Daily Archives

ବଲାଙ୍ଗିର ଜିଲ୍ଲା ସିନିୟର ଦ୍ୱିତୀୟ ସୁପର ନକ୍‌ଆଉଟ୍‌ ଫୁଟ୍‌ବଲ୍‌

ବଙ୍ଗୋମୁଣ୍ଡାକୁ ହରାଇ ଅମାମୁଣ୍ଡା ଦଳ ସେମିଫାଇନାଲରେ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଗାନ୍ଧୀ ଷ୍ଟାଡିୟମରେ ସୁପର ନକ୍‌ଆଉଟ୍‌ ଫୁଟ୍‌ବଲ୍‌ ଦ୍ୱିତୀୟ ଖେଳ ଗ୍ରୁପ ସି ବିଜେତା ଅମାମୁଣ୍ଡା ଏଏ ଓ ଗ୍ରୁପ ଡି ବିଜେତା ଏବିଏଫ୍‌ସି ବଙ୍ଗୋମୁଣ୍ଡା
Read More...

ଓଡ଼ିଶା ଇତିହାସ କଂଗ୍ରେସ ଏବଂ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଦ୍ୱାରା ସମ୍ମାନିତ ହେଲେ ଐତିହାସିକ ଶଶାଙ୍କ ଶେଖର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ଇତିହାସ କଂଗ୍ରେସ ଏବଂ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଦ୍ୱାରା 'UNSUNG FREEDOM FIGHTER OF ODISHA' ଉପରେ ଦୁଇ ଦିନିଆ ଜାତୀୟ ସେମିନାର ଅବସରରେ ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଐତିହାସିକ ଭାବରେ ସମ୍ମାନିତ ହୋଇଛନ୍ତି ବିଶିଷ୍ଠ
Read More...

ମାହାର ସମାଜର ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦର ବ୍ଲକ ବଲାଙ୍ଗିର ଅନ୍ତର୍ଗତ ଭୁତିଆରବାହାଲ ଗ୍ରାମରେ ମାହାର ସମାଜର ପାଞ୍ଚଟି ଜିଲ୍ଲାରର ସମାଜିକ ପ୍ରତିନିଧି ତଥା ମାହାର ସମାଜର ଲୋକଙ୍କୁ ନେଇ ଏକ ବିଶାଳ ମାହାର ସମାଜ ନୂଆଁଖାଇ ଭେଟ୍‌ଘାଟ୍‌ ୨୦୨୩ ଅନୁଷ୍ଠିତ ହୋଇଯାଇଛି ।ପ୍ରଥମେ ମା' ପାଟଣେଶ୍ୱରୀ
Read More...

ମମିତା ମେହେର ପରିବାରଙ୍କୁ ଭେଟିଲେ ରାଜ୍ୟ ସଭାପତି

ମମିତା ମେହେର ହତ୍ୟାକାଣ୍ଡର ତଦନ୍ତ ସିବିଆଇ ଦ୍ୱାରା କରାଯାଉ : ମନମୋହନ ସାମଲହତ୍ୟାକାଣ୍ଡରେ ତତ୍କାଳୀନ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସମେତ ବହୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତ ଥିବାରୁ ସଠିକ୍‌ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ନୈତିକ ସାହସ ନାହିଁ ବଲାଙ୍ଗିର/ଭୁବନେଶ୍ୱର, (କେପିଏନ୍‌ଏସ୍‌) :
Read More...

ପ୍ରେସ କ୍ଲବର ଜରୁରୀକାଳୀନ ବୈଠକ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ ପ୍ରେସ କ୍ଲବ ତରଫରୁ ବ୍ରହ୍ମପୁରା ପୁରୋହିତ ଫାର୍ମଠାରେ ସଭାପତି ସୁଧାକର ଦାଶଙ୍କ ସଭାପତିତ୍ୱରେ ଏକ ଜରୁରୀକାଳୀନ ବୈଠକ ସଂଘର ସମସ୍ତ କର୍ମକର୍ତ୍ତାଙ୍କୁ ନେଇ କରାଯାଇଥିଲା । ଏହି ବୈଠକରେ ବିଭିନ୍ନ ବିଷୟରେ ଆଲୋଚନା କରାଯାଇ ସଂଘକୁ ଆହୁରି ସୁଦୃଢ
Read More...

ଆମ ପୁଲିସର ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୯ ଥାନାଠାରେ ଆମ ପୁଲିସ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜୋନାଲ ଡିଏସ୍‌ପି ପୁଷ୍ପାଞ୍ଜଳି ନେଙ୍ଗିଙ୍କ ଅଧ୍ୟକ୍ଷତା ତଥା ଆମ ପୁଲିସର ମୁଖ୍ୟ ଡ଼ଃ ସୁମନ ଦତ୍ତଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଇସ୍ପାତ ମାର୍କେଟ, ଗଜପତି
Read More...

ପ୍ରଫେସର ଚିତ୍ତରଞ୍ଜନ ଦାସଙ୍କ ଜନ୍ମ ଶତବାର୍ଷିକୀ ଉଦ୍‌ଯାପନ ସମାରୋହ

ଅନୁଭବ ଓ ଅଧ୍ୟୟନ ନଥିଲେ ଭଲ ପ୍ରବନ୍ଧ ଲେଖିହେବ ନାହିଁ : ଦାସ ବେନହୁର ରାଉରକେଲା, (ସସ୍ମିତା ପ୍ରଧାନ) : ସମସ୍ତେ ପାହାଚ ନଥାଇ ମନ୍ଦିର ତିଆରି କରିବାରେ ବ୍ୟସ୍ତ । ପିଲାମାନଙ୍କୁ ପାହାଚ ରୂପେ ସୃଷ୍ଟି କରାଯିବା ଦରକାର । ସେହିପରି ଅନୁଭବ ଓ ଅନୁଭୂତି ନଥିଲେ ପ୍ରବନ୍ଧ ଲେଖିହେବ ନାହିଁ
Read More...

କ୍ଲିନ୍ ଆଣ୍ଡ ଗ୍ରୀନ୍‌ର ସ୍ଵଚ୍ଛତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଵଚ୍ଛତା ଓ ପରିବେଶ ପ୍ରତି ପ୍ରତିବଦ୍ଧତା ରଖିଥିବା ସାମାଜିକ ଅନୁଷ୍ଠାନ କ୍ଲିନ୍ ଆଣ୍ଡ ଗ୍ରୀନ୍ ତରଫରୁ ସେକ୍ଟର ୬ ସ୍ଥିତ ଇସ୍ପାତ ଫିଟନେସ ପାଥ୍‌ଠାରେ ସ୍ବଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଡା. ଦେବେନ୍ଦ୍ର କୁମାର ସେଠୀଙ୍କ
Read More...

କୁମାର ଉତ୍ସବ ଆସନ୍ତା ୨୮ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଦର୍ଶ ପାଠାଗାର ଓ ଭଞ୍ଜ ସାଂସ୍କୃତିକ ନ୍ୟାସର ମିଳିତ ଆନୁକୂଲ୍ୟରେ ଚଳିତ ମାସ ଆସନ୍ତା ୨୮ତାରିଖ ଶନିବାର ଦିନ ସନ୍ଧ୍ୟା ସାଢ଼େ ୬ଟାରେ ଭଞ୍ଜ ପ୍ରେକ୍ଷାଳୟଠାରେ କୁମାର ଉତ୍ସବ ୨୦୨୩ ମହାସମାରୋହରେ ଓ ପାରମ୍ପରିକ ରୀତିନୀତିରେ ପାଳନ କରାଯିବ ବୋଲି
Read More...

ଡେଲାଙ୍ଗରେ ସାଇବର ସଚେତନତା ରଥ ପରିକ୍ରମା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସାଇବର ଅପରାଧ ରୋକିବା ନେଇ ଏକ ସଚେତନତା ରଥ ଡେଲାଙ୍ଗ ମହତାବ ଉଚ୍ଚ ବିଦ୍ୟାଳୟ ପରିସରରେ ଶନିବାର ଦିନ ସାଇବର ସଚେତନତା ରଥ ପହଞ୍ଚିବା ପରେ ସ୍ଥାନୀୟ ୟୁକୋ ବ୍ୟାଙ୍କ ସହଯୋଗରେ ଏକ ସଚେତନତା
Read More...