Monthly Archives

September 2023

ଖଡିଆଳ ରାଜ ଦରବାରରେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ନୁଆପଡା, (ନିରାକାର ମେହେର) : ଆମ ପଶ୍ଚିମ ଓଡିଶାର ଗଣପର୍ବ ହେଉଛି ନୂଆଁଖାଇ । ଏହି ଗଣପର୍ବ ନୂଆଁଖାଇରେ ପୁରପଲ୍ଲୀରୁ ଆରମ୍ଭ କରି ପୁରା ପଶ୍ଚିମ ଓଡିଶା ଚଳ ଚଂଚଳ ହେଉଥିବା ବେଳେ ଏହି ନୂଆଁଖାଇ ଆସନ୍ତା ୨୦ ତାରିଖ ପାଳନ କରାଯିବାକୁଥିବା ବେଳେ ଖଡିଆଳ ରାଜ ଦରବାରରେ ନୂଆଖାଇ ଲଗ୍ନ ଧାର୍ଯ୍ୟ
Read More...

ବିଇଡି କଲେଜରେ ଗଙ୍ଗାଧର ଜୟନ୍ତୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୧ତମ ଜୟନ୍ତୀ ସ୍ଥାନୀୟ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ପାଳିତ ହୋଇଯାଇଛି । ଓଡ଼ିଆ ସାହିତ୍ୟକୁ ଗଙ୍ଗାଧର ମେହେରଙ୍କ ଅବଦାନ, ତାଙ୍କ ସାହିତ୍ୟର ବିଶେଷତ୍ଵ ଓ ଆଦର୍ଶ ସମ୍ପର୍କରେ ଏହି ସଭାରେ ଆଲୋଚିତ ହୋଇଥିଲା । ସଭାର
Read More...

ପାରମ୍ପାରିକ ଜଙ୍ଗଲ ଜାତ ବୃକ୍ଷ ରୋପଣ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେବାଜଗତ ତରଫରୁ ଜଳବାୟୁ ପରିବର୍ତ୍ତନ ଓ ଜଙ୍ଗଲ ବିଭାଗଙ୍କ ସହଯୋଗରେ ଚଳିତ ବର୍ଷ ପାଇଁ ୧୦ ହଜାର ବୃକ୍ଷ ରୋପଣ ପାଇଁ ପ୍ରୟାସ ଜାରି ରହିଛି । ଏଠାରେ ପାରମ୍ପାରିକ ଜଙ୍ଗଲଜାତ ବୃକ୍ଷ ସହ ବିଭିନ୍ନ ଫଳ
Read More...

କୋଶଳବାଦୀ ରମଣୀ ଦନ୍ତା ଓ ସୌଭାଗ୍ୟ ଦାସଙ୍କ ଗିରଫକୁ ନିନ୍ଦା କଲେ ପ୍ରଦୀପ ପୁରୋହିତ

କୋଶଳ ସେନାର କର୍ମୀଙ୍କୁ ଆକ୍ରମଣ କରିଥିବା ବିଜେଡି ନେତାଙ୍କୁ ଗିରଫ କରାଯାଉ : ପ୍ରଦୀପ ପୁରୋହିତ ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ଖୁଣ୍ଟଲିପାଲି ଘଟଣାରେ ପୋଲିସ ଚାପର ବଶବର୍ତ୍ତୀ ହୋଇ ଏକ ପାକ୍ଷିଆ କାର୍ଯ୍ୟାନୁଷ୍ଠାନ କରି କୋଶଳବାଦୀ ରମଣୀ ଦନ୍ତା ଓ
Read More...

ବଜ୍ରାଘାତରେ ବଳଦ ମୃତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଖଗସା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖଗସା ଗାଁ ବଡ ଜଙ୍ଗଲ ପାଖରେ ବଜ୍ରାଘାତରେ ଏକ ବଳଦର ମୃତ୍ୟୁ ହୋଇଥିବା ଗାଁ ଲୋକେ କହିଛନ୍ତି । ଉକ୍ତ ବଳଦଟି ନବରାଜ କୁଅଁରଙ୍କର ଅଟେ ।
Read More...

୨୫ ବର୍ଷ ପୂର୍ତ୍ତି ରୌପ୍ୟ ଜୟନ୍ତୀ ଅବସରରେ ଏକଦିବସୀୟ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଏ.ବି.ସି.ଡି ପଦ୍ମପୁରର ଆନୂକୂଲ୍ୟରେ ନୂଆଁଖାଇ ଭେଟ୍‌ଘାଟ୍‌ ୨୫ ରୌପ୍ୟ ଜୟନ୍ତୀ ଉପଲକ୍ଷେ ବ୍ଳକସ୍ତରୀୟ ଏକ ଦିବସୀୟ ଗ୍ରାମୀଣ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ଆର ବି ହାଇସ୍କୁଲ ଖେଳ ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି । ପଦ୍ମପୁର ସହରର ଡ଼କ୍ଟର
Read More...

ଦୀପିକା ଇସ୍ପାତ ଶିକ୍ଷା ସଦନରେ ଗଙ୍ଗାଧରଙ୍କ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୮ ଦୀପିକା ଇସ୍ପାତ ଶିକ୍ଷା ସଦନ ଓ ସହରର ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚର ମିଳିତ ଆନୁକୂଲ୍ୟରେ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳନ ସଦନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା ସଦନର ପ୍ରଧାନ ଶିକ୍ଷକ ଶିଶିର
Read More...

ଆସନ୍ତା ୫ରେ ମାନବିକତାର ଗୁରୁଦିବସ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାମାଜିକ ସ୍ବେଚ୍ଛାସେବୀ ଅନୁଷ୍ଠାନ 'ମାନବିକତା' ପରିବାର ରାଉରକେଲା ଓ ଏହାର ଆଖପାଖ ଅଞ୍ଚଳରେ ତାର ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ଜାରି ରଖିଥିବା ବେଳେ ଆଗାମୀ ୫ତାରିଖ ଦିନ ଗୁରୁଦିବସକୁ ମହାସମାରୋହରେ ପାଳନ କରିବାକୁ ସ୍ଥିର କରିଛି ।
Read More...

ବାର୍ଷିକ ଗ୍ରାମାଞ୍ଚଳ ହକି ପ୍ରତିଯୋଗିତା

ରାଉରକେଲା, (ସସ୍ମିତା ପ୍ରଧାନ) : ସବଡେଗା ବ୍ଲକର ଗାଇବିରା କଇଁସାର ଅଷ୍ଟ୍ରୋଟ୍ରଫ ପଡିଆଠାରେ ଚାଲିଥିବା ବାର୍ଷିକ ଗ୍ରାମାଞ୍ଚଳ ହକି ପ୍ରତିଯୋଗିତା ସଫଳତା ପୂର୍ବକ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ମୁଖ୍ୟ ବାଲିଶଙ୍କରା କର ଜିଲ୍ଲା ପରିଷଦ ସଭ୍ୟ ବିନୋଦ କୁମାର କୁଜୁରଙ୍କ ଆବାହକତ୍ୱରେ
Read More...

ରୋଟାରୀ କ୍ଲବର ଖାଦ୍ୟ, ବସ୍ତ୍ର ଓ ଆର୍ଥିକ ସହାୟତା ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ ସିଟି ତରଫରୁ ରେଲୱେ କଲୋନୀ ନିକଟସ୍ଥ ଶାନ୍ତି ଭବନଠାରେ ପ୍ରାୟ ୧୩୫ ଜଣ ଅନ୍ତେବାସୀଙ୍କୁ ଖାଦ୍ୟ ଓ ବସ୍ତ୍ର ବଣ୍ଟନ କରାଯାଇଥିଲା । ରୋଟାରୀଆନ ସଂଧ୍ୟା ସାହୁ ଓ ରୋଟାରୀଆନ ଚମ୍ପାବତୀ ଅମାତଙ୍କ ପିଲାମାନଙ୍କ ଜନ୍ମ ଦିନ
Read More...