Monthly Archives

September 2023

ହରଭଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ ପାଳିତ

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ହରଭଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ପଶାୟତଙ୍କ ଅଧ୍ୟକ୍ଷତାରେ ପବିତ୍ର ଗୁରୁ ଦିବସ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଡ଼. ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଫଟୋଚିିତ୍ରରେ
Read More...

ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୩୫ତମ ଗୁରୁଦିବସ ମହାସମାରୋହରେ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଖଟୁଆକୁଦା ଗ୍ରାମ ସ୍ଥିତ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୩୫ତମ ଗୁରୁଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଭାରତର ଦ୍ୱିତୀୟ ରାଷ୍ଟ୍ରପତି ସର୍ବପଲ୍ଲୀ ଡ଼ଃ ରାଧାକ୍ରିଷ୍ଟନଙ୍କ
Read More...

ମା’ ବୁଢ଼ୀ ଠାକୁରାଣୀ ମନ୍ଦିରରେ ବ୍ଲକ ସ୍ତରୀୟ ବିଜେପିର ସାଙ୍ଗଠନିକ ବୈଠକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ମଧ୍ୟରେ ଥିବା ମା' ବୁଢ଼ୀ ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ଭାରତୀୟ ଜନତା ପାର୍ଟିର ବ୍ଲକସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଜେପି ରାଜ୍ୟ ଅନୁସୂଚିତ ଜାତି ସମ୍ପାଦକ କୀର୍ତ୍ତନ ଦାସଙ୍କ ତତ୍ୱାବଧାନରେ ଆୟୋଜିତ ବୈଠକରେ
Read More...

ଗ୍ରେଡ୍‌ ପେ ବୃଦ୍ଧି ନେଇ ଅଧ୍ୟାପକଙ୍କ କଳା ବେଜ୍‌ ପରିଧାନ

ସାଲେଭଟା, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଅନ୍ତର୍ଗତ ଆଗଲପୁର ପଂଚାୟତ ସମିତି ମହାବିଦ୍ୟାଳୟ, ବାଣୀନିକେତନ, ରୋତରେ ଅଧ୍ୟାପକମାନେ କଳାବ୍ୟାଜ ପିନ୍ଧି ଆନ୍ଦୋଳନ କରିଥିଲେ । ପବିତ୍ର ଗୁରୁଦିବସରେ ଗୁରୁମାନଙ୍କର ଅସନ୍ତୋଷ ସମସ୍ତ ଜିଲ୍ଲାରେ ଦେଖାଯାଇଛି । ସେହିପରି ନିଖିଳ ଓଡିଶା ଅଧ୍ୟାପକ
Read More...

ୱାଇସିଡିଏ ସଂସ୍ଥା ତରଫରୁ ଗୁରୁଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୱାଇସିଡିଏ ସଂସ୍ଥା ତରଫରୁ ଅଟଗାଁ ସ୍ଥିତ କଲ୍ୟାଣ ମଣ୍ଡପଠାରେ ଗୁରୁଦିବସ ପାଳିତ ହୋଇଯାଇଛି । ଉକ୍ତ ସଭାରେ ପୁଇଁତଳା ବ୍ଲକର ପାଞ୍ଚୋଟି ପଞ୍ଚାୟତ ଯଥା ଅଟଗାଁ, ମହିମୁଣ୍ଡା, ଛତାପୀପଲ, ଭାଲରେ, ଦଶପୁରର ଶିକ୍ଷକ ଓ ଶିକ୍ଷିୟତ୍ରୀ ବୃନ୍ଦ ଯୋଗ ଦେଇଥିଲେ ।
Read More...

ଏପିଏସ କଲେଜ ରୋତ୍‌ରେ ଗୁରୁଦିବସ ପାଳିତ

ସାଲେଭଟା, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଅନ୍ତର୍ଗତ ଆଗଲପୁର ପଂଚାୟତ ସମିତି ମହାବିଦ୍ୟାଳୟ, ବାଣୀନିକେତନ, ରୋତରେ ଛାତ୍ରଛାତ୍ରୀମାନଙ୍କ ତରଫରୁ ଖୁବ୍‌ ଧୁମ୍‌ଧାମ୍‌ରେ ଗୁରୁଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସନ୍ତୋଷ କୁମାର ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ
Read More...

ସାଲେଭଟାରେ ଗୁରୁଦିବସ ପାଳିତ

ଆଗଲପୁର ବ୍ଳକର ୬୩ ଗୁରୁଙ୍କୁ ସମ୍ମାନୀତ ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା)ବ୍ଲକ ସାଲେଭଟାରେ ଗୁରୁଦିବସ ପାଳିତ ହୋଇଥିବା ବେଳେ ୬୩ ଜଣ ଗୁରୁଙ୍କୁ ସମ୍ମାନୀତ କରାଯାଇଛି । ସ୍ଥାନୀୟ ଚଣ୍ଡୀମନ୍ଦିର କଲ୍ୟାଣ ମଣ୍ଡପଠାରେ ବିଜୟ କୁମାର ଦାଶଙ୍କ ସଭାପତିତ୍ୱରେ
Read More...

‘କୋଶଳ ପ୍ରବାହ’ର ପ୍ରଭାବ : ଖବର ପ୍ରସାରଣ ପରେ ତତ୍ପର ହେଲା କୃଷି ବିଭାଗ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଓଡିଶା ଚାଷଜମିରେ ଆନ୍ଧ୍ରଚାଷୀଙ୍କ ଦାଦାଗିରି । ସ୍ଥାନୀୟ ଚାଷୀଙ୍କ ଚାଷଜମିକୁ ମାତ୍ର କେଇଟା ଟଙ୍କାରେ ହାତେଇବା ସହିତ ଗୋଚର ଓ ଗ୍ରାମ୍ୟ ଜଙ୍ଗଲ ଭଳି ଶହଶହ ଏକର ଜମିରେ ଆନ୍ଧ୍ରଚାଷୀ କରୁଛନ୍ତି ସରକାରଙ୍କ ଦ୍ୱାରା ନିଷିଦ୍ଧ ଘୋଷିତ ବିଟି କପାଚାଷ । ଆଉ କପାରେ
Read More...

ଜନ୍ମଦିନ ଅବସରରେ ନିଜର ଶରୀର ଦାନ କରି ଏକ ନିଆରା ଉଦାହରଣ ସୃଷ୍ଟି କଲେ ଶୁଶାନ୍ତ କୁମାର ମଲ୍ଲିକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜନ୍ମଦିନ ଅବସରରେ ନିଜର ଶରୀର ଦାନ କରି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ତରଭା ବ୍ଲକ ଅନ୍ତର୍ଗତ ସରଗଜ (ବେଲମୁଣ୍ଡା) ଗ୍ରାମର ଶୁଶାନ୍ତ କୁମାର ମଲ୍ଲିକ । ସେ ପେସାରେ ଜଣେ ସରକାରୀ କର୍ମଚାରୀ ଭାବରେ ଚାକିରି କରୁଥିବା ବେଳେ ଯୁବ
Read More...

ଲଖାନୀ ଗାର୍ମେଣ୍ଟସ୍‌ ସୋରୁମ୍‌କୁ ସିଲ୍‌ କଲା ବଲାଙ୍ଗିର ପୌର ପ୍ରଶାସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ସମଲେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା ଲଖାନୀ ଗାର୍ମେଣ୍ଟସ୍‌ ସୋରୁମ୍‌କୁ ଆଜି ଅପରାହ୍ନରେ ସିଲ୍‌ କରିଛି ବଲାଙ୍ଗିର ପୌର ପ୍ରଶାସନ । ସୂଚନାଯୋଗ୍ୟ ଯେ, ଗତ ୩୦ ତାରିଖ ଦିନ ନାମୀଦାମୀ ବ୍ରାଣ୍ଡର ଷ୍ଟିକରିଂ ହୋଇଥିବା ଗଦା ଗଦା ନକଲି ପୋଷାକ
Read More...