Monthly Archives

September 2023

ଯୁବ କଂଗ୍ରେସରେ ରାଜ୍ୟ ପ୍ରବକ୍ତା ଭାବେ ନିଯୁକ୍ତ ହେଲେ ଅମିତ ନାୟକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଯୁବ କଂଗ୍ରେସ ପାଇଁ ଖୁସି ଖବର । ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକର ଯୁବ ନେତା ଅମିତ ନାୟକଙ୍କୁ ଦଳ ରାଜ୍ୟ ଯୁବ କଂଗ୍ରେସ ପ୍ରବକ୍ତା ଭାବରେ ନିଯୁକ୍ତ କରିଛି । ଗତକାଲି ସେପଟେମ୍ବର ୧୫ ତାରିଖରେ ରାଷ୍ଟ୍ରୀୟ ଜାତୀୟଯୁବ କଂଗ୍ରେସ ସଭାପତି ଶ୍ରୀନିଭାସ
Read More...

ସାର ଦୋକାନରେ କୃଷି ବିଭାଗର ଚଢ଼ାଉ, ସିଲ ହେଲା ଦୋକାନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଭରସୁଜା ସ୍ଥିତ ବିଶ୍ବରଂଜନ ପାତ୍ରଙ୍କ ସାର ଦୋକାନରେ କୃଷି ଓ ରାଜସ୍ୱ ବିଭାଗ ମିଳିତ ଚଢ଼ାଉ କରିଥିବା ଜଣାଯାଇଛି । ଦୋକାନୀ ଜଣକ ସାର ଓ କୀଟନାଶକ ବିକ୍ରି କରିବା ନେଇ ଆବଶ୍ୟକ କାଗଜପତ୍ର ଦେଖାଇ ନ ପାରିବାରୁ ଆଗଲପୁର
Read More...

ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ମିଶନ ଶକ୍ତି ବିଭାଗ ତରଫରୁ ମିଶନ ଶକ୍ତି ଋଣ ମେଳା ଅନୁଷ୍ଠିତ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ମିଶନ ଶକ୍ତି ବିଭାଗ ତୁରେକେଲା ତରଫରୁ ମିଶନ ଶକ୍ତି ଋଣ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସର୍ବମୋଟ ୧୫୬ ଗୋଟି ଏସ୍‌ଏଚ୍‌ଜି ମହିଳା ବୃନ୍ଦଙ୍କୁ ୪୭୧.୨୦ ଲକ୍ଷ ଟଙ୍କା ମଞ୍ଜୁର ହୋଇ ଏସ୍‌ଏଚ୍‌ଜି
Read More...

ରାଜ ବୋଡାସମ୍ବର ବ୍ଲକର ଶିକ୍ଷକମାନଙ୍କର ଗଣଧାରଣା ତୃତୀୟ ଦିନରେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଶନିବାର ଦିନ ନିଖିଳ ଉତ୍କଳ ଶିକ୍ଷକ ସଂଘ ଆହ୍ୱାନ କ୍ରମେ ପଦ୍ମପୁର ବିଇଓ ଅଫିସ ପ୍ରାଙ୍ଗଣରେ ରାଜବୋଡା ସମ୍ବର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ରଘୁନାଥ ପୁରୀଙ୍କ ସଭାପତିତ୍ବରେ ଗଣଧାରଣା ଆଜି ତୃତୀୟ ଦିନ ପହଞ୍ଚିଛି । ଧାରଣାର ପ୍ରାରମ୍ଭରେ ଶ୍ରୀ
Read More...

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସମୀକ୍ଷା

ଆଠଗଡ, ନରସିଂହପୁର, ପିପିଲି ଓ ଆଠମଲ୍ଲିକ ବ୍ଲକରେ ପାନୀୟ ଜଳ ସମସ୍ୟାର ସମାଧାନଗ୍ରାମାଞ୍ଚଳ ପାଇପ୍ ଜଳ ଯୋଗାଣ ଯୋଜନା ଗୁଡିକରେ ଉନ୍ନତି ଆଣିବା ପାଇଁ SCADA କାର୍ଯ୍ୟକାରୀ ହେବା ସହିତ ଅଧିକ କର୍ମଚାରୀ ଯୋଗାଇଦିଆଯିବ, ବିଦ୍ୟୁତ ଯୋଗାଣ ଜାରି ରହିବ ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ
Read More...

‘ଦାବୀ ପୂରଣ ନହେଲେ ଶିକ୍ଷାଦାନ ନାହିଁ’ ଡାକରା ଦେଲେ ପ୍ରାଥମିକ ଶିକ୍ଷକ ସଙ୍ଘ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ତିନି ଦଫା ଦାବୀ ପୂରଣ ନ ହେବା ଯାଏ ଶିକ୍ଷାଦାନ ନାହିଁ ବୋଲି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଗଣ ଧାରଣା ଦିଆଯାଇଥିବା ବେଳେ କୁହାଯାଇଛି । ରାଜ୍ୟ ଏବଂ ଜିଲ୍ଲା ଏୟୁପିଟିଏଫ୍ ଶିକ୍ଷକ ସଂଘର ଆହ୍ଵାନକ୍ରମେ ଖପ୍ରାଖୋଲ ବ୍ଲକ୍ ଏୟୁପିଟିଏଫ୍ ଶିକ୍ଷକ
Read More...

ଟିଟିଲାଗଡ ଡିଏଭି ପବ୍ଲିକ ସ୍କୁଲ ବସ୍‌କୁ ଧରିଲା ଏମ୍‌ଭିଆଇ, ବିନା ଫିଟ୍‌ନେସ ଓ ଇନ୍‌ସ୍ୟୁରେନ୍‌ନ୍ସରେ ବୁହା ହେଉଥିଲେ…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସରକାରଙ୍କ ପରିବହନ ବିଭାଗ ପକ୍ଷରୁ ବାରମ୍ବାର ଜନସାଧାରଣଙ୍କୁ ନିଜ ଗାଡ଼ିର କାଗଜପତ୍ର, ଇନ୍‌ସ୍ୟୁରେନ୍ସ, ଫିଟ୍‌ନେସ୍‌, ପୋଲ୍ୟୁସନ୍ ସାର୍ଟିଫିକେଟ ସଦାବେଳେ ଠିକ୍‌ କରି ରଖିବାକୁ କୁହାଯାଉଛି । ବାରମ୍ବାର ତାଗିଦ କରିବା ସହ ଆଇନ ଉଲଂଘନ ନ କରିବା ପାଇଁ
Read More...

ଦଶ ହଜାର ପ୍ରତିଯୋଗୀଙ୍କୁ ପଛରେ ପକାଇ ବରଗଡର ସସ୍ମିତା ମେହେର ବାଜି ମାରି ନେଲେ ୨୦୨୩ର କୋଶଳ ସୁନ୍ଦରୀ ଆୱାଡ

ସାଲେଭଟା, (କେପିଏନ୍‌ଏସ୍‌) : ନିରୁ ମିଡିଆରେ ଚାଲିଥିବ‍ା ଅନ୍‌ଲାଇନ୍‌ କୋଶଳ ସୁନ୍ଦରୀ ଆୱାଡ ୨୦୨୩ ବର୍ଷ ୦୩ର ଫଳାଫଳ ଆଜି ପ୍ରକାଶିତ ହୋଇଥିବା ଜଣାଇଛନ୍ତି ନିରୁ ମିଡିଆର ପ୍ରଜୋଜକ ପ୍ରଦୀପ ବୈରାଗୀ । ଏଥିରେ ପାଖାପାଖି ଦଶ ହଜାର ପ୍ରତିଯୋଗୀ ଭାଗ ନେଇଥିବା ବେଳେ ତାଙ୍କ ଭିତରୁ ଟପ୍ ୧୦ରେ
Read More...

ତୁରେକେଲା କ୍ଳଷ୍ଟରସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଳକ ଅନ୍ତର୍ଗତ ଆଶ୍ରମ ବିଦ୍ୟାଳୟ ତୁରେକେଲାଠାରେ ତୁରେକେଲା କ୍ଳଷ୍ଟରସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଥିଲା । କ୍ଳଷ୍ଟର ସଂଯୋଜକ ବିରଂଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜୟନ୍ତ କୁମାର ପ୍ରଧାନ, ଗୋଷ୍ଠୀ
Read More...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ସଚିବ ଭିକେ ପାଣ୍ଡିଆନ୍‌ଙ୍କୁ ଧନ୍ୟବାଦ ଜଣାଇଲେ ବଲାଙ୍ଗିର ପୌର ଅଧ୍ୟକ୍ଷା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ସଚିବ ଭିକେ ପାଣ୍ଡିଆନ୍‌ଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଗତ ଅଗଷ୍ଟ ୬ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବ ବଲାଙ୍ଗିର ଗସ୍ତରେ ଆସିଥିଲେ ।
Read More...