Monthly Archives

August 2023

ବେଲପଡ଼ାରେ ଲୋକ ଉନ୍ନତି ସଂଗଠନ ପକ୍ଷରୁ କୃଷି କାନ୍ତି ପାଇଁ ସ୍ୱତନ୍ତ୍ର ଗ୍ରାମସଭା

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡା ଗ୍ରାମରେ ଥିବା ମେହେର ଧର୍ମଶାଳାଠାରେ ବଙ୍ଗୋମୁଣ୍ଡା ବ୍ଲକ ଲୋକ ଉନ୍ନତି ସଂଗଠନ ପକ୍ଷରୁ କୃଷି କ୍ରାନ୍ତି ପାଇଁ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଙ୍ଗୋମୁଣ୍ଡା ବ୍ଲକ ସଂଯୋଜକ
Read More...

ଘୁନସର ବିଦ୍ୟାଳୟରେ ସ୍ୱାଧୀନତା ଦିବସ ଅବସରରେ ସମ୍ବର୍ଦ୍ଧନା ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଘୁନସର ପ୍ରଗତି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ସ୍ୱାଧୀନତା ଦିବସ ବେଶ ଉତ୍ସାହର ସହ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଐଶ୍ୱର୍ଯ୍ୟ ଶେଖର ଦେବତା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ
Read More...

୭୭ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଟିଟିଲାଗଡ ଲାୟନ୍ସ୍ କ୍ଲବ ତରଫରୁ ଏକ ସାମ୍‌ ଦେଶ କେ ନାମ୍‌ କାର୍ଯ୍ୟକ୍ରମ ଆୟୋଜିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସ୍ୱାଧୀନତାର ୭୭ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶର ବିଭିନ୍ନ ସ୍ଥାନରେ ଦେଶବାସୀ ବହୁତ ସୁନ୍ଦର ଭାବରେ ଏହି ଦିବସକୁ ଉତ୍ସବ ରୂପେ ପାଳନ କରିଛନ୍ତି । ଏହି ପରିପ୍ରକ୍ଷୀରେ ଟିଟିଲାଗଡ ଲାୟନସ୍ କ୍ଲବ ତରଫରୁ ସକାଳେ ସ୍ଥାନୀୟ ଲାୟନସ ଡେନଠାରେ କ୍ଲବ ସଭାପତି
Read More...

ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ବିଦ୍ୟାଭାରତୀର କୃତିତ୍ୱ ହାସଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୭୭ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ବିଦ୍ୟାଭାରତୀ ଆବାସିକ ବିଦ୍ୟାଳୟ ବଲାଙ୍ଗିର କୃତିତ୍ୱ ହାସଲ କରିଛି । ଜିଲ୍ଲାସ୍ତରୀୟ ପ୍ୟାରେଡ୍ ପ୍ରତିଯୋଗିତାରେ ବିଦ୍ୟା ଭାରତୀର ଦୁଇଟି ଗ୍ରୁପ୍ ଭାଗ ନେଇଥିଲେ । ତନ୍ମଧ୍ୟରୁ ସିନିୟର୍ ଗ୍ରୁପ୍ "ଶ୍ରେଷ୍ଠ
Read More...

ସହଯୋଗ ଫାଉଣ୍ଡେସନ ପକ୍ଷରୁ ପୁସ୍ତକ ବଣ୍ଟନ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ସାମାଜିକ ସଂଗଠନ ସହଯୋଗ ଫାଉଣ୍ଡେସନ ଦ୍ୱାରା ସମସ୍ତ ଶ୍ରେଣୀର ଲୋକଙ୍କ ପାଇଁ ଏକ ପୁସ୍ତକ ଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମ ସଂଯୋଜକ ଡକ୍ଟର ପଞ୍ଚାନନ ପ୍ରଧାନ କହିଛନ୍ତି ଯେ, ଏହି ଅଭିଯାନ ମାଧ୍ୟମରେ ସାଧାରଣ ଜନତା ଏବଂ
Read More...

୭୭ତମ ସ୍ୱାଧୀନତା ଦିବସ ପାଳିତ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ସମଗ୍ର ଭାରତରେ ବହୁ ଆନନ୍ଦ ଉଲ୍ଲାସର ସହିତ ୭୭ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ବଲାଙ୍ଗିର ଜିଲ୍ଲାର ବେଲପଡ଼ା ବ୍ଲକର ସମସ୍ତ ସରକାରୀ ବେସରକାରୀ ସଂସ୍ଥାମାନଙ୍କରେ ମଧ୍ୟ ୭୭ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ଏହି ଅବସରରେ ବାଗଦୋର ଗ୍ରାମ
Read More...

ଜାତୀୟ ସଂଗୀତରେ କମ୍ପିଲା ପୋତାଗଡ଼

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରର ଐତିହାସିକ ପୋତାଗଡ଼ରେ ୭୭ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଛି । ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକଙ୍କ ନିଆରା ପ୍ରୟାସ ଯେ, ଗଞ୍ଜାମ ଜନସାଧାରଣଙ୍କ ଏକ ମନ ଏକ ପ୍ରାଣରେ ବାନ୍ଧିବା ଏବଂ ପୋତାଗଡ଼ ଦୁର୍ଗକୁ ଓଡିଶାବାସୀଙ୍କ
Read More...

ବଲାଙ୍ଗିର ଜିଲ୍ଲା କାରାଗାରରେ କିରଣ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାଧୀନତା ଦିବସ ଅବସରରେ ବଲାଙ୍ଗିରର ସାମାଜିକ ସଂଗଠନ ସହଯୋଗ ଫାଉଣ୍ଡେସନ, ଜିଲ୍ଲା କାରାଗାରରେ କିରଣ କାର୍ଯ୍ୟକ୍ରମରେ ପ୍ରେରଣାଦାୟକ ବକ୍ତା ହରିଶ ଅଗ୍ରୱାଲ କହିଛନ୍ତି ଯେ, ଜେଲକୁ ଏକ ସଂସ୍କାର ଗୃହ କରିବା ପାଇଁ, ଆତ୍ମର ଉନ୍ନତି ପାଇଁ ଏବଂ ଆତ୍ମ
Read More...

କଥା ଦେଇ କଥା ରଖିଲେ ଫାଇଭ୍‌ ଟି ସଚିବ ଭି.କେ. ପାଣ୍ଡିଆନ୍‌, ସୂଚନା ଦେଲେ ବଲାଙ୍ଗିର ସଦର ବ୍ଲକ ଅଧ୍ୟକ୍ଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୬ ଓ ୭ ତାରିଖ ଦୁଇ ଦିନ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ୍‌ ଟି ସଚିବ ଭି.କେ. ପାଣ୍ଡିଆନ୍‌ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଅଂଚଳ ଗସ୍ତ କରି ଲୋକଙ୍କ ସହ ଆଲୋଚନା କରିବା ସହ ଜନସାଧାରଣଙ୍କଠାରୁ ଲିଖିତ ଦରଖାସ୍ତ ଗ୍ରହଣ
Read More...

ଲୋୟର ସୁକତେଲ ଡେମ୍‌ରେ ୭୭ତମ ସ୍ୱାଧୀନତା ଦିବସ ପାଳନ କଲା ବଲାଙ୍ଗିର ଜିଲ୍ଲା ପ୍ରଶାସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସାରା ଦେଶ ୭୭ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଏହି ଅବସରରେ ବଲାଙ୍ଗିରର ଜୀବନ ରେଖା କୁହାଯାଉଥିବା ଲୋୟର ସୁକତେଲ ଡେମ୍‌ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଧୀନତା ଦିବସ ପାଳନ କରାଯାଇଥିବା ବେଳେ ଏଥିରେ ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା, ଜିଲ୍ଲା
Read More...