Monthly Archives

September 2023

ସରପଞ୍ଚ ସଙ୍ଘ ପକ୍ଷରୁ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ବିଡ଼ିଓଙ୍କୁ ୧୧ଦଫା ଦାବୀପତ୍ର ପ୍ରଦାନ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ସରପଞ୍ଚ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଦାବୀପତ୍ର ଦିଆଯାଇଥିବା ବେଳେ ଆଜି ଏହାର ଡେଲାଙ୍ଗ ବ୍ଲକ ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଡେଲାଙ୍ଗ ବ୍ଲକ ବିଡ଼ିଓ
Read More...

ଜିଲ୍ଲା କ୍ରୀଡ଼ା ସଂସଦର କାର୍ଯ୍ୟକାରୀ ବୈଠକ

୨୪ ସେପ୍ଟେମ୍ବରରୁ ଜିଲ୍ଲା ଫୁଟବଲ୍‌ ଟୂର୍ଣ୍ଣାମେଣ୍ଟ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀଷ୍ଟାଡିୟମରେ ଜିଲ୍ଲା କ୍ରୀଡା ସଂସଦର କାର୍ଯ୍ୟକାରୀ କମିଟି ବୈଠକ ତଥା ଫୁଟବଲ ଟୁର୍ଣ୍ଣାମେଣ୍ଟ, ଟ୍ରାନ୍ସଫର ଚୟନ କମିଟି ଓ ଅମ୍ପାୟାର କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂସଦର
Read More...

ସମ୍ବାଦ ସାହିତ୍ୟ ଘର ଗୁଡଭେଲା ତରଫରୁ ମେହେର ଜୟନ୍ତୀ ପାଳିତ

ତୁଷୁରା, (କେପିଏନ୍‌ଏସ୍‌) : ସମ୍ବାଦ ସାହିତ୍ୟଘର ଗୁଡଭେଲା ଆନୁକୂଲ୍ୟରେ ଶନିବାର ଅପରାହ୍ନ ୪ଘଟିକା ସମୟରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ତୁଷୁରାର ସଭାଗୃହରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ୧୬୧ତମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ସଭାପତି ଶ୍ୟାମ ସୁନ୍ଦର ପ୍ରଧାନଙ୍କ
Read More...

ଧର୍ମପରାୟଣା ମହିଳା କିରଣ ଦେବୀ ଅଗ୍ରଓ୍ୱାଲଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରର ପୂର୍ବତନ ବିଶିଷ୍ଟ ଠିକାଦାର ସ୍ୱର୍ଗତ ଲକ୍ଷ୍ମୀ ନାରାୟଣ ଅଗ୍ରଓ୍ୱାଲଙ୍କ ଜୈଷ୍ଠ ବଧୁ ତଥା ସ୍ୱର୍ଗତ ରୋସନ୍ ଲାଲ୍ ଅଗ୍ରଓ୍ୱାଲଙ୍କ (ଏଲ୍.ଏନ. କନ୍‌ଷ୍ଟ୍ରକସନ୍‌ସର ସତ୍ତାଧିକାରୀ) ଧର୍ମପତ୍ନୀଙ୍କ ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ଆଜି
Read More...

କେନ୍ଦୁମୁଣ୍ଡି ସ୍ୱାମୀ ବିବେକାନନ୍ଦ କ୍ଲବ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ନିକଟସ୍ଥ କେନ୍ଦୁମୁଣ୍ଡି ଗ୍ରାମର ସ୍ଵାମୀ ବିବେକାନନ୍ଦ କ୍ଲବ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଭାପତି କରୁଣା ଚନ୍ଦନ, ସମ୍ପାଦକ ମିଶ୍ର ଚନ୍ଦନଙ୍କ ସମେତ କ୍ଲବର ୩୫ ଜଣ ସଦସ୍ୟମାନେ ଉପସ୍ଥିତ ରହି
Read More...

ଦକ୍ଷିଣିପାଲିରେ ତୃଣମୂଳ ହକି ପ୍ରଶିକ୍ଷଣ କେନ୍ଦ୍ର ଉଦ୍‌ଘାଟିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଦକ୍ଷିଣିପାଲିଠାରେ ଶନିବାର ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ନାଭାଲ ଟାଟା ହକି ଏସିଇ ଫାଉଣ୍ଡେସନର ମିଳିତ ସହଯୋଗରେ ତୃଣମୂଳ ହକି ପ୍ରଶିକ୍ଷଣ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି ।
Read More...

କପା କିଆରୀରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ମହୁରୁଣ୍ଡି ଗ୍ରାମର ଜଣେ ମହିଳାଙ୍କ ମୃତଦେହ କପା କିଆରୀରୁ ଉଦ୍ଧାର ହୋଇଛି । ଗତ ୩୧ ତାରିଖରେ ମହିଳା ଜଣକ ନିଖୋଜ ଥିବା ଖପ୍ରାଖୋଲ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ସୂଚନା ଅନୁଯାୟୀ ମହୁରୁଣ୍ଡି ଗ୍ରାମର ଅନିରୁଦ୍ଧ
Read More...

ପାଟଣାଗଡ଼ ବନଖଣ୍ଡ କେନ୍ଦୁପତ୍ର କାର୍ଯ୍ୟାଳୟରେ ବରିଷ୍ଠ ସହାୟକ ଭାବେ କାର୍ଯ୍ୟରତ ସୁରଥ ନାଗଙ୍କ ବିୟୋଗ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ବନଖଣ୍ଡ କେନ୍ଦୁପତ୍ର କାର୍ଯ୍ୟାଳୟରେ ବରିଷ୍ଠ ସହାୟକ ଭାବେ କାର୍ଯ୍ୟରତ ସୁରଥ ନାଗଙ୍କ ଗତକାଲି ଆକସ୍ମିକ ଭାବେ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୪ ବର୍ଷ ହେଉଥିଲା । ତାଙ୍କର ୧୭ ବର୍ଷର ଗୋଟିଏ ପୁଅ ଏବଂ ୧୪ ବର୍ଷର ଗୋଟିଏ ଝିଅ
Read More...

ବଜ୍ରାଘାତରେ ୧ ମୃତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଆଗଲପୁର ବ୍ଲକ ଅନ୍ତର୍ଗତ କୁତସିଂହା ଗ୍ରାମରେ ବଜ୍ରପାତରେ ସୁରେଶ ପାତ୍ର(୩୫)ଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ସେ ଘରର ମୁଖ୍ୟ ଆୟସ୍ରୋତ ଥିଲେ । ଦୈନିକ ଶ୍ରମ କାମ କରି ପରିବାର ପୋଷଣ କରୁଥିଲେ । ସେ ଅନ୍ୟ ଜଣଙ୍କର ଧାନ ବିଲକୁ କାମ
Read More...

କମ୍ୟୁନିଟି ଲେବର ଉଦ୍‌ଘାଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ୱାଇସିଡିଏ ସଂସ୍ଥା ତରଫରୁ ଆଟଗାଁଠାରେ ଏକ କମ୍ୟୁନିଟି ଲେବର ଉଦ୍‌ଘାଟନ କରାଯାଇଅଛି । ଉକ୍ତ କମ୍ୟୁନିଟି ଲେବ ଦ୍ୱାରା ଆଟଗାଁ ଗ୍ରାମର ସମମସ୍ତ ଶିଶୁ ଉପକୃତ ହେବେ । ଉକ୍ତ ଉଦ୍‌ଘାଟନ ଉତ୍ସବରେ ସିଡିପିଓ ସୁଷମା ତ୍ରିପାଠୀ, ସିୱସି ର ସନ୍ଧ୍ୟାରାଣୀ ପଣ୍ଡା,
Read More...