Monthly Archives

September 2023

ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନକୁ ବନ୍ଦ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ବଲାଙ୍ଗିରର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ଚଂଚଳ ରାଣା ।
Read More...

ଲଗାଣ ବର୍ଷାରେ ଉବୁଟୁବୁ ହେଲା ବଲାଙ୍ଗିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲଗାଣ ବର୍ଷାରେ ଉବୁଟୁବୁ ହେଲା ବଲାଙ୍ଗିର ସହର । ପ୍ରବଳ ବର୍ଷା ହେତୁ ବଲାଙ୍ଗିର ସହରର ଏଥିରେ ସହରର ବିଭିନ୍ନ ଜାଗାରେ ଘରଗୁଡ଼ିକକୁ ପାଣି ପଶି ଯାଇଥିବା ବେଳେ ଯୁଆଡେ ଦେଖିଲେ ଆଣ୍ଠୁଏ ପାଣି । ଅନ୍ୟପଟେ ବହୁତ ପରିବାର ପାଣି ପଶିବା ହେତୁ ଜଳବନ୍ଦୀରେ ରହିଥିବା
Read More...

ବଲାଙ୍ଗିର ମ୍ୟୁନିସିପାଲିଟି କାର୍ଯ୍ୟାଳୟ ବର୍ଷା ପାଣିରେ ଉବୁଟୁବୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରବଳ ବର୍ଷା ଯୋଗୁଁ ବଲାଙ୍ଗିର ମ୍ୟୁନିସିପାଲିଟି କାର୍ଯ୍ୟାଳୟ ବର୍ଷା ପାଣିରେ ଉବୁଟୁବୁ ହେଉଥିବା ଦେଖିବାକୁ ମିଳିଛି । ଗତକାଲି ସଂଧ୍ୟାରୁ ବଲାଙ୍ଗିର ସହରରେ ଲାଗି ରହିଛି ବାଦଲ୍‌ ଫଟା ବର୍ଷା । ବଲାଙ୍ଗିର ପୌର ପରିଷଦ କାର୍ଯ୍ୟାଳୟ ପରିସର କୌଣସି ପୋଖରୀ ଭଳି
Read More...

ବର୍ଷା ଯୋଗୁଁ ଫସିଲା କାର୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସଂଧ୍ୟାରେ ବଲାଙ୍ଗିର ସହରରେ ଜୋର୍‌ସୋର୍‌ ବର୍ଷା ହୋଇଥିବା ବେଳେ ସହରର ଲାଲ୍‌ଟିକ୍ରା ଗ୍ରୀଡ୍‌କୋ ସାମ୍ନାରେ ଥିବା ବଡ଼ଦେଓନଗରରେ ଏକ କାର୍‌ ଫଶି ଯାଇଥିବା ଦେଖିବାକୁ ମିଳିଛି । ମ୍ୟୁନିସିପାଲିଟିର ଅବହେଳା ଯୋଗୁଁ ଏଭଳି ଅବସ୍ଥା ଦେଖିବାକୁ ମିଳିଛି ବୋଲି
Read More...

ନୀଲମ ଫାଉଣ୍ଡେସନର ତୃତୀୟ ପ୍ରତିଷ୍ଠା ଦିବସ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ନୀଲମ ଫାଉଣ୍ଡେସନର ତୃତୀୟ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନ ତରଫରୁ ବୃଦ୍ଧବ୍ୟକ୍ତି ତଥା ଦିବ୍ୟାଙ୍ଗଙ୍କ ପାଇଁ ଏକ ହୁଇଲ ଚେୟାର ରେଲୱେ ଷ୍ଟେସନର ମହାପ୍ରବନ୍ଧକ ପ୍ରଭାସ ଦାଶଙ୍କୁ ପ୍ରଦାନ କରିଥିଲେ । ଏହି
Read More...

ସମାଜସେବୀଙ୍କ ବସ୍ତି ଅଭିଯାନ

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପଲ୍ଲୀ ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀ ହାତିବନ୍ଧା ପଞ୍ଚାୟତର ଉପରବାଲିଯୋଡି ଅଞ୍ଚଳ ବୁଲିବା ସମୟରେ ପୁନର୍ବାର ଏକ ଅସହାୟ ପରିବାରକୁ ଭେଟିଥିଲେ । ଏହି ପରିବାର ମୁଖ୍ୟ ଗୁଲବଦନ କିସାନ ଯିଏକି ନିଜ ଜୀବନ ଜୀବିକାରେ ଏକ କ୍ଷୁଦ୍ର
Read More...

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ତରଫରୁ ସମୂହ ଛୁଟି ସହ ମ.ରାମପୁରର ବିଇଓ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

ମ.ରାମପୁର, (ହେମନ୍ତ ସାହୁ) : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଫେଡେରସନ୍‌ ମ.ରାମପୁର ବ୍ଲକ ଶିକ୍ଷକ ସଂଘ ପକ୍ଷରୁ ୩ ଦଫା ଦାବୀ ସମ୍ବଳିତ ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ ଗତ ଅଗଷ୍ଟ ପାଞ୍ଚ ତାରିଖ ଦିନ ପ୍ରଦାନ କରାଯାଇଥିଲା ।
Read More...

ପାଞ୍ଚ ଦଫା ଦାବୀ ନେଇ କାରାଗାର କର୍ମଚାରୀ ସଂଘର କଳା ବ୍ୟାଚ ପରିଧାନ

ମ.ରାମପୁର, (ହେମନ୍ତ ସାହୁ) : କେନ୍ଦ୍ରୀୟ କମିଟି ଭୁବନେଶ୍ୱରଙ୍କ ଆହ୍ୱାନ କ୍ରମେ ପାଞ୍ଚ ଦଫା ଦାବୀ ନେଇ ମ.ରାମପୁର ଉପକାରାଗାରଠାରେ କର୍ମଚାରୀମାନେ କଳା ବ୍ୟାଚ୍ ପରିଧାନ କରି ପ୍ରତିବାଦ କରିଥିଲେ । ପାଞ୍ଚ ଦଫା ଦାବୀ ଯଥା, କାରାରକ୍ଷୀଙ୍କ ଗ୍ରେଡ୍ ପେକୁ ୧୯୦୦ରୁ ୨୦୦୦ ଓ ମୁଖ୍ୟ
Read More...

ସିଏସ୍‌ପି + ଯୋଜନାରେ କାର୍ଯ୍ୟରତ ସିଏସ୍‌ପିମାନଙ୍କୁ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାରଙ୍କ ସିଏସ୍‌ପି + ଯୋଜନାରେ କାର୍ଯ୍ୟରତ ସିଏସ୍‌ପିମାନଙ୍କୁ ସାମିଲ କରିବା ପାଇଁ ଆଜି ବଲାଙ୍ଗିର ଜିଲ୍ଲା ଏସ୍‌ବିଆଇ ସିଏସ୍‌ପି ସଂଘ ପକ୍ଷରୁ ବଲାଙ୍ଗିର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଏହି ଅବସରରେ
Read More...

ଆଗାମୀ ନିର୍ବାଚନ ପାଇଁ ଗ୍ରାମ ପଞ୍ଚାୟତଠାରୁ ସଚିବାଳୟ ପର୍ଯ୍ୟନ୍ତ ପିସି ଜରିଆରେ ବିଜେଡି ବ୍ୟାପକ ମାତ୍ରାରେ ଦଳୀୟ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗ୍ରାମ ପଞ୍ଚାୟତ ଠାରୁ ଆରମ୍ଭ କରି ସଚିବାଳୟ ପର୍ଯ୍ୟନ୍ତ ସବୁ ଉନ୍ନୟନମୂଳକ କାର୍ଯ୍ୟରେ ୫% ଠାରୁ ଅଧିକ ପିସି ସଂଗ୍ରହ କରି ବିଜୁ ଜନତା ଦଳ ଆଗାମୀ ନିର୍ବାଚନ ପାଇଁ ଦଳୀୟ ପାଣ୍ଠି ନାଁରେ ବ୍ୟାପକ ଟଙ୍କା ସଂଗ୍ରହର ଅଭିଯାନ ଚଳାଇଛି ତେଣୁ ଏ ସରକାର ବଦଳିବା
Read More...