ବଲାଙ୍ଗିର ସହରର ଶାନ୍ତିପଡ଼ାରେ ପୁଅ ଜିଉଁନ୍ତିଆ ଓଷା
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହରର ଶାନ୍ତିପଡ଼ାରେ ମା'ମାନେ ପୁଅର ଦୀର୍ଘ ଜୀବନ ଓ ସର୍ବମଙ୍ଗଳ କାମନା କରି ନିର୍ଜଳା ଉପବାସ କରି ଓଷା ପାଳନ କରିଛନ୍ତି । ଏହି ବ୍ରତରେ ମା' ଦୂତିବାହନଙ୍କୁ ପୂଜା କରି ମା'ମାନେ ପୁଅମାନଙ୍କ ପାଇଁ ଦୀର୍ଘାୟୁ ମାଗିଛନ୍ତି । ଆଜିଠାରୁ ଖଣ୍ଡା ବସା!-->…
Read More...
Read More...