Daily Archives

ଆଦର୍ଶ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗୁରୁ ଦିବସ ଅବସରରେ ମାଣ୍ଡୋସିଲ ପଞ୍ଚାୟତ ଡୁମ୍ବେରବାହାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ପ୍ରଥମେ ପାଇକମାଲ ବ୍ଲକ ଶିକ୍ଷା ଅଧିକାରୀ ଚୁଡ଼ାମଣି ବାରିକ, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଧେଶ୍ୟାମ ମେହେର ଓ
Read More...

ଗୁରୁଦିବସ ପାଳନ ଓ ବୃକ୍ଷରୋପଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଜମରତଲା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ରାଜେଶ କୁମାର ଖମାରୀଙ୍କ ସଭାପତିତ୍ୱରେ ଗୁରୁଦିବସ ପାଳିତ ହୋଇଯାଇଛି । ସଭା ପ୍ରାରମ୍ଭରେ ପ୍ରଧାନ ଶିକ୍ଷକ ଓ ଅତିଥି ବୃନ୍ଦ ରାଧାକୃଷ୍ଣନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ
Read More...

ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଗୁରୁଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଗୁରୁଦିବସ ପାଳିତ ହୋଇଯାଇଛି । ଉକ୍ତ ଅବସର ପାଇଁ ଅନୁଷ୍ଠିତ ସଭାରେ କାର୍ଯ୍ୟକାରୀ ପ୍ରଧାନ ଶିକ୍ଷୟିତ୍ରୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ସଭାପତିତ୍ୱ କରିଥିବା ବେଳେ ସୁରେନ୍ଦ୍ର କୁମାର ଭୋଇ ସଭା ପରିଚାଳନା
Read More...

ସ୍ୱର୍ଣ୍ଣକାର ଗଜାନନଙ୍କ ହତ୍ୟାକାରୀଙ୍କୁ ବାନ୍ଧିଲା ଦେଓଗାଁ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୀର୍ଘ ତିନି ବର୍ଷ ପରେ ବହୁଚର୍ଚ୍ଚିତ ବଲାଙ୍ଗିର ଜିଲ୍ଲାର ଦେଓଗାଁ ବଙ୍ଗଳା ଛକର ସ୍ୱର୍ଣ୍ଣକାର ଗଜାନନ ମେହେରଙ୍କ ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡର ଅଭିଯୁକ୍ତ ଶିର ରଣାଙ୍କୁ ଗିରଫ୍‌ କରି ଆଜି ସିନ୍‌ ରିକ୍ରିଏସନ୍‌ କରିଛି ଦେଓଗାଁ ପୋଲିସ । ଏ ସମ୍ପର୍କରେ ସୂଚନା
Read More...

ଟିଟିଲାଗଡ ସରକାରୀ ଡାକ୍ତରଖାନାରେ ଶଯ୍ୟା ସଂଖ୍ୟାଠାରୁ ରୋଗୀ ବେଶୀ : ତଳେ ଶୋଇ ହେଉଛନ୍ତି ଚିକିତ୍ସା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସରକାରୀ ଡାକ୍ତରଖାନା ଉପରେ ସହର ତଥା ଆଖପାଖ ଅଞ୍ଚଳର ଜନ ସାଧାରଣ ଚିକିତ୍ସା ପାଇଁ ନିର୍ଭର କରିଥାନ୍ତି । ପ୍ରତ୍ୟେକ ଦିନ ଶହ ଶହ ରୋଗୀ ଏଠାକୁ ଆସି ଚିକିତ୍ସିତ ହୋଇ ଫେରୁଛନ୍ତି । କିଛି ଦିନ ହେବ ଏବେ ଝାଡ଼ା, ବାନ୍ତି, ଜ୍ଵର ଭଳି ରୋଗରେ ପଡି
Read More...

ମେଟା ସହ ତିନି ବର୍ଷିଆ ‘ଶିକ୍ଷାରୁ ଉଦ୍ୟମିତା’ ଇନିସିଏଟିଭର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ଭାରତକୁ ବିଶ୍ୱର ଦକ୍ଷତା ରାଜଧାନୀ କରିବା ସହ ଅମୃତ ପିଢିଙ୍କୁ ସଶକ୍ତ କରିବା ଦିଗରେ ନୂଆ ପଦକ୍ଷେପ- ଧର୍ମେନ୍ଦ୍ର ପ୍ରଧାନଶିକ୍ଷା ମନ୍ତ୍ରଣାଳୟ, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ଓ ମେଟା ମଧ୍ୟରେ ତିନି ବର୍ଷ ପାଇଁ ସହଭାଗୀତାରାଷ୍ଟ୍ରୀୟ ଉଦ୍ୟମିତା ଏବଂ ଲଘୁ ବ୍ୟବସାୟ ସଂସ୍ଥା,
Read More...

ନୂଆଦିଲ୍ଲୀ ଠାରେ ୧୮ତମ ଜି- ୨୦ ଶିଖର ସମ୍ମିଳନୀରେ ମୁଖ୍ୟ ଆକର୍ଷଣ ହେବ ଡିଜିଟାଲ୍ ଇଣ୍ଡିଆ ଏକ୍ସପିରିଏନ୍ସ ଜୋନ୍

ଭାରତର ଅଧ୍ୟକ୍ଷତାରେ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ଜି -୨୦ ଭବିଷ୍ୟତର ସାର୍ବଜନୀନ ଡିଜିଟାଲ ଭିତ୍ତିଭୂମିକୁ କିପରି ପ୍ରଭାବଶାଳୀ ରୂପ ଦେଇ ପାରିବ ସେ ନେଇ ଏକ ଐତିହାସିକ ସହମତିରେ ପହଞ୍ଚିଛିସହଜ ଜୀବନଯାପନ ପାଇଁ ସାର୍ବଜନୀନ ଡିଜିଟାଲ ଭିତ୍ତିଭୂମିର ଆନନ୍ଦଦାୟକ ବ୍ୟବହାରକୁ ଅନୁଭବ କରିବେ
Read More...

ଅଗ୍ରୱାଲ ସଭା ଟ୍ରଷ୍ଟ ଓ ବାଲକୋ ରାୟପୁର ଦ୍ୱାରା ନିଃଶୁଳ୍କ କ୍ୟାନସର ଚିହ୍ନଟ ଶିବିର

ଚିହ୍ନଟ ରୋଗୀଙ୍କୁ ସମସ୍ତ ଖର୍ଚ୍ଚ ଟ୍ରଷ୍ଟ ଓ ବାଲକୋ ଦ୍ୱାରା ହେବ ପ୍ରଦାନ କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଅଗ୍ରୱାଲ ସଭା ଟ୍ରଷ୍ଟ ଏବଂ ବାଲକୋ ରାୟପୁର ଦ୍ୱାରା ସୋମବାର ଦିନ ସ୍ଥାନୀୟ ହରିଭବନରେ ଏକ ନିଃଶୁଳ୍କ କ୍ୟାନସର ରୋଗ ଚିହ୍ନଟ ଶିବିର ଅନୁଷ୍ଠିତ
Read More...

ସନ୍ଥକବିଙ୍କ ସମାଧିପୀଠର ଉନ୍ନୟନ ପାଇଁ ୫୦ଲକ୍ଷ ଟଙ୍କା ମଞ୍ଜୁର

ଡିପିଆର ପ୍ରସ୍ତୁତି ପାଇଁ ପହଞ୍ଚିଲେ ଓଟିଡିସିର ଟେକ୍ନିକାଲ ଟିମ୍‌ ସୋନପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାର ଖଲିଆପାଲି ସ୍ଥିତ ସନ୍ଥକବି ଭୀମଭୋଇଙ୍କ ସାଧନା, ସିଦ୍ଧି ଓ ସମାଧିପୀଠର ଉନ୍ନୟନ ପାଇଁ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ୫୦ଲକ୍ଷ ଟଙ୍କାର ଅନୁଦାନ ଦେଇଛନ୍ତି ।
Read More...

ବଲାଙ୍ଗିର ୱାର୍ଡ ନଂ.୧୫ର ଯାଦବ ମହାସଭାର ନୂତନ କର୍ମକର୍ତ୍ତା ଚୟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୧୫ ଅନ୍ତର୍ଗତ ଟିକ୍ରାପଡା ଏବଂ ମାଲପଡାର ଯାଦବ ସମାଜର ଏକ ବୈଠକ ସଭାପତି କଳାକାହ୍ନୁ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ୱାର୍ଡ ନଂ.୧୫ର ସର୍ବ ସମ୍ମତିକ୍ରମେ ନୂତନ କର୍ମକର୍ତ୍ତା ମନୋନୀତ ହୋଇଛନ୍ତି । ଦୟାସାଗର
Read More...