Daily Archives

ଗାନ୍ଧୀ ପିସ୍ ଫାଉଣ୍ଡେସନର ଗାନ୍ଧୀ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଗାନ୍ଧୀ ପିସ୍ ଫାଉଣ୍ଡେସନ୍ ରାଉରକେଲା ଶାଖା ତରଫରୁ ଗାନ୍ଧୀ ଜୟନ୍ତୀ ନିଆରା ଢଂଗରେ ପାଳନ କରାଯାଇଥିଲା । ଅକ୍ଟୋବର ୧ ତାରିଖ ଦିନ ସ୍କାଉଟ୍ ଓ ଗାଇଡ୍ ଛାତ୍ର ଛାତ୍ରୀଙ୍କୁ ନେଇ ବସ୍ତି ସଫେଇ ଓ ବିଦ୍ୟଳୟ ପରିସର ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା । ଅନୁପମ
Read More...

ସେ ବଳିଦାନ ଥିଲା ଅନନ୍ୟ ଉଦାହରଣ : ଡ.ସତ୍ୟପ୍ରିୟ ମହାଳିକ

ରାଉରକେଲା, (ସସ୍ମିତା ପ୍ରଧାନ) : ଇରମ ଗୁଳିକାଣ୍ଡ ଥିଲା ଭାରତ ଇତିହାସରେ ଏକ ଅସାଧାରଣ ଘଟଣା, ଯେଉଁଠି ଲୋକମାନେ ଆଗକୁ ମୃତ୍ୟୁ ନିଶ୍ଚିତ ଜାଣି ମଧ୍ୟ ସେମାନେ ପଛଘୁଞ୍ଚା ଦେଇ ନ ଥିଲେ, ଭଦ୍ରକରେ ଇରମ ଗୁଳିକାଣ୍ଡରେ୨୯ ଜଣ ଏବଂ ଲୁଣିଆ ଗୁଳିକାଣ୍ଡରେ ୯ ଜଣ ଶହୀଦ ହୋଇଥିଲେ । ଆମମାନଙ୍କର ସରଳତାର
Read More...

ଲୋଇସିଂହା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ନବମ ଓ ଦଶମ ଶ୍ରେଣୀ ପାଇଲା ସ୍ଵୀକୃତି

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଚଳିତ ଶିକ୍ଷାବର୍ଷ ୨୦୨୩-୨୪ରେ ଲୋଇସିଂହା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶାଠାରୁ ନବମ ଓ ଦଶମ ଶ୍ରେଣୀ ପାଇଁ ସ୍ବୀକୃତି ପାଇଥିବା ଜଣାଯାଇଛି । ଫଳରେ ସ୍ଥାନୀୟ ଅଭିଭାବକ ମହଲରେ ଖୁସିର ଲହରୀ ଖେଳିଯାଇଛି । ଚଳିତ ବର୍ଷ ଦଶମ
Read More...

ନାଥ ବଂଶର ନୂଆଁଖାଇ ଭେଟ୍‌ଘାଟ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ବରପାଲିପଡା ମାନସୀ ମଣ୍ଡପଠାରେ ନାଥ ବଂଶର ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନାଥ ବଂଶର ବଲାଙ୍ଗିରର ଆଖପାଖ ଅଂଚଳରୁ ପ୍ରାୟ ୧୨୦ ଜଣ ଭାଗ ନେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରୁ ଇଷ୍ଟ ଦେବୀ ଦୁର୍ଗାମାତାଙ୍କୁ ପୂଜା
Read More...

ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ହସ୍‌ପିଟାଲ୍‌ରେ ଷଷ୍ଠ ବ୍ୟାଚ୍‌ ଏମ୍‌ବିବିଏସ୍‌ ଛାତ୍ରଛାତ୍ରୀ ଯୋଗଦେଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ହସ୍‌ପିଟାଲ୍‌ରେ ଷଷ୍ଠ ବ୍ୟାଚ୍‌ ଏମ୍‌ବିବିଏସ୍‌ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି । ଏହି ଅବସରରେ ବିବିଏମ୍‌ସିଏଚ୍‌ରେ ଏକ ଭବ୍ୟ ସ୍ୱାଗତ ସମାରୋହ ଆୟୋଜିତ ହୋଇଯାଇଛି । ଏବେ ଏହି ମେଡ଼ିକାଲ୍‌ କଲେଜରେ ସମୁଦାୟ ୬୦୦
Read More...

ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ଦୁର୍ବୃତ୍ତକୁ ଗିରଫ କଲା ପୁଇଁନ୍ତଲା ଥାନା ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ଅନ୍ତର୍ଗତ ବୁଢୀସିନ୍ଧୋଲ ଗ୍ରାମରେ ଜଣେ ୧୭ ବର୍ଷର ନାବାଳିକାଙ୍କୁ ସେହି ଗାଁର ଜଣେ ଦୁର୍ବୃତ୍ତ ଅସଦାଚରଣ କରିଥିବା ନେଇ ପୁଇଁନ୍ତଲା ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ପୁଇଁତଲା ଥାନା ପୋଲିସ୍‌ ଏକ
Read More...

ସୁରକ୍ଷିତ ବାଇକ୍‌ ଚାଳନାର ବାର୍ତ୍ତା ପ୍ରଦାନ କରିବାକୁ ବାଇକ୍‌ରେ ବଲାଙ୍ଗିରରୁ କାଶ୍ମୀର ଯାତ୍ରା ପାଇଁ ବାହାରିଛନ୍ତି ୪…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନକୁ ଦିନ ସମାଜରେ ବଢ଼ି ଚାଲିଛି ବାଇକ୍‌ ଦୁର୍ଘଟଣା । ଏଥିରେ ବହୁ ଅମୂଲ୍ୟ ଧନ ଜୀବନ ନଷ୍ଟ ହେଉଛି । ଏଭଳି ସମୟରେ ସୁରକ୍ଷିତ ବାଇକ୍‌ ଚାଳନାର ବାର୍ତ୍ତା ପ୍ରଦାନ କରିବାକୁ ବାଇକ୍‌ରେ ବଲାଙ୍ଗିରରୁ କାଶ୍ମୀର ଯାତ୍ରା ପାଇଁ ବାହାରିଛନ୍ତି ୪ ଜଣ ଯୁବକ ।
Read More...

ରୋତ୍‌ ମହାବିଦ୍ୟାଳୟରେ ସାଇବର୍‌ ସଚେତନତା ରଥ

ଆଗଲପୁର, (ସୁଶୀଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲାରୁ ବାହାରିଥିବା ସାଇବର ସୁରକ୍ଷା ରଥ ଆଗଲପୁର ବ୍ଲକ ରୋତ୍‌ ମହାବିଦ୍ୟାଳୟରେ ପହଞ୍ଚିଥିବା ଦେଖବାକୁ ମିଳିଛି । ସାଇବର ରଥକୁ ମହାବିଦ୍ୟାଳୟ ପରିସରରେ କଲେଜ ଅଧ୍ୟକ୍ଷ ସନ୍ତୋଷ ରଥଙ୍କ ସହ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନଙ୍କ
Read More...

ମୁରିବାହାଲ ବ୍ଲକ୍ ଅନ୍ତର୍ଗତ ସିରୋଲ୍ କ୍ଲଷ୍ଟରଠାରେ ସୁରଭି-୨୦୨୩ ଆୟୋଜିତ

ଟିଟିଲାଗଡ/ମୁରିବାହାଲ, (ସଞ୍ଜୟ କୁମାର ନାୟକ) : ମୁରିବାହାଲ ବ୍ଲକ ଅନ୍ତର୍ଗତ ସିରୋଲ କ୍ଲଷ୍ଟରଠାରେ ସୁରଭି ୨୦୨୩ ଆୟୋଜିତ । ଉକ୍ତ କାର୍ଯ୍ୟକ୍ରମକୁ ପ୍ରଥମେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୋଦଣ୍ଡଧର ଭୋଇ ଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ । ସିରୋଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ
Read More...

ଡୁଙ୍ଗୁରିପାଲିରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ବୃକ୍ଷ ରୋପଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ କୁଟାସିଂହା ପଂଚାୟତ ଅନ୍ତର୍ଗତ ଡୁଙ୍ଗୁରିପାଲି ଗାଁରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ବିଜେପି ମଣ୍ଡଳ ସଭାପତି ପିତାମ୍ବର କଣ୍ଟାଙ୍କ ନେତୃତ୍ୱରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା, ଏଥିରେ ସାମିଲ ହୋଇଥିଲେ
Read More...