Monthly Archives

August 2023

‘କୋଶଳ ପ୍ରବାହ’ ନ୍ୟୁଜ୍‌ ପୋର୍ଟାଲ୍‌ର ବାର୍ଷିକୋତ୍ସବ ଉପଲକ୍ଷେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ :…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୀର୍ଘ ୨୩ ବର୍ଷ ଧରି ନ୍ୟୁଜ୍‌ ସେବା ପ୍ରଦାନ କରି ଆସୁଥିବା ‘କୋଶଳ ପ୍ରବାହ’ ସମ୍ବାଦପତ୍ରର ନ୍ୟୁଜ୍‌ ପୋର୍ଟାଲ୍‌ ‘କୋଶଳ ପ୍ରବାହ ଲାଇଭ୍‌’ର ତୃତୀୟ ବାର୍ଷିକୋତ୍ସବ ଆସନ୍ତା ୧୩ ତାରିଖ ଦିନ ସ୍ଥାନୀୟ ସାମ୍ବାଦିକ ଭବନରେ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ଆଜି
Read More...

ଅବିବାହିତ ଦିବ୍ୟାଙ୍ଗ (ମୂକ) ଯୁବକଙ୍କୁ ବିବାହିତ ଦର୍ଶାଇ ପରିବାର ନିୟୋଜନ ଅସ୍ତ୍ରୋପଚାର : ଘଟଣାର ତଦନ୍ତ ନିର୍ଦେଶ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଆମ୍ବଗୁଡା ଗାଁର ଦିବ୍ୟାଙ୍ଗ (ମୂକ) ଅବିବାହିତ ଯୁବକଙ୍କୁ ପରିବାର ନିୟୋଜନ ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । ଜାତୀୟ ସ୍ବାସ୍ଥ୍ୟ ମିଶନ ଡିପିଏମ ଓ ଆଶା କୋର୍ଡିନେଟର ତଦନ୍ତ କରିବେ । ଏମାନେ ମାଥିଲି ବ୍ଲକ ଆମ୍ବଗୁଡା
Read More...

ଆଜିଠୁ ୩ ନୂଆ ରୁଟରେ ଗଡିଲା ‘ମୋ ବସ’

ଭୁବନେଶ୍ୱର : କ୍ୟାପିଟାଲ ଅର୍ବାନ ରିଜନ ଟ୍ରାନ୍ସପର୍ଟ (କ୍ରୁଟ) ପକ୍ଷରୁ ୩ ନୂଆ ରୁଟରେ 'ମୋ ବସ୍‌' ଗଡିଲା । ସୁଆଣ୍ଡୋ, ଜଟଣୀ ଓ ନିଆଳିକୁ ମୋ ବସ୍‌ ସେବା ଯୋଗାଇ ଦିଆଯିବ । ରୁଟ-୬୪ରେ ମୋ ବସ୍‌ ଭୁବନେଶ୍ୱର ରେଳ ଷ୍ଟେସନରୁ ବାହାରି ବରମୁଣ୍ଡାବସ୍‌ ଷ୍ଟାଣ୍ଡ ଦେଇ ଜଟଣୀ ଗେଟ୍‌ ପର୍ୟ୍ୟନ୍ତ
Read More...

ଘରୋଇ ସ୍କୁଲକୁ ମିଳିବ ମାଗଣା ବହି, ଉପକୃତ ହେବେ ୫ ଲକ୍ଷରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ

ଭୁବନେଶ୍ଵର : ରାଜ୍ୟର ଘରୋଇ ତଥା ଅଣ ଅନୁଦାନପ୍ରାପ୍ତ ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଦିଆଯିବ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପରି ମାଗଣା ପାଠ୍ୟପୁସ୍ତକ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । 5T ଉପକ୍ରମରେ ଏହି ଯୋଜନା ହାତକୁ
Read More...

ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଅବସରରେ ଗାନ୍ଧିମାର୍ଗରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ସ୍ୱାଧୀନତା ଦିବସ ଉତ୍ସବରେ କିଏ କେଉଁଠି ପତାକା ଉତ୍ତୋଳନ କରିବେ ସେ ନେଇ ସରକାର ଘୋଷଣା କରିଛନ୍ତି । ଗାନ୍ଧୀମାର୍ଗରେ ଆୟୋଜିତ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ କରିବେ । ଅନ୍ୟ ପକ୍ଷରେ ୨୦ଟି ଜିଲ୍ଲାରେ ମନ୍ତ୍ରୀ ଆଉ ବାକି
Read More...

ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ

ଭାପୁର : ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ । ନୟାଗଡ଼ ଜିଲ୍ଲା ଫତେଗଡ ଥାନା ଅନ୍ତର୍ଗତ କରବର ପଞ୍ଚାୟତ ଗୁଡୁପଡା ଗ୍ରାମର ଧନେଶ୍ଵର ବେହେରାଙ୍କ ଏକମାତ୍ର ପୁଅ କହ୍ନେଇ ବେହେରାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, କହ୍ନେଇ ବେହେରା ଡ୍ରାଇଭର ଭାବେ କାମ କରନ୍ତି ।
Read More...

ନକଲି ଜର୍ଦ୍ଦା କାରଖାନା ଠାବ, ଜଣେ ଗିରଫ

ନିଶ୍ଚିନ୍ତକୋଇଲି : ନକଲି ଜର୍ଦ୍ଦା କାରଖାନା ଠାବ । ନିଶ୍ଚିନ୍ତକୋଇଲି ନରେନ୍ଦ୍ରପୁର ପଞ୍ଚାୟତ ଫତେପୁର ଗ୍ରାମରୁ ଏକ ନକଲି ଜର୍ଦ୍ଦା କାରଖାନା ଠାବ କରାଯାଇଛି । ଏଥିରେ ସମ୍ପୃକ୍ତ ଜଣେ ବ୍ୟକ୍ତିକୁ ନେମାଳ ଥାନା ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ହୃଷିକେଶ ନାୟକ ।
Read More...

ବିଶ୍ୱ ସିଂହ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଅଗଷ୍ଟ ୧୦ ତାରିଖକୁ "ବିଶ୍ୱ ସିଂହ ଦିବସ" ଭାବରେ ମଧ୍ୟ ପାଳନ କରାଯାଏ । ସିଂହମାନଙ୍କୁ ପ୍ରାୟତଃ “ଜଙ୍ଗଲର ରାଜା” କୁହାଯାଏ । ଜଙ୍ଗଲ ନଷ୍ଟ ହେବା, ଶିକାର କରିବା, ମାନବଙ୍କ ସହ ବିବାଦ, ଜଳବାୟୁ ପରିବର୍ତ୍ତନ ଏବଂ ସେମାନଙ୍କର ପ୍ରାକୃତିକ ଶିକାରର
Read More...

ସ୍ଥିରତା ଓ ଗ୍ରାମୀଣ ଆୟ ପାଇଁ ଜୈବ ଇନ୍ଧନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ୨୦୧୫ ମସିହାରୁ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଦ୍ୱାରା ବିଶ୍ୱ ଜୈବ ଇନ୍ଧନ ଦିବସ ପାଳନ କରାଯାଉଛି । ଜୀବାଶ୍ମ ଇନ୍ଧନର ବିକଳ୍ପ ଭାବରେ ଅଣପାରମ୍ପାରିକ ଇନ୍ଧନ ଉତ୍ସଗୁଡ଼ିକର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ
Read More...

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି : 5T ଉପକ୍ରମରେ ଘରୋଇ ତଥା ଅଣ ଅନୁଦାନପ୍ରାପ୍ତ ଓଡିଆ ମାଧ୍ୟମ ବିଦ୍ୟାଳୟର ପିଲାମାନଙ୍କୁ…

୨୦୨୪-୨୫ ଶିକ୍ଷା ବର୍ଷରୁ ଏହା କାର୍ଯ୍ୟକାରୀ ହେବ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ ଭୁବନେଶ୍ୱର : ରାଜ୍ୟର ଘରୋଇ ତଥା ଅଣ ଅନୁଦାନପ୍ରାପ୍ତ ଓଡିଆ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପରି ମାଗଣା ପାଠ୍ୟପୁସ୍ତକ ଯୋଗାଇଦେବା ପାଇଁ
Read More...