Monthly Archives

August 2023

ଦେଓଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଜାତୀୟ ପତାକା ଉତ୍ତୋଳନ

ଦେଓଗାଁ, (ମନୀଷ କୁମାର ସାହୁ) : ୭୭ତମ ସ୍ୱଧୀନତା ଦିବସ ଉପଲକ୍ଷେ ଦେଓଗାଁ ବ୍ଳକର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁ‌ଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ କରି ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଦେଓଗାଁ ବ୍ଳକସ୍ତରୀୟ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଦୟାନିଧୀ ଖମାରୀ ଜାତୀୟ ପତାକା
Read More...

କୁଡ଼ାସିଂହାରେ ସ୍ଵାଧୀନତା ଦିବସ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଡାସିଂହା ପଞ୍ଚାୟତରେ ସ୍ଵାଧୀନତା ଦିବସ ପାଳନ ସହ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସରପଞ୍ଚ ଶ୍ରୀମତୀ ଜ୍ୟୋସ୍ନାରାଣୀ ସାହୁ, ସମିତି ସଭ୍ୟା ଶ୍ରୀମତୀ କାମିନୀ ପୁଟେଲ, ପଞ୍ଚାୟତ
Read More...

ରୁଗୁଡ଼ିପଡା ଦୁର୍ଗାପୁଜା ଟ୍ରଷ୍ଟର ସାଧାରଣ ପରିଷଦ ବୈଠକ : ଆସନ୍ତା ୩ ବର୍ଷ ପାଇଁ କର୍ମକର୍ତ୍ତା ମନୋନୀତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ରୁଗୁଡ଼ିପଡା ଦୁର୍ଗାପୂଜା ମଣ୍ଡପରେ ରୁଗୁଡ଼ିପଡା ଦୁର୍ଗାପୂଜା ଟ୍ରଷ୍ଟର ସାଧାରଣ ପରିଷଦ ବୈଠକ ତଥା ଆସନ୍ତା ୩ ବର୍ଷ ପାଇଁ କର୍ମକତ୍ତା ମନୋନୀତ ହୋଇଯାଇଛି । ସଭାପତି ଚେତନାନନ୍ଦ ପଣ୍ଡାଙ୍କ ସଭାପତିତ୍ୱ ତଥା ହରିନାରାୟଣ ପୂଜାରୀଙ୍କ ସଂଯୋଜନାରେ
Read More...

ଗୌଡଗୋଠ ଆଞ୍ଚଳିକ ସୁଲିଆ ବୁଢ଼ା କଲେଜ ଉଦଘାଟିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଗୌଡଗୋଠରେ ମଙ୍ଗଳବାର ଦିନ ଆଞ୍ଚଳିକ ସୁଲିଆ ବୁଢ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଉଦ୍‌ଘାଟିତ ଏବଂ ସ୍ଵାଧୀନତା ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ଉଦୟ ଶଙ୍କର ରଣା ଯୋଗ ଦେଇ ପତାକା ଉତ୍ତୋଳନ
Read More...

କରଙ୍ଗାକଟା ବଂଚାଅ ଅଭିଯାନର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କରଙ୍ଗାକଟା ବଂଚାଅ ଅଭିଯାନର ଏକ ଜରୁରୀ ବୈଠକ ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡଠାରେ ବରିଷ୍ଠ ନାଗରିକ ମନୋରଞ୍ଜନ ପୁରୋହିତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବଲାଙ୍ଗିରର ସମସ୍ତ ଜଳାଶୟର ପୁନଃଉଦ୍ଧାର ସକାଶେ ଜଳ ଆଗମନ ଓ ନିଷ୍କାସନ ପାଇଁ
Read More...

ପଥରଚେପା ଆଦର୍ଶ ବିଦ୍ୟାଳୟକୁ ଜିଲ୍ଲାସ୍ତରୀୟ ପ୍ୟାରେଡରେ ପ୍ରଥମ ସ୍ଥାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମନୋହରପୁର ପୋଲିସ ପଡିଆଠାରେ ୭୭ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଜିଲ୍ଲାସ୍ତରୀୟ ପ୍ୟାରେଡରେ ପୋଲିସ ଟିମ୍‌ ବ୍ୟତୀତ ସିଭିଲିଆନ ବର୍ଗରେ ୩୧ଟି ଦଳ ଯୋଗଦେଇଥିଲେ । ସେଥିମଧ୍ୟରେ ପଥରଚେପା ଆଦର୍ଶ ବିଦ୍ୟାଳକୁ ପ୍ୟାରେଡରେ ପ୍ରଥମସ୍ଥାନ ମିଳିଛି ।
Read More...

ସବୁଜ ପରିବେଶ କରିବା ଲକ୍ଷ୍ୟରେ ଝଲପ ପଞ୍ଚାୟତ ପକ୍ଷରୁ ହରଘର ବୃକ୍ଷ ରୋପଣ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଝଲପ ପଞ୍ଚାୟତ ଆନୁକୂଲ୍ୟରେ ହରଘର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ପଞ୍ଚାୟତର ସମସ୍ତ ଗାଁର ସମସ୍ତ ଘରକୁ ଘର ଯାଇ ପ୍ରତ୍ୟେକ ପରିବାରକୁ ଦୁଇଟି ଗଛ ପ୍ରଦାନ କରି ତାଙ୍କ ଘରବାଡିରେ ଗଛ ଲଗାଯିବ ଏବଂ
Read More...

ଗାନ୍ଧୀଜୀଙ୍କ ସହଯୋଗୀଙ୍କ ସମେତ ୧୧ଜଣ ସ୍ଵାଧୀନତା ସଂଗ୍ରାମୀମାନଙ୍କର ଗୋଷ୍ଠୀ-ସମୂହ ପ୍ରତିମୂର୍ତ୍ତି ଉନ୍ମୋଚନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମହାତ୍ମାଗାନ୍ଧୀଙ୍କ ଅହିଂସା ଆନ୍ଦୋଳନରେ ଯୋଗଦେଇଥିବା ତାଙ୍କର ମୁଖ୍ୟ ସହଯୋଗୀ ୧୧ଜଣ ସ୍ଵାଧୀନତା ସଂଗ୍ରାମୀମାନଙ୍କର ଗୋଷ୍ଠୀ-ସମୂହ ପ୍ରତିମୂର୍ତ୍ତି ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ କର କମଳରେ ଉନ୍ମୋଚିତ ହୋଇଯାଇଛି । ମହାତ୍ମାଗାନ୍ଧୀ ଅହିଂସାର
Read More...

ସନ-ରାଇଜ ସ୍ପୋର୍ଟ୍ସ କ୍ଳବ ପକ୍ଷରୁ ୭୭ତମ ସ୍ୱାଧୀନତା ଦିବସ ପାଳନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ମେଇନ ଷ୍ଟାଡିୟମ ସ୍ଥିତ ଭଲିବଲ ପଡିଆ ପରିସରରେ ସନ-ରାଇଜ ସ୍ପୋର୍ଟ୍ସ କ୍ଳବ ଆନୁକୂଲ୍ୟରେ ବିପୁଳ ଉତ୍ସାହ ଉଦ୍ଦୀପନା, ହର୍ଷ-ଉଲ୍ଲାସ ମଧ୍ୟରେ ୭୭ତମ ସ୍ଵାଧୀନତା ଦିବସ ସମାରୋହରେ ପାଳିତ ହୋଇଯାଇଛି । କ୍ଳବର ଉପଦେଷ୍ଟା ପୂର୍ଣ୍ଣଚନ୍ଦ୍ର
Read More...

ଜମିଦାର ଧରମସିଂହ ମାଝିମାନ୍ଧାତାଙ୍କ ଜନ୍ମସ୍ଥଳୀର ପୁନଃରୁଦ୍ଧାର ପ୍ରକ୍ରିୟା ଆରମ୍ଭ : ସ୍ମୃତି କମିଟି ସହ ଜିଲ୍ଲା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୀର୍ଘବର୍ଷର ଉଦ୍ୟମ ପରେ ଜିଲ୍ଲା ପ୍ରଶାସନ ସ୍ୱାଧୀନତା ସଂଗ୍ରାମୀ ତଥା ଆଟଗାଁ ଜମିଦାର ଧରମସିଂହ ମାଝିମାନ୍ଧାତାଙ୍କ ଜନ୍ମସ୍ଥଳୀର ପୁନଃରୁଦ୍ଧାର କରିବାକୁ ଯାଉଛି । ଏନେଇ ପ୍ରଶାସନର ନିର୍ଦ୍ଦେଶକ୍ରମେ ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଞ୍ଜନ ମିଶ୍ର ଓ
Read More...