Daily Archives

ରାଉରକେଲା କଲେଜ ରେଡକ୍ରସ ୟୁନିଟ୍‌ର ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୪ସ୍ଥିତ ରାଉରକେଲା କଲେଜ ଯୁବ ରେଡକ୍ରସ ୟୁନିଟ ଦ୍ୱାରା ଏକ ଔଷଧୀୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏନେଇ କଲେଜର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନଙ୍କ ତତ୍ତ୍ବାବଧାନରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଯୁକ୍ତ ୩
Read More...

ଭାରତ ସ୍କାଉଟ୍ ଓ ଗାଇଡ୍‌ର ଅନ୍ତର୍ଜାତୀୟ ଶାନ୍ତି ଦିବସ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଜିଲ୍ଲା ଭାରତ ସ୍କାଉଟ୍ ଓ ଗାଇଡ୍ ପକ୍ଷରୁ ପ୍ରତିବର୍ଷ ପରି ଅନ୍ତର୍ଜାତୀୟ ଶାନ୍ତି ଦିବସ ପାଳିତ ହୋଇଯାଇଛି । ପ୍ରତିକୂଳ ପାଗ ସତ୍ତ୍ବେ ସେକ୍ଟର ୧ ସ୍କାଉଟ ଭବନଠାରେ କବ୍ ବୁଲବୁଲ, ସ୍କାଉଟ ଗାଇଡମାନେ ବହୁ ସଂଖ୍ୟାରେ ଏକତ୍ରିତ ହୋଇ ଏହି ଦିବସ
Read More...

ତାଲପାଲିପଡ଼ାରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନଂ ୩ର ତାଲପାଲିପଡ଼ାଠାରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି । ଏହି ନୂଆଁଖାଇ ଭେଟ୍‌ଘାଟ୍‌କୁ ପଡ଼ାର ଜଗା ରଏ ଓ ଜିତେନ ନାଗ ଆୟୋଜନ କରିଥିବା ବେଳେ ଏଥିରେ ପୌର ପରିଷଦର ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ
Read More...

ଭାଲୁପାଲି ଗାଁରେ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକର ଭାଲୁପାଲି ଗାଁରେ ପଞ୍ଚମ ବର୍ଷ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ ଅତି ଭିନ୍ନ ଢଙ୍ଗରେ ଅନୁଷ୍ଠିତ ହୋଇଯାଇଛି । ଗାଁର ସମସ୍ତ ଘର ସାମ୍ନାରେ ଶୁଭ କଳସ ସ୍ଥାପନ କରାଯାଇଥିବା ବେଳେ ଆକର୍ଷଣୀୟ ଝୋଟି ଅଙ୍କାଯାଇଥିଲା । ଏହି ଉତ୍ସବରେ କଳା ସଂସ୍କୃତି
Read More...

ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ଦ୍ୱାରା ସାହାଜବାହାଲ୍‌ରେ ନୂଆଁଖାଇ ଭେଟ୍‌ଘାଟ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ଦ୍ଵାରା ଗତ ୨୧ ସେପ୍ଟେମ୍ବର ୨୦୨୩ ଦିନ ସାହାଜବାହାଲରେ ଧୁମ୍‌ଧାମ୍‌ରେ ନୂଆଁଖାଇ ଭେଟ୍‌ଘାଟ୍‌ ପାଳିତ ହୋଇଯାଇଛି । ପ୍ରଥମେ ଗାଁର ବରିଷ୍ଠ ଶିକ୍ଷକ ରାଧେଶ୍ୟାମ ପାଣିଗ୍ରାହୀ, ପଦ୍ମନାଭ ପାଣଗ୍ରାହୀ, ମହେଶ ପ୍ରସାଦ ଯୋଶୀ ଏବଂ
Read More...

ଭାରତ ମଣ୍ଡପମ ଠାରେ ଜି-୨୦ ଶିଖର ସମ୍ମିଳନୀର ତୃଣମୂଳସ୍ତରୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ…

‘ଆଜିର କାର୍ଯ୍ୟକ୍ରମ ଶ୍ରମିକଙ୍କ (ମଜଦୁର ଏକତା) ଏକତା ବିଷୟରେ ଏବଂ ଆପଣ ଓ ମୁଁ ଉଭୟ ମଜଦୁର’’"କ୍ଷେତ୍ର ସ୍ତରରେ ସାମୂହିକ ଭାବରେ କାର୍ଯ୍ୟ କରିବା ଦ୍ୱାରା ଅଭାବ ଦୂର ହୋଇଥାଏ ଏବଂ ଏକ ଦଳ ସୃଷ୍ଟି ହୁଏ""ସାମୂହିକ ଆବେଗରେ ଶକ୍ତି ଅଛି"‘‘ଏକ ସୁସଂଗଠିତ କାର୍ଯ୍ୟକ୍ରମର ସୁଦୂରପ୍ରସାରୀ ଫାଇଦା
Read More...

ମେରୀ ମାଟି ମେରା ଦେଶ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟ ଜାରି

ବରଗଡ଼, ଜଗତସିଂହପୁର, କେନ୍ଦୁଝର, ମୟୂରଭଞ୍ଜ ଓ ନୟାଗଡ଼ ଜିଲ୍ଲାରେ ଅମୃତ କଳସ ଯାତ୍ରା ଆୟୋଜିତ ଭୁବନେଶ୍ୱର, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଦେଶବ୍ୟାପୀ ଆରମ୍ଭ ହୋଇଥିବା ମେରୀ ମାଟି ମେରା ଦେଶ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ବର୍ତ୍ତମାନ ଜାରି ରହିଛି ।
Read More...

କବିଚନ୍ଦ୍ରପୁରଠାରେ ନୂଆଁଖାଇ ଭେଟ୍‌ଘାଟ୍‌

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଅଲାତରା ଗ୍ରାମ ପଞ୍ଚାୟତ କବିଚନ୍ଦ୍ରପୁର ବସ୍ତିପଡ଼ାଠାରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ମଦନପୁର ପୂର୍ବତନ ସରପଞ୍ଚ ରାଜେଶ ଧାଙ୍ଗଡାମାଝି, ବନମାଲି ସିଂ, ଗଙ୍ଗାଧର ରଣା, ଜାତୀନ୍ଦ୍ର
Read More...

ସାପ କାମୁଡାରେ ଯୁବକଙ୍କ ମୃତ୍ୟୁ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକ କରୁକୁଡୁପା ଗ୍ରାମରେ ଘଟିଛି ଏକ ଦୁଃଖଦପୂର୍ଣ୍ଣ ଘଟଣା । ଉକ୍ତ ଗ୍ରାମର ସଙ୍କି ମାଝୀଙ୍କ ପୁଅ ସକତା ମାଝୀ (୩୨)ଙ୍କୁ ସାପ କାମୁଡ଼ିବାରୁ ମୃତ୍ୟୁ ଘଟିଥିବା ଜଣାପଡିଛି ।
Read More...

ସ୍ପିକମେକେର ପ୍ରତିଷ୍ଠାତା ଓ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଡ.କିରଣ ସେଠଙ୍କ ସହିତ ସାମ୍ବାଦିକ ସମ୍ମିଳନୀ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଭାରତୀୟ କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ନିମନ୍ତେ ୧୯୭୭ ମସିହାରେ ସ୍ପିକମେକେର ନାମକ ଏକ ସଂସ୍ଥାର ପ୍ରତିଷ୍ଠା କରିଥିଲେ ପଦ୍ମଶ୍ରୀ ଡ.କିରନ ସେଠ । ତାଙ୍କର ବୟସ ଯେତେ ବଢୁଛି ତାଙ୍କର ସମାଜ ପାଇଁ କର୍ତ୍ତବ୍ୟ ସେତେ ବଢି ବଢି ଯାଉଛି । ଭାରତୀୟ
Read More...