Monthly Archives

August 2023

ପ୍ରାଥମିକ ଶିକ୍ଷକମାନଙ୍କୁ ସ୍କିମ ୱାର୍କର ନୁହେଁ ସ୍ଥାୟୀ ଭିତ୍ତିରେ ନିଯୁକ୍ତି ଦିଅ : ଏଆଇଡିଏସ୍‌ଓ

ଭୁବନେଶ୍ୱର : ନ୍ୟାସନାଲ କାଉନସିଲ ଫର୍‌ ଟିଚର୍ସ ଏଜୁକେସନ(ଏନ୍‌ସିଟିଇ) ଓ ସୁପ୍ରିମକୋର୍ଟଙ୍କ ଚଳିତମାସ ୧୧ ତାରିଖ ରାୟ ଆଧାରରେ ରାଜ୍ୟ ସରକାର ପ୍ରାଥମିକ ବିଦ୍ୟାଳୟଗୁଡିକରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି
Read More...

ନୂଆଁଖାଇ ଭେଟ୍‌ଘାଟ୍‌ ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଦଳିତ ସମାଜ ତରଫରୁ ଚଳିତ ବର୍ଷ ପାଳିତ ହେବାକୁ ଥିବା ନୂଆଁଖାଇ ଭେଟ୍‌ଘାଟ୍‌ ପାଇଁ ଏକ ପ୍ରସ୍‌ୁତି ବୈଠକ ସ୍ଥାନୀୟ ଗେଟସରୋବରପଡା ସ୍ଥିତ ବି.ଆର.ଆମ୍ବେଦକର କ୍ଳବ ପରିସରରେ ଅନୁଷ୍ଠିତ ହୋଇଯାଇଛି । କୁନା ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ
Read More...

ବିପଦ ସଙ୍କୁଳ ଅବସ୍ଥାରେ ମୁଖ୍ୟ ରାସ୍ତା କଡ଼ରେ ଠିଆ ହୋଇଛି ଦୁଇଟି ଶୁଖିଲା ଗଛ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିପଦ ସଙ୍କୁଳ ଅବସ୍ଥାରେ ମୁଖ୍ୟ ରାସ୍ତା କଡ଼ରେ ଠିଆ ହୋଇଛି ଦୁଇଟି ଶୁଖିଲା ଗଛ, ପ୍ରଶାସନର ନିଘା ନାହିଁ । କାହିଁ କେତେ ବର୍ଷ ହେଲା ଶାନ୍ତିପଡ଼ାରୁ ବଲାଙ୍ଗିର ସହର ଆଡ଼କୁ ଯାଇଥିବା ମୁଖ୍ୟରାସ୍ତା କଡ଼ ଚନ୍ଦ୍ରଶେଖର ମନ୍ଦିରର ବିପରିତ ପାଖରେ ଖୁବ୍‌ ଉଚ୍ଚ
Read More...

କପସିପାଲି ଗ୍ରାମରୁ ମାଙ୍କଡକୁ ଉଦ୍ଧାର କଲା ହରିଶଙ୍କର ରେଞ୍ଜ ବନ ବିଭାଗ

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ର ଓଡିଆପାଲି ପଞ୍ଚାୟତର କପସିପାଲି ଗ୍ରାମରୁ ଏକ ମାଙ୍କଡକୁ ସଫଳତାର ସହ ଉଦ୍ଧାର କରିଛି ହରିଶଙ୍କର ରେଞ୍ଜ ବନ ବିଭାଗ । ମାଙ୍କଡକୁ ଜଣେ ଗ୍ରାମବାସୀ ବେଆଇନ ଭାବେ ରଖିଥିବା ବେଳେ ଗୋପନୀୟ ସୂତ୍ରରୁ ସୂଚନା ପାଇବା ପରେ ବନ
Read More...

ବ୍ଲକସ୍ତରୀୟ ସାମାଜିକ ସମୀକ୍ଷାର ଜନଶୁଣାଣି, କେସ ରେକର୍ଡ ସହ ସୂଚନା ଫଳକ ନଥିବା ଅଭିଯୋଗ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ବେଲଗାଁ କଲ୍ୟାଣ ମଣ୍ଡପ ପରିସରରେ ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ପ୍ରଶାସନ ତରଫରୁ କୌଣସି ପ୍ରଚାର ପ୍ରସାର ଠିକ୍‌ ଭାବରେ ହୋଇ ନଥିବା ଯୋଗୁଁ କାଁ ଭାଁ ଶ୍ରମିକମାନେ
Read More...

ପୁରୁଣା ୱାରେଣ୍ଟି ମାମଲାରେ ୨ ଗିରଫ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ପୋଲିସ ଗୁରୁବାର ଦୀନ ୨ ଜଣଙ୍କୁ ପୁରୁଣା ୱାରେଣ୍ଟି ମାମଲାରେ ଜଡିତ ଥିବା ଅଭିଯୋଗରେ ଗିରଫ କରି ସଇଁତଲା କୋର୍ଟକୁ ଚାଲାଣ କରିଥିବା ଖବର ମିଳିଛି । ଗିରଫ ଅଭିଯୁକ୍ତମାନେ ହେଲେ ଗୁନୁ କଠାର (୪୩) ଓ ବୈଶାଖୁ କଠାର (୪୩) ଘର
Read More...

ହମିରପୁର ଉନ୍ନୟନ ପରିଷଦର ୪ର୍ଥ ବାର୍ଷିକୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର ଉନ୍ନୟନ ପରିଷଦ ତରଫରୁ ଚତୁର୍ଥ ବାର୍ଷିକୋତ୍ସବ ସ୍ଥାନୀୟ ସାଇ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ଡଃ ସୁମନ ଦତ୍ତଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ ନିରଞ୍ଜନ ଦାସଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡିସିବି
Read More...

ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ଓ ବିଦ୍ୟୁତ କଲୋନୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ବିଦ୍ୟାଳୟ ପରିସରରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ
Read More...

ଗତ ରାତିରେ ନୃସିଂହନାଥ ମନ୍ଦିରରୁ ଦାନବାକ୍ସ ଚୋରି ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ରାତିରେ ନୃସିଂହନାଥ ମନ୍ଦିରରୁ ଦାନବାକ୍ସ ଚୋରି ହୋଇଥିବା ନେଇ ପାଇକମାଲ ଥାନାରେ ଅଭିଯୋଗ କରାଯାଇଛି । ମୁଖ୍ୟ ମନ୍ଦିରର ପ୍ରସ୍ଥାନ ଦ୍ଵାର ଭାଙ୍ଗି ମନ୍ଦିର ଭିତରକୁ ପସି ବଡ଼ ଦାନବାକ୍ସ ଫାଡି ଟଙ୍କା ନେଇଥିବା ବେଳେ ଆଉ ଦୁଇଟି ଦାନବାକ୍ସ ଚୋରି କରି
Read More...

ଦେଶୀଆ ଭାଷାରେ ଚନ୍ଦ୍ରୟାନ-୩ର ଗୀତ

କୋଷାଗୁମୁଡା, (ଜଗନ୍ନାଥ ବିଷୋୟୀ) : କୋରାପୁଟିଆ ଦେଶୀଆ ଭାଷାରେ ଆଲବମ୍ ଗୀତ କରି ଚର୍ଚ୍ଚାରେ ରୁହନ୍ତି ନବରଙ୍ଗପୁରର ଯୁବକ ବିଶ୍ଵନାଥ । ଏବେ ତାଙ୍କ ଦ୍ଵାରା ନିର୍ମିତ ଦେଶୀଆ ଭାଷାର ଚନ୍ଦ୍ରୟାନ-୩ ଗୀତକୁ ନେଇ ଚର୍ଚ୍ଚା । ମିଶନ ଚନ୍ଦ୍ରୟାନ-୩ର ସଫଳତା ପରେ ଏବେ ତାଙ୍କ ଦ୍ୱାରା ନିର୍ମିତ
Read More...