Monthly Archives

September 2023

ନିଷିଦ୍ଧ ବିଟି କପାଚାଷ, ପ୍ରଶାସନ ନୀରବଦ୍ରଷ୍ଟା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଓଡିଶା ଚାଷଜମିରେ ଆନ୍ଧ୍ରଚାଷୀଙ୍କ ଦାଦାଗିରି । ସ୍ଥାନୀୟ ଚାଷୀଙ୍କୁ ମାତ୍ର କେଇଟା ଟଙ୍କାରେ ବଶୀଭୂତ କରି ହାତେଇ ନେଇଛନ୍ତି ଶହଶହ ଏକର ଜମି । ଆଉ ସେହି ଜମିରେ ଆନ୍ଧ୍ରଚାଷୀ କରୁଛନ୍ତି ସରକାରଙ୍କ ଦ୍ୱାରା ନିଷିଦ୍ଧ ଘୋଷିତ ବିଟି କପାଚାଷ । କେବଳ ସେତିକି
Read More...

କୁମ୍ବିଂ ଅପରେସନ ଚାଲିଥିଲା ବେଳେ ଟିଫିନ ବୋମା ସାମଗ୍ରୀ ସହ ଆଇଇଡି ଜବତ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳରୁ ଶୁକ୍ରବାର ଟିଫିନ ବୋମା ସାମଗ୍ରୀ ଜବତ ହୋଇଛି । ଏଥିରେ ଲାଗିଥିବା ସରଞ୍ଜାମ ମଧ୍ୟରେ ଏକ ଷ୍ଟିଲ୍‌ ଟିଫିନ, ୫୦ ଗ୍ରାମ ଜିଲୋଟିନ୍, ୬ ଭୋଲ୍‌ଟର ବ୍ୟାଟେରୀ, ଜରି ଟ୍ୟାପ୍‌ ଓ ୨୦ ମିଟର ବିଦ୍ୟୁତ୍ ତାର
Read More...

ପାଟଣାଗଡ଼ ହୀରାସାଗର ବନ୍ଧଠାରେ ଘଟିଥିବା ହତ୍ୟାର ମୁଖ୍ୟ ଅଭିଯୁକ୍ତ ଗିରଫ, ସିନ୍‌ ରିକ୍ରିଏସନ୍‌ କଲା ପୋଲିସ

ପାଟଣାଗଡ଼, (ଅଶୋକ କୁମାର ବାଗ) : ପୂର୍ବ ଶତୃତାକୁ କେନ୍ଦ୍ର କରି ଗତକାଲି ଗୁରୁବାର ସଂଧ୍ୟା ପ୍ରାୟ ୭ଟା ସମୟରେ ସ୍ଥାନୀୟ ଟିକପାଲି (ୱାର୍ଡ ନମ୍ବର-୧୧)ଠାରେ ଏକ ହତ୍ୟାକାଣ୍ଡ ଘଟିଥିଲା । ହତ୍ୟାକାରୀ ଉଆଁସୁ ପୋଢ(୩୦)ଙ୍କ ଟାଙ୍ଗିଆ ଚୋଟରେ ଜଣେ ୨୦ ବର୍ଷିୟ ଯୁବକ ଜିତେନ ଧୁବଲଙ୍କ ଘଟଣାସ୍ଥଳରେ
Read More...

ଜୋର୍‌ସୋର ଆନ୍ଦୋଳନକୁ ଓହ୍ଲାଇଲେ ବଲାଙ୍ଗିର ଆୟୁର୍ବେଦିକ କଲେଜ ଡାକ୍ତରୀ ଛାତ୍ରଛାତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଆୟୁର୍ବେଦିକ କଲେଜ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଜୋର୍‌ସୋର ଆନ୍ଦୋଳନ ଚାଲିଥିବା ଦେଖିବାକୁ ମିଳିଛି । ଦୀର୍ଘ ଆଠ ଦିନ ହେଲା ଆୟୁର୍ବେଦିକ ଛାତ୍ରଛାତ୍ରୀମାନେ କଳାବ୍ୟାଚ୍‌ ପରିଧାନ କରି ସେମାନଙ୍କର ନାର୍ଯ୍ୟ ଦାବୀ ସରକାରଙ୍କୁ ଜଣାଇ ଆସୁଥିଲେ ବି
Read More...

ମରଣଯନ୍ତା ପାଲଟିଛି ଉଦନ୍ତି ବ୍ରିଜ : ଯାତାୟତ ବନ୍ଦ କଲା ପ୍ରଶାସନ

ସିନାପାଲି, (ନିରାକାର ମେହେର) : ନୁଆପଡା ଜିଲ୍ଲା ସିନାପାଲିର ପ୍ରମୁଖ ନଦୀ ହେଉଛି ଉଦନ୍ତି ନଦୀ । ଏହି ନଦୀ ଉପରେ ଗୋଟିଏ ଠିକା ସଂସ୍ଥା ଆରକେଡି ବ୍ରିଜ ତିଆରି କାମ କଲା ହେଲେ କିଛି ମାସର ବ୍ୟବଧାନରେ ବ୍ରିଜରେ ଫାଟ ଦେଖାଦେଲା । ଏହି ଫାଟ ଦେଖା ଦେବା ପରେ ପ୍ରଶାସନ ଯାତାୟତକୁ ବନ୍ଦ କରିଦେଲା
Read More...

ବେଲପଡାରେ ଡ୍ରାଇଭର ଦିବସ ପାଳନ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ବିଭିନ୍ନ ସମୟରେ ଅନେକ ଦୂର ଦୂରାନ୍ତର ଯିବା ଆସିବା ପାଇଁ ଗାଡି ମଟର ଦରକାର ହୋଇଥାଏ । ସେଥିରେ ଡ୍ରାଇଭରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । କାରଣ ତାଙ୍କ ହାତରେ ଶହ ଶହ ଜୀବନ । ଯାତ୍ରା ସମୟରେ ଡ୍ରାଇଭରଙ୍କୁ ହିଁ ଭରସା କରିଥାନ୍ତି ଯାତ୍ରୀ ମାନେ । ଆଜି ଏହି
Read More...

ଖଡିଆଳ ଥାନାରେ ନୂତନ ଥାନା ଅଧିକାରୀ ପ୍ରଦୀପ ଧରୁଆଙ୍କ ଯୋଗଦାନ

ନୂଆପଡା, (ପିରାକାର ମେହେର) : ନୂଆପଡା ଜିଲ୍ଲା ଖଡିଆଳ ଥାନାରେ ନୂତନ ଥାନା ଅଧିକାରୀ ପ୍ରଦୀପ ଧରୁଆ ଯୋଗଦାନ କରିଛନ୍ତି । ସେ ପୂର୍ବରୁ କଳାହାଣ୍ଡି ଜିଲ୍ଲା ସଦର ଥାନାରେ କାର୍ଯ୍ୟରତ ଥିଲେ ।ସେ ଖଡିଆଳ ଥାନାରେ ଯୋଗଦାନ ପରେ ଖଡିଆଳ ଅଂଚଳରେ କିପରି ଆଇନ ଶୃଙ୍ଖଳା ଠିକ୍‌ ରହିବ, ଟ୍ରଫିକ
Read More...

ଶ୍ରାବଣ ଉତ୍ସବରେ ସମ୍ବର୍ଦ୍ଧିତ ହେଲେ ଯୁବ ସାମ୍ବାଦିକ ହୁଲେଶ୍ୱର ହଂସ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଉପାନ୍ତ ଇଲାକାରେ ଥିବା ଐତିହାସିକ ଯୋଗିନୀ ପୀଠ ରାଣୀପୁର ଝରିଆଲ ଭୋଗ ମଣ୍ଡପଠାରେ ହୋଇଥିବା ଚଉଷଠି ଯୋଗିନୀ ସାହିତ୍ୟ କଳା ପରିଷଦର ଶ୍ରାବଣ ଉତ୍ସବ କାର୍ଯ୍ୟକ୍ରମରେ ଆୟୋଜକ କମିଟି ପକ୍ଷରୁ ବଲାଙ୍ଗିର ଜିଲ୍ଲା
Read More...

ମଏନା ଆର୍‌ ମୁନୁଷ୍‌ ଭିତରେ ଗାଢ଼ା ପ୍ରେମ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜିର୍‌ ସମିଆଁ ଥି ମୁନୁଷ୍‌ ମୁନୁଷ୍‌ ଭିତରେ ସଂପର୍କ ପାଏନ୍‌ଚିଆ ହେଇ ଆସୁଥିବାର୍‌ ବେଲ୍‌କେ ଗୁଟେ ସୁରୁଟେ ଚେରେ ମୁନୁଷ୍‌ର ସାଂଗେ କେନ୍‌ତା ଗାଢ଼ା ସଂପର୍କ ରଖିଛେ ସେଟା ଦେଖ୍‌ଲେ କାବା ଲାଗ୍‌ସି । ବଲାଙ୍ଗିର ସହର ନୁଁ ୧୦ କିଲୋମିଟର୍‌ ଧୁରେ ରହିଥିବା
Read More...

ଘୁନଘୁଟିପାଲି ଗ୍ରାମରେ ଝୁଲଣ ଯାତ୍ରା ସମ୍ପର୍ଣ୍ଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ପାଞ୍ଚ ଦିନ ବ୍ୟାପି ଘୁନଘୁଟିପାଲି ଗ୍ରାମରେ ଝୁଲଣ ଯାତ୍ରା ସମ୍ପର୍ଣ୍ଣ ହୋଇଯାଇଛି । ରାଧାକୃଷ୍ଣଙ୍କ ଯୁଗଳ ମୂରତୀଙ୍କୁ ଦେଉଳ ଗାଁ ଜଗନ୍ନାଥ ମନ୍ଦିରରୁ ଆଣି ଘୁନଘୁଟିପାଲି ପୂଜା ମଣ୍ଡପଠାରେ ସ୍ଥାପିତ କରାଯାଇଥିଲା ଏବଂ ଗ୍ରାମର
Read More...