Monthly Archives

September 2023

ହରଭଙ୍ଗା ଯୁବସଂଘ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍ ପାଳିତ

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ୍ ହରଭଙ୍ଗା ଗ୍ରାମରେ "ହରଭଙ୍ଗା ଯୁବସଂଘ" ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୁଟାସିଂହା ଶିଶୁମନ୍ଦିର ପ୍ରଧାନ ଆଚାର୍ଯ୍ୟ ପ୍ରେମେନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଲଛିପୁର କଲେଜ ରାଜନୀତି ବିଜ୍ଞାନ ଅଧ୍ୟାପିକା
Read More...

ମହୁଲପାଲିରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ମହୁଲପାଲି ଗ୍ରାମରେ ଶନିବାର ଦିନ ଧୂମ୍‌ଧାମ୍‌ରେ ନୂଆଁଖାଇ ଭେଟ୍ ପାଳିତ ହୋଇଯାଇଛି । ନୂଆଁଖାଇ ଦିନ ପ୍ରବଳ ବର୍ଷା ଯୋଗୁଁ କାର୍ଯ୍ୟକ୍ରମ ବାତିଲ ହେବା ପରେ ଶନିବାର ଦିନ ସମସ୍ତ ଗ୍ରାମବାସୀ ଗାଁ ମୁଣ୍ଡ ଗାଈ ଗୋଠରେ ଜୁହାର ଭେଟ୍‌ ହୋଇଥିଲେ
Read More...

ମିଳିଲା ନି ମହାପ୍ରୟାଣ ଗାଡ଼ି, ବାଇକରେ ବୁହା ହେଲା ଶବ

ବୀରମହାରାଜପୁର, (ପି.କେ.ସାହୁ) : ମିଳିଲା ନି ମହାପ୍ରୟାଣ ଗାଡ଼ି, ବାଇକରେ ବୁହା ହେଲା ଶବ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅମରପାଲି ଗ୍ରାମରେ । ଆଜି ସକାଳୁ ଅମରପାଲି ଗ୍ରାମରେ ଗୁଲାପି ବେହେରା ନାମକ ଜଣେ ବିଧବା ମହିଳାଙ୍କ ମୃତ୍ୟୁ
Read More...

ପ୍ରମୁଖ ସ୍ୱଚ୍ଛତା ମାଇଲଖୁଣ୍ଟ ହାସଲ କଲା ଭାରତ : ସ୍ୱଚ୍ଛ ଭାରତ ମିଶନ ଗ୍ରାମୀଣ ଅଧୀନରେ ଦେଶର ୭୫% ଗାଁକୁ ଓଡିଏଫ…

• ୨୦୨୫ ସୁଦ୍ଧା ଏସବିଏମ୍-ଜି ଦ୍ୱିତୀୟ ପର୍ଯ୍ୟାୟ ଲକ୍ଷ୍ୟ ହାସଲ ଦିଗରେ ୪.୪ ଲକ୍ଷରୁ ଅଧିକ ଗାଁ ନିଜକୁ ଓଡିଏଫ୍ ପ୍ଲସ୍ ଘୋଷଣା କରିଛନ୍ତି: କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ• ସ୍ୱଚ୍ଛତା ହିଁ ସେବା ଅଭିଯାନରେ ୫ କୋଟି ଲୋକ ଅଂଶଗ୍ରହଣ କରିଥିବା ବେଳେ ୨.୦୫ କୋଟିରୁ ଅଧିକ
Read More...

ଉତ୍ତରପ୍ରଦେଶର ବାରଣାସୀରେ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ଏହି ଅବସରରେ ଅନେକ ମହାନ କ୍ରିକେଟ୍ ଖେଳାଳି ଯୋଗ ଦେଇଥିଲେ"ଶିବ ଶକ୍ତିର ଗୋଟିଏ ସ୍ଥାନ ଚନ୍ଦ୍ରରେ ଥିବା ବେଳେ ଅନ୍ୟଟି କାଶୀରେ ଅଛି"‘‘କାଶୀରେ ଆନ୍ତର୍ଜାତୀୟ ଷ୍ଟାଡିୟମର ଡିଜାଇନ ଭଗବାନ ମହାଦେବଙ୍କୁ ସମର୍ପିତ’’‘‘କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ ହେଲେ ଏହା କେବଳ ଯୁବ କ୍ରୀଡ଼ା ପ୍ରତିଭାଙ୍କୁ
Read More...

୧୯୯୨-୯୪ ବ୍ୟାଚ୍‌ ଜବାହାରଲାଲ ମହାବିଦ୍ୟାଳୟର ନୂଆଁଖାଇ ଭେଟ୍‌ଘାଟ୍‌

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ ୧୯୯୨-୯୪ ବ୍ୟାଚ୍‌ ଜବାହାରଲାଲ ମହାବିଦ୍ୟାଳୟର ନୂଆଁଖାଇ ଭେଟ୍‌ଘାଟ୍‌ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ସରମୁହାଣ ସ୍ଥିତ ରାଉତ କୃଷିଫାର୍ମଠାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମଟି ଚିନ୍ତାମଣି ରାଉତ, ଶୁସିଲ ସାହୁ, ଖୁସି ମଲ୍ଲିକ, ଆଶୋକ ମେହେର,
Read More...

ଖୁଣ୍ଟସମଲାଇ ଗ୍ରାମରେ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ବ୍ଲକ ଖୁଣ୍ଟସମଲାଇ ଗ୍ରାମରେ ନୂଆଁଖାଇ ପରେ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଧୁମ୍‌ଧାମ୍‌ରେ ପାଳନ କରାଯାଇଛି । ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗାଁର ଗୌନ୍ତିଆ ଇଂ. ନିର୍ବିଘ୍ନ ଭୋଇ, ମୁଖ୍ୟବକ୍ତା ଭାବେ କୋଶଲି କବି
Read More...

ଛତ୍ରପୁର ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପକ୍ଷରୁ ଅଣ-ସଂକ୍ରାମକ ରୋଗ ଚିହ୍ନଟ ଓ ଚିକିତ୍ସା ଶିବିର

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରାଞ୍ଚଳରେ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ନିମନ୍ତେ ଓଡ଼ିଶା ସରକାର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ଜରିଆରେ ବିଭିନ୍ନ ପ୍ରକାର ପଦକ୍ଷେପମାନ ଗ୍ରହଣ କରାଯାଉଛି । ଜାତୀୟ ସହରାଞ୍ଚଳ ସ୍ବାସ୍ଥ୍ୟ
Read More...

ବେଗୁନିଆପଡା ବ୍ଲକସ୍ତରୀୟ ଲୋକକଳା କଳାକାର ଦଳଙ୍କ ପ୍ରଶିକ୍ଷଣ ଶିବିର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବେଗୁନିଆପଡା ପଞ୍ଚାୟତ ସଭାଗୃହ ପ୍ରକୋଷ୍ଠଠାରେ ଗୁରୁବାର ଦିନ ବ୍ଲକ୍‌ସ୍ତରୀୟ ଲୋକକଳା ଦଳଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ସୂଚନା, ଶିକ୍ଷା ଓ ଯୋଗାଯୋଗ ଉପକ୍ରମରେ ପାରମ୍ପରିକ ଲୋକକଳାର ପ୍ରୟୋଗ ମାଧ୍ୟମରେ ପ୍ରଚାର ପ୍ରସାର ପ୍ରତି
Read More...

ସ୍ଵଳ୍ପ-ସଞ୍ଚୟ ଅଭିକର୍ତ୍ତାଙ୍କ ଆର୍ଥିକ ସାକ୍ଷରତା ଶିବିର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଉପଖଣ୍ଡସ୍ତରୀୟ ସ୍ଵଳ୍ପ ସଞ୍ଚୟ ଓ ଆର୍ଥିକ ସେବା ବିଭାଗ ତରଫରୁ ସ୍ଥାନୀୟ ରାଜସ୍ୱ ଡାକ ବଙ୍ଗଳା ସମ୍ମିଳନୀ କକ୍ଷରେ ଆଜି ସ୍ଵଳ୍ପ ସଞ୍ଚୟ ଅଭିକର୍ତ୍ତାଙ୍କ ନିମନ୍ତେ ଏକ ଆର୍ଥିକ ସାକ୍ଷରତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି
Read More...