁ ଲାଗି ରହିଥିବା ସମସ୍ୟାର ସମାଧାନ
Read More...

କପାକିଆରିରୁ ଯୁବକଙ୍କ ଉଲଗ୍ନ ମୃତଦେହ ଉଦ୍ଧାର

ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଭଇଁଷା ପଞ୍ଚାୟତ ଅନ୍ତର୍ଗତ ସାନଝାଙ୍କରପାଲି ଛକ ବା ମୁଦଘାଟ ଛକ ପାଖରେ ଏକ କପା କିଆରିରୁ ଜଣେ ବ୍ୟକ୍ତିଙ୍କ ଉଲଗ୍ନ ମୃତଦେହ ପାଟଣାଗଡ଼ ପୋଲିସ ଉଦ୍ଧାର କରିଛି । ସୂଚନା ଅନୁଯାୟୀ ଆଜି ସକାଳୁ କପା କିଆରୀରେ ଜଣେ
Read More...

ସ୍କୁଟର ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

୨ ଲକ୍ଷ ମିଶନ ଶକ୍ତି ମା’ ଓ ତୃଣମୂଳ ଷ୍ଟାଫ୍ ପାଇବେ ସ୍କୁଟର ଋଣସୁଧ ଖର୍ଚ୍ଚ ସରକାର ବହନ କରିବେଆଜି ସ୍କୁଟର ପାଇଲେ ୧୫ ହଜାର ମା’ଗତି ହିଁ ଶକ୍ତିମା’ମାନେ ଆଣିଛନ୍ତି ଓଡିଶା ପାଇଁ ନୂଆ ଗତି, ଶକ୍ତି ଓ ପ୍ରଗତି : ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମିଶନ
Read More...

ଗତିଶୀଳତା ସଶକ୍ତିକରଣର ପରିଭାଷା : ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଓଡିଶା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ରାଜ୍ୟ ମୁଖ୍ୟାଳୟରେ ରାଜ୍ୟର ମା ମାନଙ୍କ କାର୍ଯ୍ୟରେ ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ସୁବର୍ଣ୍ଣପୁର ଦ୍ୱାରା ଆୟୋଜିତ ଜିଲ୍ଲା ସ୍ତରୀୟ
Read More...

ବଲାଙ୍ଗିରରେ ମିଶନ ଶକ୍ତି ସ୍କୁଟର ଯୋଜନାକୁ ଉଦ୍‌ଘାଟନ କଲେ ଜିଲ୍ଲାପାଳ ଚଞ୍ଚଳ ରାଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ମିଶନ ଶକ୍ତି ସ୍କୁଟର ଯୋଜନାକୁ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଳ ରାଣା ଉଦ୍‌ଘାଟନ କରିଛନ୍ତି । ଆଜି ମିଶନ ଶକ୍ତି ଗୃହରେ ଜିଲ୍ଲାପାଳ ପତାକା ଦେଖାଇ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ଅନ୍ତର୍ଗତ ଆଜି ଜିଲ୍ଲାରେ ୧୩୭ଟି
Read More...

ସହଯୋଗର ହାତ ବଢାଇଲେ ରାଜ୍ୟ ଯୁବ ବିଜେଡ଼ି ସମ୍ପାଦକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହଯୋଗର ହାତ ବଢାଇଲେ ରାଜ୍ୟ ଯୁବ ବିଜେଡ଼ି ସମ୍ପାଦକ । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବଡବାଙ୍କି ଗ୍ରାମର ଲକ୍ଷ୍ମୀଧର ସରାଫ ନାମକ ଜଣେ ଚିତ୍ରଶିଳ୍ପୀ ଏବଂ କଳାକାର ଅନେକ ଦିନରୁ ରୋଗରେ ପୀଡିତ ଥିଲେ । ଗତକାଲି ତାଙ୍କ ଚିକିତ୍ସା ପାଇଁ
Read More...

ମାୟାବର୍ହା ହାଇସ୍କୁଲରେ ଆନ୍ତର୍ଜାତୀୟ ବାଳିକା ଦିବସ ପାଳିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ମାୟାବର୍ହା ହାଇସ୍କୁଲରେ ଆନ୍ତର୍ଜାତୀୟ ବାଳିକା ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ରବିଚନ୍ଦ୍ର ପଶାୟତଙ୍କ ଅଧ୍ୟକ୍ଷତାରେ ହୋଇଥିବା ସଭାରେ ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ପ୍ରଧାନ, ନନ୍ଦିଘୋଷ
Read More...

ବିଭିନ୍ନ ସ୍ଥାନରେ ସାଇବର ଠକେଇ ସଚେତନତା କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନାର ବିଭିନ୍ନ ସ୍ଥାନରେ ବଙ୍ଗୋମୁଣ୍ଡା ପୋଲିସ ତରଫରୁ ସାଇବର ଠକେଇ ସଚେତନ ରଥ କାର୍ଯ୍ୟକ୍ରମ ୨୦୨୩ ଅନୁଷ୍ଠିତ ହୋଇଯାଇଛି। ବଙ୍ଗୋମୁଣ୍ଡା ଆର୍ ଆଇ କାର୍ଯ୍ୟାଳୟ ସମ୍ମୁଖରେ, ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଡିଗ୍ରୀ
Read More...

ମହାନତା ଦେଖାଇଲେ ଦ ହ୍ୟୁମାନିଟି ଫାଉଣ୍ଡେସନର ସଦସ୍ୟମାନେ

ରାଉରକେଲା, (ସସ୍ମିତା ପ୍ରଧାନ) : ମହାନତା ଦେଖାଇଲେ ଦ ହ୍ୟୁମାନିଟି ଫାଉଣ୍ଡେସନର ସଦସ୍ୟମାନେ । ସୂଚନା ଅନୁସାରେ ଦ ହ୍ୟୁମାନିଟି ଫାଉଣ୍ଡେସନ ଆର୍‌ଏସ୍‌ପି କର୍ମଚାରୀ ଅରୁଣ କୁମାର ଶ୍ରୀରାମଙ୍କ ଦେହ ହଠାତ୍‌ ଖରାପ ହେବା କାରଣରୁ ତାଙ୍କୁ ଭେଲୋର ରେଫର୍ କରାଯାଇଥିଲା । ସେଠାରେ ତାଙ୍କୁ ୪
Read More...