ବାପା ଛେଉଣ୍ଡ ୩ ଜଣଙ୍କୁ ଥଇଥାନ କଲା ପ୍ରଶାସନ
ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବଲଧା ପଞ୍ଚାୟତ ସାନମୂଲା ଗାଁର ବାପା ଛେଉଣ୍ଡ ୩ ପୁଅଙ୍କୁ ଥଇଥାନ କଲା ବ୍ଲକ ପ୍ରଶାସନ । ବଲଧା ପଂଚାୟତ ସାନମୂଳା ଗାଁର ମୃତକ ମହେନ୍ଦ୍ର ଭୋଇଙ୍କ ପତ୍ନୀ ଉର୍ବଶୀ ଭୋଇ । ୫ ପୁଅ ଝିଅଙ୍କ ସହ ସୁରୁଖୁରୁରେ କାଳ!-->…
Read More...
Read More...