Monthly Archives

August 2023

୪ କେଜି ଗଞ୍ଜେଇ ଜବତ, ୧ ଗିରଫ୍‌

କଣ୍ଟାମାଳ : ଶୁକ୍ରବାର ସକାଳ ୮ଟା ସମୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ମନମୁଣ୍ଡା ଅବକାରୀ ଅଧିକାରୀ ରମାକାନ୍ତ ଚାନ୍ଦ ନିଜ ଟିମ୍‌ ସହ ଦମାମୁଣ୍ଡା ଛକରେ ଚଢାଉ କରି ୪ କେଜି ଗଞ୍ଜେଇ ଓ ଏକ ବାଇକ୍‌ ଜବତ କରିଛନ୍ତି । ଏଥିସହ ଗଞ୍ଜେଇ ମାଫିଆ ପ୍ରତାପ ପ୍ରଧାନକୁ ଏନ୍‌ଡିପିଏସ୍‌ ଆକ୍ଟରେ ଗିରଫ୍‌
Read More...

ବାଲାଜୀ କଲେଜରେ ଦଳିତ ଛାତ୍ରଙ୍କୁ ଅଧ୍ୟାପକଙ୍କ ମାଡ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ ଖମାରମୁଣ୍ଡାରେ ଥିବା ବାଲାଜୀ ଯୁକ୍ତ ଦୁଇ ସାଇନ୍ସ କଲେଜରେ ଜଣେ ଦଳିତ ଛାତ୍ରଙ୍କୁ ସେହି କଲେଜର ଜଣେ ଅଧ୍ୟାପକ ମାଡ଼ ମାରିଥିବା ଥାନାରେ ଅଭିଯୋଗ ହୋଇଛି । ଏନେଇ ଅଭିଯୋଗ ପାଇବା ପରେ ପୁଇଁତଲା ଥାନା ପୋଲିସ
Read More...

ଲୋଇସିଂହା ବ୍ଲକସ୍ତରୀୟ ବିଜ୍ଞାନ ଶିକ୍ଷକ ଶିକ୍ଷୟତ୍ରୀ ସମ୍ମିଳନୀ

ଲୋଇସିଂହା, (କେପିଏନ୍‌ଏସ୍‌) : ହରେକୃଷ୍ଣ ମହତାବ ଉଚ୍ଚ ବିଦ୍ୟାଳୟଠାରେ ଲୋଇସିଂହା ବ୍ଲକର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ନେଇ ଏକ ବିଜ୍ଞାନ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ପୂର୍ବତନ ବିଜ୍ଞାନ ସଂଯୋଜକ ଶିବ
Read More...

କଲେଜଛକ ଶିଶୁ ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କଲେଜଛକ ଶିଶୁ ମନ୍ଦିରଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ଅଶୋକ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍‌ ଅଙ୍ଗୀରା ସାହୁ ଯୋଗ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ
Read More...

ଗଛ ବଞ୍ଚିଲେ ପ୍ରାଣୀ ଜଗତ ବଞ୍ଚିବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଟିପୁରୀ ଗ୍ରାମର ତରଣିସେନ ସ୍ୱାଇଁଙ୍କ କୁନି ପୁଅ ପ୍ରଦ୍ୟୁମ୍ନଙ୍କ ଜନ୍ମଦିନ ଅବସରରେ କଲ୍ୟାଣପୁର ପ୍ରଦୀପ ମହାରଥି ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟ ପରିସରରେ ପ୍ରଧାନ
Read More...

ଅବକାରୀ ବିଭାଗ ଦ୍ୱାରା ୪ କେଜି ଗଂଜେଇ ଜବତ : ଜଣେ କୋର୍ଟ ଚାଲାଣ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଅବକାରୀ ରେଂଜ ଅଧୀନସ୍ଥ ସିନ୍ଧେକେଲା ଥାନା ସାଲେମୁଡୁଗା ଗାଁରେ ୪ କେ.ଜି. ୫୦୦ଗ୍ରାମ ଗଂଜେଇ ଶୁକ୍ରବାର ଦିନ ଜବତ କରି ଅଭିଯୁକ୍ତ କାର୍ତିକ ସୁନାକୁ କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଂଜୁର ହେବାରୁ ଜେଲ ହାଜତକୁ ପଠାଇ
Read More...

ବିଦ୍ୟାଳୟ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଶିକ୍ଷା ଅଧିକାରୀ ଅଧିନସ୍ଥ ଘୋରଡ଼ିଆ କ୍ଲଷ୍ଟରର ବିଜେବି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ବ୍ଲକ ଅଧ୍ୟକ୍ଷା ବାସନ୍ତି
Read More...

ଭୂତିଆରବାହାଲ ସ୍କୁଲ ସମ୍ମୁଖରେ ଦେଶୀ ମଦ କାରବାରକୁ ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ସତ୍ୱେ ବଦଳୁ ନାହିଁ…

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଭୂତିଆରବାହାଲ ଗାଁର ହାଇସ୍କୁଲ ଓ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ଦିନ ହେଲା ବେଆଇନ ଭାବେ ଦେଶୀ ବିଦେଶୀ ମଦ ବିକ୍ରୟ ହେଉଛି । ଗାଁର ଲୋକମାନେ କହିବା ଅନୁସାରେ ବେଆଇନ ମଦ କାରବାରକୁ ବାରଣ କରୁନାହାନ୍ତି କେବଳ ସ୍କୁଲ ଓ
Read More...

ଭୁତିଆରବାହାଲ ସମିତି ସଭ୍ୟ ଉପନିର୍ବାଚନ : ଅଜିତ ସାହୁ ହେଲେ ସମିତି ସଭ୍ୟ

ଦେଓଗାଁ, (ମନୀଷ କୁମାର ସାହୁ) : ଗତ ୯ ତାରିଖ ଦିନ ବଲାଙ୍ଗିର ସଦର ବ୍ଳକର ଭୁତିଆରବାହାଲ ପଞ୍ଚାୟତର ସମିତି ସଭ୍ୟ ଉପନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ଥିଲା ଭୋଟ ଗଣତି ଦିବସ । ଏଥିରେ ନିକଟତମ ପ୍ରତିଦ୍ବନ୍ଦି ଦମନ ପଟେଲଙ୍କଠାରୁ ୩୧୮ଟି ଅଧିକ ଭୋଟ ପାଇଁ ଅଜିତ ସାହୁ ବିଜୟୀ
Read More...

ଜରାସିଂହା ପେକ୍ସ ନିର୍ବାଚନ : ଲକ୍ଷ୍ମଣ କୁମାର ମେହେର ନିଦ୍ୱର୍ନ୍ଦରେ ସଭାପତି ଭାବେ ନିର୍ବାଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକର ଜରାସିଂହା ପେକ୍ସର ପରିଚାଳନା ବୋର୍ଡ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ବିଡିସିସି ବ୍ୟାଙ୍କର ପୂର୍ବତନ ସଭାପତି ତଥା ସମବାୟବିଦ୍‌ ଲକ୍ଷ୍ମଣ କୁମାର ମେହେର ଜରାସିଂହା ପେକ୍ସର ସଭାପତି ଭାବରେ ଆଜି ନିଦ୍ଦ୍ୱର୍ନ୍ଦରେ
Read More...